06 ଅଗଷ୍ଟ 2021 ଶୁକ୍ରବାର, ଆଜିର ରାଶିଫଳ- ମା ସନ୍ତୋଷୀଙ୍କ କୃପାରୁ ଏହି ୩ଟି ରଶିଙ୍କ ଜୀବନରେ ହେବ ଉନ୍ନତି

ମେଷ

ଆଜି ଆପଣ କାହା ବିଷୟରେ କିଛି ନଭାବୀ କାମ କରି ପାରିବେ, ନିସ୍ପତି କରିବା ପାଇଁ ସମୟ ନିଅନ୍ତୁ ଜଲ୍ଦି କଲେ ନିସ୍ପତି ହାନିକାରକ ହୋଇ ପାରେ । ସମ୍ପର୍କୀୟ ଲୋକଙ୍କ ଘର କାମ ରେ ଆପଣଙ୍କୁ ସପୋର୍ଟ ମିଳି ପାରେ, ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ, ଜୀବନ ରେ ଲୋକଙ୍କ ସାହାଜ୍ଯ ପ୍ରାପ୍ତ ହଉଥିବ । ଖରାପ ସାଙ୍ଗମାନଙ୍କ ଦ୍ଵାରା ହାନି ହୋଇ ପାରେ, ସମ୍ପର୍କ ଭଲ ହୋଇବେ ।ବିବାହିତ ଲୋକ ଆଜି ବିବାହିତ ଜୀବନ ସୁଖ ପ୍ରାପ୍ତ କରିବେ, ଘରେ ମାଁ ବା ଅନ୍ୟ ବୁଜୁର୍ଗ ମହିଳାଙ୍କ ସ୍ୱାସ୍ଥ୍ୟ ପାଇଁ ଆପଣ ଚିନ୍ତା ରେ ରହିବେ ।

ବୃଷ

ଆଜି ଆପଣଙ୍କ ପରିଶ୍ରମ ପ୍ରଶଂସା ଲୋକ କରିବେ, ପରିଶ୍ରମ ପାଇଁ ସଫଳତା ପ୍ରାପ୍ତି ହୋଇ ପାରେ । ଅପ୍ରତକ୍ଷ ରୂପରେ ଲାଭ ପ୍ରାପ୍ତ ହୋଇବ, ସୁଖ ସୁବିଧା ସାଧନ ଯୋଗାଡ କରି ପାରନ୍ତି । ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ପାଇଁ ଅଗ୍ରସର ରହିବ, ଏହା ସହ ଘର ପରିବାର ରେ ଭୁଲ ବୁଝା ମଣା ପାଇଁ ଜୀବନ ଚିନ୍ତାମୟ ରହିବ । ବହୁତ ସମୟ ଧରି ଭାରି ଲାଭ ପ୍ରାପ୍ତ କରି ପାରିବେ, ନୂଆ କାର୍ଯ୍ୟ ପାଇଁ ନିବେଶ କରି ପାରନ୍ତି ସମୟ ଶୁଭ ଅଟେ ।

ମିଥୁନ

ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ । ସମସ୍ଯା ସମୟରେ ବୁଦ୍ଧି ଖର୍ଚ କରନ୍ତୁ ନିଜ ଜୀବନ ବଞ୍ଚେଇବା ପାଇଁ ଚେଷ୍ଟା କରନ୍ତୁ । ଆପଣଙ୍କ ଛାଇକିରି ବା ବ୍ୟବସାୟ କ୍ଷେତ୍ର ରେ ସ୍ପର୍ଦ୍ଧା ଯୁକ୍ତ ରହିବ, ଲୋକଙ୍କୁ ଆଜି ନିବେଶ କରିବାରୁ ବଞ୍ଚିବା ଉଚିତ, ଅଳସୁଆ ଅନୁଭବ କରିବେ ।

କର୍କଟ

ଆଜି ମନ କୌଣସି ପ୍ରକାର ଭୟ ପାଇଁ ଚିନ୍ତା ରେ ରହିବ, କୌଣସି ନୂଆ ଜାଗା ଟ୍ରାନ୍ସଫର ହୋଇ ପାରନ୍ତି ବା ଚାକିରି ମଧ୍ୟ ଛାଡ଼ିବା ସମୟ ଆସି ପାରେ । ଆଜି ଆପଣଙ୍କୁ ନିଜ ତରଫରୁ ଆଗକୁ ଯାଇ ଲୋକଙ୍କ ସହ ମିସିବା ପାଇଁ ଚେଷ୍ଟା କରିବା ଉଚିତ ଅଟେ । ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହୋଇବ, ପ୍ରେମ ସମ୍ବନ୍ଧ ପାଇଁ ଭଲ ସମୟ ଅଟେ ।

ସିଂହ

ଆଜି ମହିଳାଙ୍କୁ ଭାବନା ଉପରେ ବିଶେଷ ଧ୍ୟାନ ରଖିବେ । କିଛି ଦିନ ଆଗରୁ ହୋଇ ଥିବା କାର୍ଯ୍ୟ ଫଳ ଆଜି ପ୍ରାପ୍ତ ହୋଇବ, ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଆଜି ଦିନ ବହୁତ ଭଲ ଅଟେ । କଥା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ, ଆଜି ଆପଣ ସ୍ଥିତି ସମ୍ଭାଳିବାରେ ସଫଳତା ପ୍ରାପ୍ତ କରିବେ । ଆଜି ଆପଣଙ୍କ ପରିବାର ଲୋକ ପ୍ରଶାନ ରହିବେ, ଆର୍ଥିକ ରୂପରେ ଆପଣଙ୍କୁ ଲାଭ ପ୍ରାପ୍ତ ହବ ।

କନ୍ୟା

ଆଜି ଆପଣଙ୍କ କେତେକ କାର୍ଯ୍ୟ ସଫଳ ହୋଇବେ, ଯାତ୍ରା ଆପଣଙ୍କ ପାଇଁ ଲାଭକାରୀ ହବ । ବ୍ୟବସାୟ ରେ ହାନି ହବାର ଆସାର ଦେଖା ଯାଉଛି, ଭାଗ୍ୟ ଆପଣଙ୍କ ସହ ରହିବ, ନିବେଶ କରିବା ପାଇଁ ସମୟ ଅନୁକୂଳ ଅଟେ । ଏହି ଲୋକଙ୍କୁ ଆଜି ଧନ ଲାଭ ପ୍ରାପ୍ତ ହବ, ଅଧିକ ଲୋକଙ୍କ ଉପରେ ଟଙ୍କା କଥା ଉପରେ ଭରସା କରନ୍ତୁ ନାହିଁ ।

ତୁଳା

ଆଜି କୌଣସି ପ୍ରକାର ନିବେଶ କରିବା ପାଇଁ ସମୟ ଭଲ ନାହିଁ, ଆଜି ଆପଣ ବହୁତ ପରିଶ୍ରମ କରିବେ, ଆଜି ଆପଣ କାର୍ଯ୍ୟ ମନ ଧ୍ୟାନ ଦେଇ କରିବେ ।ଚାକିରି କରୁଥିବା ଲୋକ ନିଜ ଉଚ୍ଚଅଧିକାରୀ କୁ ପ୍ରଶନ କରିବାରେ ସଫଳ ହୋଇବେ । ଧର୍ମ କ୍ଷେତ୍ର ରେ ପରିଶ୍ରମ ଅଧିକ କରିବା ଦରକାର ଅଟେ, ଭାଇ ଭଉଣୀ ମଧ୍ୟ ରେ ଭୁଲ ବୁଝା ମଣା ହୋଇ ପାରେ ।

ବିଛା

ଆଜି ଅନ୍ୟ କାହା କଥା ମାନି ଏମିତି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହା ଫଳରେ ଆପଣଙ୍କୁ ଜୀବନ ସାରା କାନ୍ଦିବାକୁ ପଡି ପାରେ । ଆଜି ଆପଣଙ୍କ ମନ ଧାର୍ମିକ କାର୍ଯ୍ୟ ରେ ଲାଗି ରହିବ, ଜୀବନସାଥି ବୁଦ୍ଧି ଓ ସ୍ଵଭାବ ଦେଖି ଆପଣଙ୍କ ମନ ବହୁତ ପ୍ରଶନ ରହିବେ, ପରିବାର ରେ କିଛି ଖୁସି ଖବର ଶୁଣିବାକୁ ମିଳି ପାରେ । ଆଜି ଆପଣ ନିଜ ଭବିଷୟ ଏବଂ ସ୍ୱାସ୍ଥ୍ୟ ପାଇଁ ଅଧିକ ଚିନ୍ତା କରିବେ ।

ଧନୁ

ଆଜି ଆପଣଙ୍କ ପାଇଁ ସହଜ ଦେଖା ଯାଉ ନାହିଁ, ଆପଣ ଘର କାରଣରୁ ଚିନ୍ତା ରେ ରହିବେ । ଆଜି ଆପଣଙ୍କୁ ଏମିତି କିଛି ଜିନିଷ କିଣିବା ଉଚିତ ଯାହାର ଆଗକୁ ଯାଇ ଦାମ ବଢି ପାରେ । ଆଜି ଆପଣଙ୍କ ପ୍ରେମ ସମ୍ପର୍କ ରେ ଭଲ ପାଇବା ବହୁତ ରହିବ ଆଜି ଆପଣ ବହୁତ ଖୁସି ମନେ କରିବେ । ଆଜି ଆପଣଙ୍କୁ ଆରାମ କରିବା ଆବଶ୍ୟକ ଅଟେ, ପୁରୁଣା ଟଙ୍କା ଫେରି ପାଇବେ ।

ମକର

ଆଜି ଆପଣଙ୍କ ଆର୍ଥିକ ଯୋଜନା ସଫଳ ହୋଇବ, ଆପଣ ଘର ଓ କାର୍ଯ୍ୟ ମଧ୍ୟରେ ସଠିକ ସନ୍ତୁଳନ ବନେଇ ରଖିବେ ।ବିଦ୍ୟାର୍ଥୀମାନଙ୍କ ପାଇଁ ଦିନ ଟିକେ ସମସ୍ୟା ହୋଇ ପାରେ, କିଛି ଅନାଆବଶ୍ୟକ ଖର୍ଚ ସାମ୍ନା କୁ ଆସି ପାରେ । ଲୋକଙ୍କୁ ଆଜି ଟିକେ ମାନସିକ ଚିନ୍ତା ରହିବ, ଏହି ରାଶି ଲୋକ ଆଜି ଯେତେ ପରିଶ୍ରମ କରିବେ ତାହା ଫଳ ପ୍ରାପ୍ତ କରିବେ, ଶରୀର ରେ ଥକାନ ଏବଂ ଅଳସ ଏବଂ ମନ ରେ ଅଶାନ୍ତି ଅନୁଭୂତି ହବ ।

କୁମ୍ଭ

ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବିବାହିତ ଜୀବନ ପାଇଁ ସମୟ ବହୁତ ସଠିକ ଚାଲୁଛି ।ଆଜି ଆପଣଙ୍କ ମନ ଧାର୍ମିକ ରହିବ ଏବଂ ଧାର୍ମିକ କାର୍ଯ୍ୟ କଲେ ଆପଣଙ୍କ ମନ ଶାନ୍ତି ପ୍ରାପ୍ତ କରିବ । ଅଟକି ଥିବା ଟଙ୍କା ଆଜି ଫେରିକି ପାଇ ପାରନ୍ତି, ଧନ ପ୍ରାପ୍ତି ପାଇଁ ବହୁତ ଭଲ ଅବସର ଅଟେ । ସମୟ ଆପଣଙ୍କ ପାଇଁ ବହୁତ ଭଲ ଚାଲିଛି, ଆପଣ ଏହାର ଲାଭ ପରେ ପାଇବେ ଏବେ ଯେମିତି ସବୁ ଚାଲିଛି ସେମିତି ଚାଲିବାକୁ ଦିଅନ୍ତୁ ।

ମୀନ

ଆଜି ଆପଣ ନିଜ କାର୍ଯ୍ୟ ଦ୍ଵାରା ସମସ୍ତଙ୍କୁ ଖୁସି କରି ପାରିବେ, ପ୍ରେମୀ ଯୁଗଳ ମଧ୍ୟରେ ଭୁଲ ବୁଝା ମଣା ହୋଇ ପାରେ । ଆଜି ଦିନ ଆପଣଙ୍କ ଜୀବନ ରେ କିଛି ନୂଆ ଉପହାର ପ୍ରାପ୍ତ ହବ, କୌଣସି ବଡ କାର୍ଯ୍ୟ ପୂର୍ଣ ହେଲେ ଆପଣ ବହୁତ ଖୁସି ହୋଇବେ । ଭଲ କଥା ବାରତା ଏବଂ ସ୍ଵଭାବ ଆପଣଙ୍କ ଲାଭ ପାଇଁ ବହୁତ ଗୁଡେ ରାସ୍ତା ଦେଖେଇବ । ଦୈନିକ ରାଶିଫଳ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *