Health Tips- ମାଂସଠୁ ୧୦ ଗୁଣା ଅଧିକ ଶକ୍ତିଶାଳୀ ଅଟେ ଏହି ଭିଜା ଚଣା, ପୁରୁଷ ମାନଙ୍କ ପାଇଁ ବରଦାନ, କେବଳ ଖାଇବାର ଉପାୟ ଜାଣନ୍ତୁ

ବନ୍ଧୁଗଣ, ସାଧାରଣତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଦେଖାଗଲେ ଡାକ୍ତର ତଥା ଅନ୍ୟ ବଇଜ୍ୟେଷ୍ଠ ବ୍ୟକ୍ତି ମାଂସ ଖାଇବାକୁ ପରାମର୍ଶ ଦେଇଥାନ୍ତି । ମାତ୍ର ସୁଲା ଏକ ଏଭଳି ଜିନିଷ ଅଟେ ଯାହା ନ୍ୟୂଟ୍ରିଶ ତୁଳନା ରେ ପିସ୍ତା ବାଦାମ ଠାରୁ ଅଧିକ ଶକ୍ତିଶାଳୀ ଅଟେ ।

ଏହାକୁ ଯଦି ଠିକ ଉପାୟରେ ସେବନ କରାଯାଏ ତେବେ ଏହା ମାଂସ ଠାରୁ ମଧ୍ୟ ବହୁତ ଅଧିକ ଶକ୍ତି ଆମ ଶରୀରକୁ ଦେଇଥାଏ । ସୁଲା ସମସ୍ତଙ୍କ ନିମନ୍ତେ ବହୁତ ଅଧିକ ଲାଭ ଦାୟକ ଅଟେ । ମାତ୍ର ପୁରୁଷ ମାନଙ୍କୁ ଏହାର ସେବନ ନିହାତି କରିବା ଆବଶ୍ୟକ । ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ତଥା ଶରୀର ସହିତ ଜଡିତ ରୋଗ ର ନିରୂପଣ ନିମନ୍ତେ ଆପଣ ମାନେ ସୁଲା ର ସେବନ କିଭଳି କରିବେ ? ପ୍ରଥମେ ଆପଣ ଏକମୁଠା ସୁଲା କୁ ପାଣିରେ ପକାଇ ଭେଦିବାକୁ ଦିଅନ୍ତୁ । ଶକ୍ତି ତଥା ଏନର୍ଜି ନିମନ୍ତେ ଭିଟାମିନ ର ଗନ୍ତାଘର ଅଟେ ସୁଲା ।

ଦୁର୍ବଳତା ତଥା ପୁରୁଷ୍ଵତାକୁ ବଢାଇବା ନିମନ୍ତେ ସୁଲା ବହୁତ ଅଧିକ ଲାଭ ଦାୟକ ଅଟେ । କାରଣ ଏଥିରୁ ମିଳୁଥିବା ପ୍ରୋଟିନ, ଫାଇଭର, ଏବଂ ଭିଟାମିନ ଭଳି ଏମିତି ଅନେକ ପୋଷକ ତତ୍ଵ ଯାହା ଆମ ଶରୀରର ଦୁର୍ବଳତା କୁ ଦୂର କରିବା ସହିତ ପୁରୁଷ୍ଵତାକୁ ବଢାଇଥାଏ । ଏଥି ନିମନ୍ତେ ମୁଖ୍ୟତ ପୁରୁଷ ମାନଙ୍କୁ ଏହାର ସେବନ କରିବା ନିହାତି ଆବଶ୍ୟକ । ଯଦି ଆପଣ ପେଟରେ କଷ୍ଟ ତଥା କବଜ ଭଳି ସମସ୍ୟା ନିମନ୍ତେ ଚିନ୍ତିତ ଅଛନ୍ତି ।

ତେବେ ଆପଣ ରାତିସାରା ଭେଦା ଯାଇଥିବା ସୁଲା ରେ ଅଳ୍ପ ଅଦା, କଳାଲୁଣ ଏବଂ ଜିରାଗୁଣ୍ଡ ମିଶାଇ ଖାଇବା ଦ୍ଵାରା ଆପଣଙ୍କୁ ପେଟରେ କଷ୍ଟ ତଥା କବଜ ଭଳି ସମସ୍ୟା ରୁ ବହୁତ ଶୀଘ୍ର ଆରାମ ମିଳିଥାଏ । ଯେଉଁ ପୁରୁଷ ମାନଙ୍କର ସ୍ପର୍ମ ବନୁନାହିଁ ରାତିସାରା ସୁଲା କୁ ବିଜାଇ ସକାଳେ ଏଥିରେ ଚିନୀ ମିଶାଇ ଖାଇବା ଦ୍ଵାରା ସ୍ପର୍ମ ବନିବା ଆରମ୍ଭ ହୋଇଥାଏ । ଯେଉଁ ମାନଙ୍କୁ ପରିସ୍ରା ସମସ୍ୟା ରହିଥାଏ ସେମାନେ ୧ ମୁଠା ବିଜିଥିବା ସୁଲା ରେ ୧ ଚାମଚ ଗୁଡ ଖାଇବା ଆବଶ୍ୟକ ।

ଏହା ଦ୍ଵାରା ୟୁରିନ ସମସ୍ୟା ଦୂର ହୋଇଥାଏ । ଭିଜିଥିବା ସୁଲା ସ୍କିନ ନିମନ୍ତେ ମଧ୍ୟ ବହୁତ ଅଧିକ ଲାଭ ଦାୟକ ଅଟେ । ଆପଣ ଏହାକୁ ଖାଇବା ଦ୍ଵାରା ସ୍କିନ ହେଲଦି ହେବା ସହିତ ଚର୍ମ ଜାତୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଯେଉଁ ବ୍ୟକ୍ତି ମାନଙ୍କର ଓଜନ ବଢୁନାହିଁ ସେମାନଙ୍କର ସୁଲା ର ସେବନ କରିବା ନିହାତି ଆବଶ୍ୟକ । ଏହା ଆମ ଶରୀରକୁ ସୁନ୍ଦର ମଧ୍ୟ ବନାଇ ଥାଏ ।

ଆପଣଙ୍କୁ ଯଦି ଥଣ୍ଡା ଜ୍ଵର ହୋଇଅଛି ତେବେ ଏହା ଆପଣଙ୍କ ନିମନ୍ତେ ଅତ୍ୟନ୍ତ ଲାଭ ଦାୟକ ଅଟେ । ଏହା ସହିତ କିଡ୍ନି ତଥା ହୃଦୟ ସମ୍ବନ୍ଧିତ ରୋଗ ନିମନ୍ତେ ସୁଲା ଅତ୍ୟନ୍ତ ଲାଭଦାୟକ ଅଟେ । ଆପଣ ରାତିରେ ସୁଲା କୁ ଭିଯାଇ ରଖି ସକାଳେ ଖାଲି ପେଟରେ ଏହାର ସେବନ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *