ଶୀଘ୍ର ପତନ ସମସ୍ଯା ! Doctors ଙ୍କ ଠାରୁ ଜାଣନ୍ତୁ କାରଣ ଓ ଚିକିତ୍ସା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରାୟତଃ  ପୁରୁଷ ମାନଙ୍କ ଠାରେ ଏକ ସମସ୍ଯା ଦେଖିବାକୁ ମିଳିଥାଏ ତାହା ହେଉଛି ଶୀଘ୍ର ପତନ । ଏହି ସମସ୍ଯା ଯେଉଁ ପୁରୁଷ ମାନଙ୍କର ରହିଥାଏ । ସେମାନେ ଏହି ବିଷୟରେ କାହା ସହିତ ଆଲୋଚନା କରିବା ପାଇଁ ଇଛା କରିନଥାନ୍ତି । ପୁରୁଷ ମାନଙ୍କର ଏହି ସମସ୍ଯା ବିଷୟରେ ଆଜି ପୋଷ୍ଟ ମାଧ୍ୟମରେ ଆଲୋଚନା କରିବାକୁ ଯାଉଛୁ । ପୁରୁଷ ମାନେ ଶାରୀରିକ ସମ୍ପର୍କ ରଖିବା ସମୟରେ ଯଦି ଶୀଘ୍ର ବୀର୍ଯ୍ୟ ବାହାରି ଯାଇଥାଏ । ତେବେ ଏହାକୁ ଶୀଘ୍ର ପତନ କୁହାଯାଇଥାଏ ।

ବେଳେ ବେଳେ ସେକ୍ସ ନକରିବା ପୂର୍ବରୁ ମଧ୍ୟ ପୁରୁଷ ମାନଙ୍କ ଠାରେ ଶୀଘ୍ର ପତନ ହୋଇଯାଇଥାଏ । କିଛି ପୁରୁଷ ମାନଙ୍କ ଠାରେ ସେକ୍ସ ଆରମ୍ଭ କରିବାର ସଙ୍ଗେ ସଙ୍ଗେ ହିଁ ବୀର୍ଯ୍ୟ ଡିଶ୍ଚାର୍ଜ ହୋଇଯାଇଥାଏ । ଯେଉଁ ପୁରୁଷ ମାନଙ୍କର ଏହି ଶୀଘ୍ର ଶୀଘ୍ର ପତନ ହେବାର ସମସ୍ଯା ରହିଥାଏ । ଏହି କାରଣ ଯୋଗୁ ଉଭୟ ପୁରୁଷ ଓ ତାଙ୍କ ପାର୍ଟନର ସନ୍ତୁଷ୍ଠ ହୋଇପାରିନଥାନ୍ତି ।

ମେଡିକାଲ ବିଜ୍ଞାନ ଭାଷାରେ ଯଦି ସେକ୍ସ କରିବାର ୧ ରୁ ୨ ମିନିଟ ପୂର୍ବରୁ ପୁରୁଷ ମାନଙ୍କର ବୀର୍ଯ୍ୟ ବାହାରି ଯାଇଥାଏ । ତେବେ ଏହାକୁ ପ୍ରିମେଚର ଏଯାକୁଲେସନ କୁହାଯାଇଥାଏ। ପୁରୁଷ ମାନଙ୍କ ମସ୍ତିସ୍କରେ ଯେଉଁ ସେରୋଟେନିନ ନାମକ ଟ୍ରାନ୍ସମିଟର ରହିଥାଏ । ତାହାର ଲେବଲ ଯଦି କମ୍ ରହିଥାଏ । ତେବେ ଶୀଘ୍ର ପତନ ସମସ୍ଯା ଦେଖାଯାଇଥାଏ ।

କାରଣ ସେହି ପୁରୁଷଙ୍କର ସେକ୍ସ କରିବା ସମୟରେ ଏକ୍ସସାଇଟେଡ ଲେବଲ ଅଧିକ ରହିଥାଏ । ଯାହା ଦ୍ଵାରା ଯେତେ ଶୀଘ୍ର ଏକ୍ସସାଇଟେଡ ହୋଇଥାନ୍ତି ସେତେ ଜଲ୍ଦି ହିଁ ତାଙ୍କର ଶୀଘ୍ର ପତନ ହୋଇଯାଇଥାଏ । ଯେଉଁ ମାନଙ୍କର ସେକ୍ସକୁ ନେଇ ମନରେ ଅନେକ ଘାବରାପଣ ରହିଥାଏ । ସେମାନଙ୍କ ଠାରେ ମଧ୍ୟ ଶୀଘ୍ର ପତନ ହୋଇଯାଇଥାଏ । ନିଶା ଦ୍ରବ୍ୟ ସେବନ କରୁଥିବା ଲୋକ ମାନଙ୍କର ମଧ୍ୟ ବୀର୍ଯ୍ୟ ଶୀଘ୍ର ବାହାରି ଯାଇଥାଏ ।

ପ୍ରିମେଚର ଏଯାକୁଲେସନର ଟେଷ୍ଟ  ;- ଏହାର ଚିକିତ୍ସା କରିବା ବେଳେ ଡାକ୍ତର ପ୍ରଥମେ ପୁରୁଷ ମାନଙ୍କର ବ୍ଲଡ୍ ଟେଷ୍ଟ କରିବା ସହିତ କିଡ୍ନୀ, ଲିଭର ଠିକ ଭାବରେ କାର୍ଯ୍ୟକାରୀ କରୁଛି କି ନାହିଁ ଜାଣିବାକୁ ଚେଷ୍ଟା କରିଥାନ୍ତି । ଥାଇରଏଡ୍ ଠିକ ଅଛି କି ନାହିଁ ଟେଷ୍ଟ କରାଯାଇଥାଏ ।ପ୍ରିମେଚର ଏଯାକୁଲେସନର ଚିକିତ୍ସା ;- ଏହି ଚିକିତ୍ସା ୨ ପ୍ରକାରର କରାଯାଇଥାଏ ।

ପ୍ରଥମଟି ହେଉଛି ମେଡ଼ିସିନ ଦେଇ ଶୀଘ୍ର ପତନକୁ ଠିକ କରିବା ପାଇଁ ଚେଷ୍ଟା କରାଯାଇଥାଏ । ଅନ୍ୟ ଉପାୟଟି ହେଉଛି । ଡାକ୍ତର ଏହାକୁ ବୁଝେଇବାକୁ ଯାଇ ଶୀଘ୍ର ପତନ ସମସ୍ଯାରେ ପୀଡିତ ଲୋକଙ୍କୁ ପ୍ରପର ସେକ୍ସ ଏଜୁକେସନ ଦେଇଥାନ୍ତି । ଯେତେବେଳେ ପୁରୁଷଙ୍କୁ ବୀର୍ଯ୍ୟ ବାହାରିବାର ସମ୍ଭାବନା ଆସୁଛି ।

ସେତେବେଳେ ହିଁ ସେକ୍ସ କରିବା ବନ୍ଦ କରିଦେବା କିମ୍ବା ସେକ୍ସ କରିବାର ପ୍ରକ୍ରିୟାକୁ ଧୀର କରିଦେବା ଉଚିତ । ୧୫ ରୁ ୨୫ ସେକେଣ୍ଡ ପର୍ଯ୍ୟନ୍ତ ସେକ୍ସ ବନ୍ଦ କରି ପୁନଶ୍ଚ ସେକ୍ସ କରିବା ସମ୍ଭବ ହୋଇଥାଏ । ଏହିପରି ଧୀରେ ଧୀରେ କରି ପୁରୁଷ ମାନେ ନିଜର ପ୍ରିମେଚର ଏଯାକୁଲେସନ ସମସ୍ଯାକୁ ଠିକ କରିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *