Health Tips- ସେଓ ଖାଇବା ଦ୍ଵାରା ଶରୀରରେ କଣ ହୋଇଥାଏ ? ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାସ୍ଥ ହିଁ ସମ୍ପଦ ହୋଇଥାଏ । ତେଣୁ ସର୍ବ ପ୍ରଥମ ପ୍ରାଧାନ୍ୟ ନିଜ ସ୍ଵାସ୍ଥକୁ ଦେବା ଉଚିତ ହୋଇଥାଏ । କାରଣ ଶାରୀରିକ ସ୍ଥିତି ଠିକ ରହିଲେ ହିଁ ମାନସିକ ସ୍ଥିତି ଭଲ ରହିଥାଏ । ତେଣୁ ଆଜି ଆପଣ ସେଓ ଖାଇବା ଦ୍ଵାରା ଶରୀରକୁ ମିଳୁଥିବା ଫାଇଦା ବିଷୟରେ ଜାଣିବାକୁ ପାଇବା । ବନ୍ଧୁଗଣ ବହୁତ ଲୋକ ସକାଳୁ ଉଠି ଚାହା ସେବନ କରିବା ଅଭ୍ଯାସ ରହିଥାଏ ।

ତେବେ ଚାହା ବ୍ଯତୀତ ଯଦି ଆପଣ ଅଳ୍ପ ଗରମ ଯୁକ୍ତ ପାଣି, ଜୀରା ପାଣି କିମ୍ବା କୌଣସି ପରିବାରୁ ପ୍ରସ୍ତୁତ ଜୁଷର ସେବନ କରିଥାନ୍ତି । ତେବେ ତାଙ୍କ ସ୍ଵାସ୍ଥ ପାଇଁ ତାହା ହିତକର ହୋଇଥାଏ । ସେହିପରି ଯଦି ଲୋକମାନେ ସକାଳୁ ଉଠି ସେଓର ସେବନ କରିଥାନ୍ତି । ତେବେ ତାଙ୍କ ଶରୀର ପାଇଁ କେଉଁ ସବୁ ଉପକାର ମିଳିଥାଏ । ସେହି ବିଷୟରେ ଆଲୋଚନା କରିବା ।

ଯେଉଁ ବ୍ୟକ୍ତି ପ୍ରତିଦିନ ସକାଳୁ ଖାଲି ପେଟରେ ସେଓର ସେବନ କରିଥାଏ । ତେବେ ତାଙ୍କ ଶରୀରରେ ଇମ୍ମ୍ଯୁନିଟି ପାୱାର ବଢିଥାଏ । ଯେଉଁ କାରଣରୁ ସେମାନଙ୍କର ଶରୀର ସୁସ୍ଥ ରହିଥାଏ । ସେଓରେ ବହୁତ ମାତ୍ରାରେ ଫାଇବରର ଗୁଣ ରହିଛି । ଯେଉଁ କାରଣରୁ ସେଓ ଖାଇବା ଦ୍ଵାରା ଶରୀରକୁ ଫାଇବର ମିଳିଥାଏ । ଏହା ଯୋଗୁ ବ୍ୟକ୍ତିର କୋଷ୍ଠ କାଠିନ୍ୟ ଭଳି ସମସ୍ଯା ଆସିନଥାଏ ।

ଏହା ଛଡା କୋଷ୍ଠକାଠିନ୍ୟ ହୋଇଥିବା ଲୋକଙ୍କୁ ନିହାତି ଭାବରେ ପ୍ରତିଦିନ ସକାଳୁ ଗୋଟିଏ ଲେଖାଏଁ ସେଓ ଖାଇବା ଉଚିତ । ଏହା ବ୍ଯତୀତ ପେଟ ଜନିତ ଅନେକ ସମସ୍ଯା ଯେପୟ ପେଟରେ ଗ୍ଯାସ ଓ ଏସିଡିଟି ହେବା, ପେଟରେ ରୋଗ ଜୀବାଣୁ ବଢିକି ପେଟରେ ଯନ୍ତ୍ରଣା ଅନୁଭୂତ ହେବା । ପାଟିରୁ ଦୁର୍ଗନ୍ଧ, ପାଟିରେ ତୁଣ୍ଡୁକା ବା ଫୋଟୋକା  ବାହାରିବା ଏଭଳି ସମସ୍ଯା ଶରୀରରେ ନହେବାକୁ ଚାହୁଁଥିଲେ ।

ସେଓର ନିତ୍ୟ ସେବନ କରିବା ଉଚିତ । ସେଓରେ ଆଇରନର ମାତ୍ରା ମଧ୍ୟ ଭଲ ରହିଥାଏ । ଯେଉଁ କାରଣରୁ ସେଓର ସେବନ ଦ୍ଵାରା ଶରୀରରେ ଆଇରନର ଅଭାବ ଦୂର ହୋଇଥାଏ । ଯେଉଁ କାରଣରୁ ବ୍ୟକ୍ତିର ଶରୀରରେ ରକ୍ତର ଅଭାବ ମଧ୍ୟ କେବେ ହୋଇନଥାଏ । ଯେଉଁ ମହିଳା ମାନେ ଏନିମିଆ ରୋଗରେ ଶିକାର ହେଉଛନ୍ତି ।

ସେମାନେ ନିହାତି ଭାବରେ ସେଓର ନିତ୍ୟ ସେବନ କରିବା ଉଚିତ । ଡାଇବେଟିସ ରୋଗୀ ମଧ୍ୟ ସେଓର ସେବନ କରିପାରିବେ । ଏହାର ଅତ୍ୟଧିକ ସେବନ ଡାଇବେଟିସ ରୋଗୀ ପାଇଁ ଅନୁଚିତ । ସେଓରେ ଥିବା ଭିଟାମିନ-a ଆଖିର ଦ୍ରୁଷ୍ଟି ଶକ୍ତିକୁ ମଧ୍ୟ ବଢାଇ ଦେଇଥାଏ । ତେଣୁ ସେଓର ସେବନ ଦ୍ଵାରା ଶରୀର ସୁସ୍ଥ ଓ ଚେହେରା ସୁନ୍ଦର ମଧ୍ୟ ହୋଇଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରିବା କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *