ବନ୍ଧୁଗଣ, କ୍ୟାଲସିୟମ ବହୁତ ମହତ୍ଵପୂର୍ଣ୍ଣ ମିନେରାଲ ଅଟେ ଯାହା ଆମ୍ଭ ଶରୀରକୁ ଆବଶ୍ୟକ ହୋଇଥାଏ । କିଛି ଲକ୍ଷଣ ମାନ ରହିଅଛି ଯାହା ଆପଣଙ୍କ ଶରୀରରେ ଦେଖାଗଲେ ଆପଣ ଜାଣି ପାରିବେ ଯେ ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ହେଉଅଛି । ଯଦି ଏଭଳି ହେଉଛି ତେବେ ଆପଣଙ୍କୁ ଡାଏଟ ରେ କ୍ୟାଲସିୟମ କୁ ବଢାଇବାର ଅଛି । ଯଦି ହାଡ କୁ ଶକ୍ତିଶାଳୀ ରଖିବାର ଅଛି ତେବେ ଆମ୍ଭକୁ କ୍ୟାଲସିୟମ ନିତ୍ୟାନ୍ତ ଆବଶ୍ୟକ । ମାଂସପେଶୀ ଏବଂ ହାର୍ଟ ର ଫଙ୍ଗସନ ନିମନ୍ତେ ଆମ୍ଭକୁ କ୍ୟାଲସିୟମ ନିହାତି ଆବଶ୍ୟକ ।
୧;- କ୍ୟାଲସିୟମ ଅଭାବ ହେଲେ Osteoporosis ଭଳି ସମସ୍ୟା ଦେଖାଯାଇଥାଏ । ଏହା ଫଳରେ ଶରୀରରେ ଥିବା ହାଡ ମାନଙ୍କରେ କ୍ୟାଲସିୟମ କମିଯାଇଥାଏ ଏବଂ ହାଡ ଗୁଡିକ କମଜୋର ହୋଇଯାଇଥାଏ ।
୨;- Osteopenia, ଏଥିରେ କ୍ୟାଲସିୟମ ର ପରିମାଣ କମ ହେବାକୁ ଲାଗିଥାଏ । ଯଦି ବ୍ଲଡ଼ ଟେଷ୍ଟ କରିବେ ସେଥିରେ କ୍ୟାଲସିୟମ ର ପରିମାଣ ବହୁତ କମ ମିଳିବ ଏବଂ ଏହାକୁ ହାଇପୋକ୍ୟାଲସିମିୟା କୁହାଯାଇଥାଏ । ଯଦି ଏହା ହୁଏ ତେବେ ଆପଣଙ୍କ ହାତ ଆଙ୍ଗୁଠି ବଙ୍କା ହେବାକୁ ଲାଗିବ । ଯଦି ଆପଣଙ୍କ ଡାଏଟ ରେ କ୍ୟାଲସିୟମ ର ମାତ୍ର ନଥିବା ତେବେ ଏହିଭଳି ସମସ୍ୟା ନିଶ୍ଚିତ ଭାବରେ ଦେଖାଯିବ । କିଛି ମେଡ଼ିସିନ ଏଭଳି ରହିଥାଏ ଯାହାକୁ ଆପଣ ବ୍ୟବହାର କରନ୍ତି ତେବେ କ୍ୟାଲସିୟମ ର ପରିମାଣ କମ ହୋଇଯାଇଥାଏ ।
୩;- ଯଦି କ୍ଷୀର ସେବନ କରୁଛନ୍ତି ମାତ୍ର ଆପଣଙ୍କ ପେଟ ଖରାପ ହେବାକୁ ଲାଗୁଛି ତେବେ ଆପଣଙ୍କ ଶରୀରରେ କ୍ୟାଲସିୟମ ର ଅଭାବ ଅଛି । ଖିର ଏବଂ ଅନ୍ୟ ମିଲ୍କ ସମ୍ବନ୍ଧୀୟ ପ୍ରାଡ଼କ୍ଟ ରେ କ୍ୟାଲସିୟମ ର ମାତ୍ରା ରହିଥାଏ । କିନ୍ତୁ ଯଦି ଆପଣ ଏହାକୁ ଖାଇବା ପରେ ମଧ୍ୟ ଆପଣଙ୍କୁ ଏହିଭଳି ସମସ୍ୟା ହେଉଅଛି ତେବେ ଆପଣ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ମହିଳା ମାନଙ୍କ କ୍ୟାଲସିୟମ ର ରିକ୍ୱାରମେଣ୍ଟ ପୁରୁଷଙ୍କ ଅପେକ୍ଷା ଅଧିକ ହୋଇଥାଏ । ଯଦି ଶରୀରରେ କ୍ୟାଲସିୟମ ର ଅଭାବ ଦେଖାଯାଇଥାଏ ତେବେ ତାହାର ଲକ୍ଷଣ ପାଦ, ଗୋଡ ତଥା ହାତ ରେ ଦେଖିବାକୁ ମିଳିବ ।
ଆପଣଙ୍କ ସ୍କିନ ରେ ଡ୍ରାଏନେସ ଆସିବାକୁ ଲାଗିଥାଏ । ନେଲ୍ସ ମଧ୍ୟ ସୁଖୀ ଯାଇଥାଏ । କେଶ ଝାଡିବାକୁ ଲାଗିଥାଏ ଏବଂ ଏଗଜିମା ମଧ୍ୟ ହେବାକୁ ଲାଗିଥାଏ । ଶରୀରରେ କ୍ୟାଲସିୟମ ର ମାତ୍ରା ଯଦି କମ ରହିଥାଏ ତେବେ ଆପଣଙ୍କ ଦାନ୍ତ ରେ ମଧ୍ୟ ସମସ୍ୟା ଦେଖିବାକୁ ମିଳିଥାଏ । ଏଣୁ ଆପଣ ମାନଙ୍କୁ ଯଦି ଏହିଭଳି କିଛି ଲକ୍ଷଣ ଯାହା ଆପଣଙ୍କୁ ବ୍ୟସ୍ତ କରୁଥାଏ, ତେବେ ତୁରନ୍ତ ଆପଣ ଡାକ୍ତର ଙ୍କ ସହିତ ପରାମର୍ଶ କରନ୍ତୁ ।
ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭଗକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ