ଶରୀରର ସବୁ ଚର୍ବି ତରଳାଇ ଦେବ କେବଳ କରନ୍ତୁ ଏହି ଉପାୟ, ପତଳା ହେବା ପାଇଁ ୟା ଠାରୁ ସହଜ ଉପାୟ ଆଉ କିଛି ନାହିଁ- Fitness Tips

ଆପଣ ଯେତେ ବି ମୋଟା ହୁଅନ୍ତୁ ନା କାହିଁକି ଏହି ପାନୀୟ ର ସେବନ ୨ ଥର କରିବା ଦ୍ଵାରା ଏହା ଆପଣଙ୍କ ଚର୍ବି କୁ କମାଇ ଦେବ। କେବଳ ୧୫ ଦିନ ରେ ଆପଣ ନିଜ ଶରୀରର ମୋଟା ପଣ କୁ ଦୂର କରିପାରିବେ । ଆଜି ଆମେ ଆପଣଙ୍କୁ ଏକ ଏପରି ପାନୀୟ ବିଷୟରେ କହିବୁ ଯାହାକୁ ସେବନ କରିବା ଦ୍ଵାରା ଆପଣଙ୍କ ମୋଟା ପଣ ଧୀରେ ଧୀରେ କମିବକୁ ଲାଗିବ । ଏହା ସହିତ ଯଦି ଆପଣ ଏହାକୁ ଲଗାତାର ବ୍ୟବହାର କରିବେ ତାହେଲେ ଆପଣ ୫ ରୁ ୭ କିଲୋ ଅତି ସହଜ ରେ କମାଇ ପାରିବେ ।

ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ ଚର୍ବି ବହୁତ୍ ଜଲ୍ଦୀ କମ୍ ହେବାକୁ ଲାଗିବ ଏବଂ ଏହାର ଭଲ ପ୍ରଭାବ ରହିବା ପାଇଁ ଆପଣଙ୍କୁ ତେଲ ଜାତୀୟ ଖାଦ୍ୟ ଠୁ ଦୂର ରେ ରହିବାକୁ ହେବ ଏବଂ ଏହା ସହିତ ଆପଣଙ୍କୁ ବ୍ୟାୟାମ ଯୋଗ ପ୍ରାଣାୟାମ କରିବାକୁ ପଡ଼ିବ ।

ଏହା ସହିତ ସେହି ପାନୀୟ କୁ ନିୟମିତ ଭାବରେ ସେବନ କରିବାକୁ ହେବ ଯାହା ଦ୍ୱାରା ଆପଣଙ୍କ ଓଜନ କୁ ବହୁତ୍ କମାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ପାନୀୟ କୁ କିପରି ପ୍ରସ୍ତୁତ କରିହେବ । ପ୍ରଥମେ ଆପଣ ଏହ ପାତ୍ର ରେ ଦୁଇ ଗ୍ଲାସ ପାଣି ପୁରାନ୍ତୁ । ଏହି ପାଣି ଥଣ୍ଡା କିମ୍ବା ଗରମ ହୋଇନଥିବା ଦରକାର । ଏହା ପରେ ଆପଣ ସେଥିରେ ୨ ଟି ଗୁଜୁରାତି ମିଶାନ୍ତୁ ଯାହା ଦ୍ଵାରା ପାଣି ବାସ୍ନା ହେବା ସହ ଏହା ଆମ ହଜମ ହେବା ପ୍ରକିୟା କୁ ବଢ଼ାଇବା ସହ ଆମ ପ୍ରତିରୋଧକ ଶକ୍ତି କି ବଢ଼ାଇବା ରେ ସାହାଯ୍ୟ କରିଥାଏ ।

ଏହା ପରେ ଆପଣ ସେଥିରେ ଏକ ଖାସ୍ ଜିନିଷ ମିସାଇବେ ତାହା ହେଉଛି ଲେମ୍ବୁ । ଲେମ୍ବୁ କୁ କିଛି ଛୋଟ ଛୋଟ କରି କାଟି ଦିଅନ୍ତୁ ।ଲେମ୍ବୁ ଆମ ଶରୀର ରେ ଚର୍ବି କୁ କମାଇବା ପାଇଁ ବେଶ୍ ଲାଭ ଦାୟକ ହୋଇଥାଏ । ଏହା ମଧ୍ୟ ଆମ ଶରୀର ର ଚର୍ମ ପାଇଁ ବେଶ୍ ଲାଭ ଦାୟକ ହୋଇଥାଏ । ଏହା ପରେ ଆପଣ ସେହି ପାଣି ରେ ୫ ରୁ ୬ ଟି ଲେମ୍ବୁ ଖଣ୍ଡ କୁ ନେଇ ପକାନ୍ତୁ ଏବଂ ଏହା ପରେ ସେଥିରେ ଏକ ଚାମଚ୍ ଜିରା ପକାଇ ଦିଅନ୍ତୁ ।

ଏହା ପରେ ଆପଣ ସେଥିରେ ଏକ ଚାମଚ୍ ଧନିଆ ପକାଇ ତାହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ ଏବଂ ଏହା ପରେ ଆପଣ ତାହାକୁ ଭଲ ଭାବରେ ଗରମ କରନ୍ତୁ । ଯେତେବେଳ ପର୍ଯ୍ୟନ୍ତ ପାଣି ଅଧା ନ ହୋଇଛି ସେତେବେଳେ ପର୍ଯ୍ୟନ୍ତ ତାହାକୁ ଗରମ କରନ୍ତୁ ଏବଂ ଏହାପରେ ତାକୁ କାଢି ଛାଣି ସେହି ପାଣି କୁ ଅଲଗା କରି ଦିଅନ୍ତୁ ।ସେହି ପାଣି କୁ ଖାଇବା ର ୧ ଘଣ୍ଟା ଆଗରୁ ସେବନ କରନ୍ତୁ ଏବଂ ସେହି ପାଣି କୁ ଟିକେ ଟିକେ ଗରମ ଥିବା ଅବସ୍ଥାରେ ସେବନ କରନ୍ତୁ ।

ଏହାକୁ ସକାଳେ ଖାଲି ପେଟ ରେ ସେବନ କରନ୍ତୁ ଏବଂ ଯଦି ଆପଣ ଅଧିକ ମିତ ତାହେଲେ ଆପଣ ଏହାକୁ ଦିନକୁ ଦୁଇ ଥର ସେବନ କରି ପାରିବେ ।ଯଦି ଆପଣ ଏହିପରି ପ୍ରତିଦିନ ସକାଳୁ ସେବନ କରିବେ ତାହେଲେ ୧୫ ଦିନ ମଧ୍ୟରେ ଆପଣଙ୍କ ଚର୍ବି କମିଯିବ।

ଏଭଳି ସ୍ୱାସ୍ଥ୍ୟ ଟିପ୍ସ ଅଧିକ ଜାଣିବା ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରି ଯୋଡ଼ି ହୁଅନ୍ତୁ । ଏବଂ ଏହାକୁ ସେୟାର୍ ନିଶ୍ଚିତ କରନ୍ତୁ ।

Leave a Reply

Your email address will not be published. Required fields are marked *