ସପ୍ତାହର ଏହି ଦିନରେ ଭୁଲରେ ମଧ୍ୟ ବନେଇବେ ନାହିଁ ଶା-ରୀ-ରି-କ ସ-ମ୍ବ-ନ୍ଧ, ହୋଇଥାଏ ଅନର୍ଥ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବିବାହ ପରେ ପତି ଓ ପତ୍ନୀ ଙ୍କ ମଧ୍ୟରେ ଏକ ମଧୁର ସମ୍ପର୍କ ସ୍ଥାପନ ହୋଇଥାଏ । ଏହା ସ୍ୱାଭାବିକ ଅଟେ । କିନ୍ତୁ ଶାସ୍ତ୍ର ଅନୁସାରେ ସପ୍ତାହ ର ଏଭଳି କିଛି ଦିନ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି ।

ଯେଉଁ ଦିନ ଉଭୟ ପତି ଓ ପତ୍ନୀ ଙ୍କ ମଧ୍ୟରେ ସ-ମ୍ବ-ନ୍ଧ ସ୍ଥାପନ ହେବା ଦ୍ଵାରା ସେମାନଙ୍କୁ ଅନେକ ସମସ୍ୟା ର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ସପ୍ତାହ ର କେଉଁ ଦିନ ଉଭୟ ପତି ଓ ପତ୍ନୀ ସ-ମ୍ବ-ନ୍ଧ ସ୍ଥାପନ କରିବା ଉଚିତ ନୁହେଁ । ଆସନ୍ତୁ ଏହି ସ-ମ୍ବ-ନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ, ବୃହସ୍ପତି ବାର ଦିନ ଉଭୟ ପତି ଓ ପତ୍ନୀ ଙ୍କୁ ସ-ମ୍ବ-ନ୍ଧ ସ୍ଥାପନ କରିବା ଉଚିତ ନୁହେଁ । ବୃହସ୍ପତି ଗୁରୁ ଗ୍ରହ ଅଟେ । ଯେଉଁ ମାନଙ୍କ ଗୁରୁ କମଜୋର ହୋଇଥାଏ ତେବେ ତାକୁ ଅନେକ ସମସ୍ୟା ର ସମ୍ମୁଖୀନ ହେବାକୁ ପଡ଼ିଥାଏ । ଏହି ଦିନ ରେ ଉଭୟ ପତି ଓ ପତ୍ନୀ ଙ୍କୁ ଶା-ରୀ-ରି-କ ସମ୍ପର୍କ ସ୍ଥାପନ କରିବା ଉଚିତ ନୁହେଁ । କାରଣ ଏହି ଦିନ ଗ-ର୍ଭ ରେ ଜାତ ସନ୍ତାନ ରା-କ୍ଷ-ସ ଜାତି ର ହୋଇଥାଏ ଏବଂ ବ୍ୟକ୍ତି କୁ ପରବର୍ତ୍ତୀ ଜନ୍ମ ରେ କୁକୁର ର ଜନ୍ମ ମିଳିଥାଏ ।

୨. ବନ୍ଧୁଗଣ ଦ୍ଵିତୀୟତଃ, ମଙ୍ଗଳବାର ଦିନ ଭୁଲ ରେ ବି ପତି ଓ ପତ୍ନୀ ପରସ୍ପର ଶା-ରୀ-ରି-କ ସ-ମ୍ପ-ର୍କ ସ୍ଥାପନ କରିବା ଉଚିତ ନୁହେଁ । ଏହି ଦିନ ସ-ମ୍ପ-ର୍କ ସ୍ଥାପନ କରିବା ଦ୍ୱାରା ଗ-ର୍ଭ ରେ ଜା-ତ ସନ୍ତାନ ପରବର୍ତ୍ତୀ ଜନ୍ମ ରେ ଘୁ-ଷୁ-ରୀ ର ଜନ୍ମ ନେଇଥାଏ ଏବଂ ସେ ରା-କ୍ଷ-ସ ପ୍ରଜାତିର ହୋଇଥାଏ । ଏହି ଦିନ ସ-ମ୍ବ-ନ୍ଧ ସ୍ଥାପନ କରିବା ଦ୍ୱାରା ମଙ୍ଗଳ ଗ୍ରହ ର ମଧ୍ୟ କୁପ୍ରଭାବ ପଡ଼ିଥାଏ ।

୩. ବନ୍ଧୁଗଣ ତୃତୀୟତଃ, ଶନିଗ୍ରହ କୁ ବିନାଶ କାରୀ ଗ୍ରହ ଅଟେ । ଶନିବାର ଦିନ ପତି ଓ ପତ୍ନୀ ଶା-ରୀ-ରି-କ ସ-ମ୍ପ-ର୍କ ସ୍ଥାପନ କରିବା ଆଦୋୖ ଉଚିତ ହୋଇ ନଥାଏ । ଏହି ଦିନ ସ-ମ୍ବ-ନ୍ଧ ସ୍ଥାପନ କରିବା ଦ୍ୱାରା ଗ-ର୍ଭ ରେ ଜାତ ସନ୍ତାନ ଦୁ-ଷ୍ଟ ପ୍ରକୃତି ର ହୋଇଥାଏ । ଏହା ସହିତ ଏହି ଦିନ ଶା-ରୀ-ରି-କ ସ-ମ୍ପ-ର୍କ ସ୍ଥାପନ କରିବା ଦ୍ୱାରା ପତି ପତ୍ନୀ ଙ୍କ ସ-ମ୍ପ-ର୍କ ରେ ମଧ୍ୟ ତି-କ୍ତ-ତା ସୃଷ୍ଟି ହୋଇଥାଏ ।

୪. ବନ୍ଧୁଗଣ ଚତୁର୍ଥତଃ, ଉଭୟ ପତି ଓ ପତ୍ନୀ ଙ୍କ ମଧ୍ୟରେ ଶା-ରୀ-ରି-କ ସ-ମ୍ପ-ର୍କ ସ୍ଥାପନ କରିବା ନିମନ୍ତେ ରବିବାର ଦିନ ସବୁଠାରୁ ଉତ୍ତମ ହୋଇଥାଏ । ଏହି ଦିନ ଗ-ର୍ଭ ରେ ଜାତ ସନ୍ତାନ ଫଳିଭୁତ ହୋଇଥାଏ । ପତି ପତ୍ନୀ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧୁର ହୋଇଥାଏ ଏବଂ କୌଣସି ଖରାପ ପରିସ୍ଥିତି ର ସାମ୍ନା ମଧ୍ୟ କରିବାକୁ ପଡ଼ି ନଥାଏ । କିନ୍ତୁ ଏହି କଥା ର ଅବଶ୍ୟ ଧ୍ୟାନ ରଖିବା ଉଚିତ ଯେ, ଯଦି ଉଭୟ ପତି ଓ ପତ୍ନୀ ଙ୍କ ମଧ୍ୟରୁ କୌଣସି ଜଣକ ଉପବାସ ଥାଏ ତେବେ ଶା-ରୀ-ରି-କ ସ-ମ୍ପ-ର୍କ ସ୍ଥାପନ କରିବା ଉଚିତ ହୋଇ ନଥାଏ । ନଚେତ ଘୋର ଅ-ନ-ର୍ଥ ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *