ସାବଧାନ ! ଗାଧେଇ ସାରିବା ପରେ ଭୁଲରେ ବି କରିବେ ନାହିଁ ଏହି ସବୁ ଭୁଲ, ନିଶ୍ଚୟ ଜାଣି ରଖନ୍ତୁ ଏହି କଥା

ନମସ୍କାର ବନ୍ଧୁଗଣ ଆମେ ଦୈନ ଦିନ ଜୀବନରେ କିଛି ଏଭଳି କାମ କରିଥାଉ ଯାହା ଆମର ମନେ ରୁହେ ନାହିଁ । କିନ୍ତୁ ଗୋଟିଏ କାମ ଏଭଳି ଅଛି ଯାହା ମନେ ରହିଯାଇ ଥାଏ । ତାହା ହେଉଛି ଗାଧୋଇବା ।

ଆମେ ଏହି କର୍ମ ଅନେକ ବର୍ଷ ରୁ କରି ଆସୁଛି । ନିଜକୁ ସଫା ରଖିବା ଏବଂ ନିଜକୁ ଶୁଦ୍ଧ ରଖିବା ପାଇଁ କିମ୍ବା ଅନ୍ୟ କୌଣସି ରୋଗ ରୁ ମୁକ୍ତି ପାଇଁ ଆମେ ପ୍ରତିଦିନ ସ୍ନାନ କରିଥାଉ । ଏହା ଆମ ମନ ଏବଂ ଶରୀର କୁ ଶାନ୍ତି ଏବଂ ଆରାମ ଦେଇଥାଏ । ଆମେ କୌଣସି ସ୍ଥାନକୁ ଯାଉଛେ କିମ୍ବା କୌଣସି ମନ୍ଦିର ଅଥବା କୌଣସି ଶୁଭ କାର୍ଯ୍ୟ କରିବା କୁ ଗଲେ ସର୍ଵ ପ୍ରଥମେ ଆମକୁ ସ୍ନାନ କରିବାକୁ ପଡ଼ିଥାଏ ।

ଆମ ଜୀବନରେ ସ୍ନାନ କରିବା ବହୁତ ଜରୁରୀ ହୋଇ ଥାଏ । ନ ଗାଧୋଇଲେ ଆମ୍ଭର ସବୁ କାର୍ଯ୍ୟ ଅସଫଳ ରୁହେ ବୋଲି ମାନ୍ୟତା ରହିଛି । କିନ୍ତୁ ବେଳେବେଳେ କିଛି ଲୋକ ଗାଧୋଇବା ସମୟରେ ଏବଂ ଗାଧୋଇବା ପରେ କିଛି ଏଭଳି ଭୁଲ କରିଥାନ୍ତି ଯାହା ଦ୍ୱାରା ଆପଣଙ୍କ ର ଅସୁବିଧା ସମସ୍ୟା ହାନି ବଢିବାକୁ ଲାଗିବ ଏବଂ ଅନେକ ରୋଗମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିନେବା ଗାଧୋଇବା ପରେ ଆମକୁ କଣ କଣ ଭୁଲ କରିବା ଉଚିତ ନୁହେଁ ।

୧-ପ୍ରଥମରେ ହେଉଛି ଗାଧୋଇବା ସମୟରେ ଦକ୍ଷିଣ ଦିଗକୁ ମୁହଁ କରି ଗାଧନ୍ତୁ ନାହିଁ କାରଣ ଏହି ଦିଗ ଯମରାଜ ଙ୍କୁ ସମର୍ପିତ ଅଟେ । ତେବେ କୌଣସି ଅଶୁଭ କାର୍ଯ୍ୟ ଯେପରି କେହି ମ-ରି-ଗ-ଲା ପରେ ତାର କ୍ରିୟାକର୍ମ ସାରିବା ପରେ ଦକ୍ଷିଣ ଦିଗକି ମୁହଁ କରି ଗାଧୋଇବା ଉଚିତ । ତେଣୁ ସ୍ନାନ କରିବା ସମୟରେ ଅନ୍ୟ କୌଣସି ଦିଗକୁ ମୁହଁ କରି ସ୍ନାନ କରି ପାରିବେ । ପୂର୍ବ ଦିଗକୁ ମୁହଁ କରି ସ୍ନାନ କରିବା ବହୁତ ଶୁଭ ଅଟେ ।

୨- ଦ୍ଵିତୀୟ ରେ ହେଉଛି ଗାଧୋଇବା ପରେ ବାଲ୍ଟି ରେ ନିଜ ଗାଧୁଆ ପାଣି କିମ୍ବା ଖାଲି ବାଲ୍ଟି ରଖନ୍ତୁ ନାହିଁ ଏହା ଦ୍ୱାରା ଆପଣଙ୍କ ର ଧନ ହା-ନି ହୋଇଥାଏ । ତେଣୁ ସର୍ଵଦା ଗାଧୁଆ ଘରେ ଏବଂ ଗାଧୋଇବା ପରେ ବାଲ୍ଟି କୁ ଭର୍ତ୍ତି କରି ରଖିବା ଉଚିତ ଏବଂ ତାହା ଭଲ ପାଣିରେ ।

୩- ତୃତୀୟ ରେ ହେଉଛି ଗାଧୋଇବା ପରେ ଓଦା ଲୁଗା କିମ୍ବା ପାଲଟା ଲୁଗା କୁ ଗାଧୁଆ ଘରେ ଅଧିକ ସମୟ ପକାଇ ରଖିବା ଦ୍ୱାରା ଆପଣଙ୍କ ର ଗ୍ରହ ଦୋ-ଷ ଦେଖା ଯାଏ ତେଣୁ ଗାଧୋଇବା ପରେ ନିଜ ଲୁଗାକୁ ଶୁଖାଇ ଦିଅନ୍ତୁ ।

୪- ଚତୁର୍ଥ ରେ ହେଉଛି ଗାଧୋଇବା ୟରେ ଚପଲ ପିନ୍ଧି ଗାଧୋଇବା ଟା ଉଚିତ ନୁହେଁ । ଏହା ଦ୍ୱାରା ଧନ ହାନି ହୁଏ । ଗାଧୋଇବା ଆରମ୍ଭ ରୁ ପାଦରେ ପାଣି ପକାଇ ଗାଧୋଇବା ଉଚିତ କିନ୍ତୁ ଗାଧୋଇବା ପରେ ପାଦ ରେ ପାଣି ପକାଇବା ଦ୍ୱାରା ଏହା ଅଶୁଭ ହୋଇଥାଏ ।

୫- ପଞ୍ଚମ ରେ ହେଉଛି ଗାଧୋଇବା ପରେ ନଖ କା-ଟି-ବା କିମ୍ବା ଖିଅର ହେବା ଅନୁଚିତ ଏହା ଦ୍ୱାରା ଅନେକ ରୋଗ ହେବା ସହ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି ଏବଂ ଧନ ହାନି ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ 

Leave a Reply

Your email address will not be published. Required fields are marked *