ସନିଦେବ କରିବେ କୋଟିପତି, ଶରୀରରେ ଥିଲେ ରହି ଲକ୍ଷଣ ଜାଣନ୍ତୁ ଶୀଘ୍ର

ଆମେ ମାନେ ଜାଣିଛେ କି ଶନିବାର ଦିନ ଶନନିଦେବ ଙ୍କୁ ପୂଜା କରା ଜାଇ ଥାଏ । ସେ ଏମିତି ଜଣେ ଗ୍ରହ ଅଟନ୍ତି ଯେକି ସବୁଠାରୁ ଅଧିକ ରାଗୀ ଗ୍ରହ ବୋଲି ମାନି ନିଆ ଯାଏ । ସୂର୍ୟ୍ୟ ପୁତ୍ର ଶନି ମୃତ୍ୟୁ ଲୋକ ର ଏମିତି ଗୋଟିଏ ସ୍ୱାମୀ ଅଟନ୍ତି । ଯେକି ବ୍ୟକ୍ତି ର ଭଲ ଏବଂ ଖରାପ କର୍ମ କୁ ନେଇ ତାକୁ ସୁଧାରିବା ପାଇଁ ଚେଷ୍ଟା କରନ୍ତି । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏମିତି କିଛି ଲୋକ ମାନଙ୍କ ଲକ୍ଷଣ ବିଷୟ ରେ କହିବୁ ଜାହା ଯଦି ଯେଉଁ ଲୋକ ମାନଙ୍କ ପାଖରେ ଦେଖା ଜାଇ ଥାଏ ସେମାନେ ଶନି ଙ୍କ ଭଲ ପ୍ରଭବ ଏବଂ କୃପା ସବୁ ବେଳେ ରହି ଥାଏ । ତେବେ ଆସନ୍ତୁ ସେହି ସବୁ ଲକ୍ଷୟ ବିଷୟ ରେ ଜାଣିବା ।

ଯଦି କେଉଁ ବ୍ୟକ୍ତି ଙ୍କ ଉପରେ ଶନନି ଦେବ ପ୍ରଶନ୍ନ ରହିଛନ୍ତି ତେବେ ସେମାନଙ୍କ ଜିବନ ଉପରେ କେତେକ ଖାସ କଥା ଦେଖିବା ପାଇଁ ମିଳେ । ଏମିତି ବ୍ୟକ୍ତି ର ଶରୀର ଡେଙ୍ଗା ଏବଂ ପତଳା ହୋଇ ଥାଏ । ଏମାନଙ୍କ କେଶ ଘନ ଏବଂ ମୋଟା ହୁଏ । ଏମାନେ ଧି୍ରେ ଧିରେ ଆଧ୍ୟାତ୍ମିକ ହୋଇ ଥାନ୍ତି ।

ଏମାନେ ସବୁ ବେଳେ ଅନୁଶାସନ ମଧ୍ୟରେ ରହିଥାନ୍ତି । ଏମାନଙ୍କୁ କମ୍ ବୟସ ରେ ହାଡ ର ରୋଗ ଲାଗି ଜାଇ ଥାଏ ଯେମିତି କି ଗୋଡ ହାତ ବିନ୍ଧିବା ଗୋଡ ମୋଡି ହୋଇ ଯିବା ଏବଂ ହାତ ଗୋଡ ଭାଙ୍ଗି ଯିବା ପରି ସମସ୍ୟା ଏମାନଙ୍କ ମଧ୍ୟ ରେ ଦେଖିବା ପାଇଁ ମିଳେ ।

ଏମିତି କ୍ଷେତ୍ର ରେ ବୁଝି ଜାଆନ୍ତୁ ଆପଣ ମାନଙ୍କ ମଧ୍ୟ ରେ ବଡ ଠାରୁ ବଡ ସମୟ କୁ ସାମ୍ନା କରିବାର ଶକ୍ତି ଆପଣ ମାନଙ୍କ ଠାରେ ରହି ଥାଏ । ଆପଣଙ୍କ ଉପରେ ଶନି ଙ୍କର ହିଁ କୃପା ରହି ଥାଏ । ଯେତେ ବି କଷ୍ଟ ଏମାନଙ୍କୁ ହେଲେ ବି କେବେ ବି ଏମାନଙ୍କୁ କଷ୍ଟ ହୋଇ ନ ଥାଏ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *