ଜାଣନ୍ତୁ ‘S’ ନାମର ବ୍ୟକ୍ତିଙ୍କ ସ୍ଵଭାବ କେମିତି ହେଇଥାଏ

‘S’ନାମ ଥିବା ବ୍ୟକ୍ତି ମାନଙ୍କର ସ୍ଵଭାବ ଅତ୍ୟନ୍ତ ମନୋଲୋଭା ହେଇଥାଏ । ଆମର ଆକ୍ଷପାଖରେ ବହୁତ ଲୋକ ଚଳପ୍ରଚଳ କରନ୍ତି । ଆମେ ସମସ୍ତଙ୍କ ଠାରୁ ଉତ୍ତମ ସ୍ଵୋଭାବ ଆଶା କରିଥାଉ । କିନ୍ତୁ ଜରୁରୀ ନଥାଏ ଯେ ସମସ୍ତେ ଆମ ମନସହିତ ମନ ମିଶାଇ ଚଳିବେ । ଆମେ ସମସ୍ତଙ୍କ ସାଙ୍ଗେ ଚାଲୁଥିବା ସ୍ଵଭାବ ବିଷୟରେ ଜାଣିବା ନିହାତି ଆବଶ୍ୟକ । ଆମର ସାହିପଡିଶା ବନ୍ଧୁବାନ୍ଧବଙ୍କ ସ୍ଵଭାବ ବିଷୟରେ ଜାଣିବା ଅତ୍ୟନ୍ତ ଆବଶ୍ୟକ ହେଇଥାଏ । ଆସନ୍ତୁ ଜାଣିବା ସେଇ ବ୍ୟକ୍ତି ମାନଙ୍କ ସ୍ଵଭାବ କିପରି ହେବ ଆବଶ୍ୟକ ।

‘S’ ନାମଥିବା ବ୍ୟକ୍ତି ମାନଙ୍କ ସ୍ଵଭାବ ଅତ୍ୟନ୍ତ ଭଲ ହେଇଥାଏ । ସେମାନେ ସର୍ବଦା ଅନ୍ୟର ମଙ୍ଗଳ କାମନା କରନ୍ତି । ସେମାନେ ନିଜ ପାରିବାରିକ କ୍ଷେତ୍ରରେ ବହୁତ ହସଖୁସିରେ ରହିବାକୁ ଚେଷ୍ଟା କରନ୍ତି ।

ଚାକିରି କ୍ଷେତ୍ର ରେ ବହୁତ ପରିଶ୍ରମ କରିଥାନ୍ତି । ଏହିବ୍ୟକ୍ତିମାନେ ଟିକେ ଟିକେ କଥାରେ ରାଗିଯାନ୍ତି । ନିଜ ରାଗକୁ ନିଜ ଆୟତରେ ରଖିପାରନ୍ତି ନାହିଁ । ଏମାନଙ୍କ ହୃଦୟରେ ଛଳକପଟ ନଥାଏ ସମସ୍ତଙ୍କ ସହିତ ବନ୍ଧୁତା କରିବାକୁ ଭଲପାନ୍ତି । ଏହିଭଳି ବ୍ୟକ୍ତିମାନେ ଅନ୍ୟାୟ ଦେଖିପାରନ୍ତିନାହିଁ କି ସହିପାରନ୍ତିନାହିଁ ଏବଂଦରକାର ପଡିଲେ ସତ୍ୟତାର ସଦାସର୍ବତା ସାଥ ଦେଇଥାନ୍ତି । ଏହି ଲୋକମାନେ ପ୍ରେମକ୍ଷେତ୍ରରେ ନିଜର ଅଧିକାଂଶ ସମୟ ଭଲରେ ବିତେଇବାକୁ ଚାହିଁଥାନ୍ତି ।

ଏମାନେ ଦେଖିବାକୁ ସ୍ମାର୍ଟ ଅଟନ୍ତି କିନ୍ତୁ ଏମାନଙ୍କ ମନ ତାଙ୍କ ଚେହେରା ଠାରୁ ଅଧିକ ସୁନ୍ଦର ହେଇଥାଏ । ଏହି ବ୍ୟକ୍ତିମାନେ ବହୁତ ପରିଶ୍ରମି ଅଟନ୍ତି । ସେମାନେ ତାଙ୍କ କାମ ନିଜେ କରିବାକୁ ପସନ୍ଦ କରନ୍ତି । କିନ୍ତୁ ଏମାନେ ନିଜ କଥା ସ୍ପଷ୍ଟଭାବରେ କହିପାରନ୍ତି ନାହିଁ, ଯାହାଫଳରେ ଏମାନଙ୍କୁ ଅଧିକ ସମସ୍ଯାର ସମୂଖୀନ ହେବାକୁ ପଡିଥାଏ । ଯେଉଁଠାରେ ଜ୍ଞାନ ମିଳୁଛି ଏମାନେ ସେ ସବୁଜାଗାରୁ ଜ୍ଞାନପାଇବାକୁ ଆଗ୍ରହକରିଥାନ୍ତି । ଏହିଭଳି ବ୍ୟକ୍ତିମାନେ ପ୍ରତିଭାଶାଳୀ ଅଟନ୍ତି ।

ନିଜ ହୃଦୟ ଭିତରେ କଣ ଅଛି ସଦାସର୍ବଦା ଲୁଚେଇରଖିଥାନ୍ତି । ଅନ୍ୟକୁ ନିଜ ମନକଥା କହିବାକୁ ପସନ୍ଦ କରନ୍ତିନାହିଁ । ଏହିଭଳି ବ୍ୟକ୍ତିମାନେ ନିଜକୁ ସବୁବେଳେ ସକ୍ରିୟ ରଖିବା ସଙ୍ଗେ ସଙ୍ଗେ ସବୁ କ୍ଷେତ୍ରପ୍ରତି ସଜାଗ ରୁହନ୍ତି । ଏହିଭଳି ବ୍ୟକ୍ତି ମାନେ ନିଜ ଆଖପାଖରେ ଘଟୁଥିବା ସବୁ ଖବର ଉପରେ ଧ୍ଯାନରଖିଥାନ୍ତି । ଏହିଲୋକମାନେ ହୃଦୟ ମାମଲାରେ ଖରାପ ଅଟନ୍ତି ନାହିଁ । କିନ୍ତୁ ଅନ୍ୟମାନଙ୍କ ତୁଳନାରେ ସଦାସର୍ବଦା ଆଗେଇ ରହିବାକୁ ଚାହିଥାନ୍ତି ।

ଏମାନେ ଚାକିରି କ୍ଷେତ୍ରରେ ଭଲକାମ କରିଥାନ୍ତି ବିଶ୍ଵାସଘାତ କରିନଥାନ୍ତି ,କିନ୍ତୁ ନିଜର ଭୁଲ ନଥିଲେ କାହାର କୌଣସି କଥା ସହିବାକୁ ରାଜି ହୋଇନଥାନ୍ତି । ପ୍ରେମ ମାମଲାରେ ଏମାନେ ସ୍ଵାର୍ଥୀ ଅଟନ୍ତି କାରଣ ଏମାନେ ନିଜର ସାଥି ପ୍ରତି ଅଧିକ ଭଲପାଇବା ଦେଖେଇଥାନ୍ତି । ନିଜର ସାଥୀକୁ ନିଜ ପାଖେ ସଦାସର୍ବଦା ଦେଖିବାକୁ ଚାହିଁଥାନ୍ତି । ସେଥିପାଇଁ ଏମାନେ ସନ୍ଦେହ ମଧ୍ୟ କରିଥାନ୍ତି । ଏହାଥିଲା ‘S’ନାମ ଥିବା ବ୍ୟକ୍ତିମାନଙ୍କ ବିଶେଷତ୍ଵ । ଭଲଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ ।

Leave a Reply

Your email address will not be published. Required fields are marked *