ସକାଳୁ ଉଠୁ ଉଠୁ କହି ଦିଅନ୍ତୁ ଏହି 2 ଟି ଶବ୍ଦ, ଯାହା ମାଗିବେ ତାହା ପାଇବେ, ସବୁ ମନୋକାମନା ହେବ ପୂର୍ଣ୍ଣ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମନୁଷ୍ୟ ଜୀବନ ରେ ସବୁବେଳେ ଖୁସି ନଥାଏ । କେତେବେଳେ ଖୁସି ତ କେତେବେଳେ ଦୁଃଖ ରହିଥାଏ । ପ୍ରତିଦିନ ସକାଳୁ ଉଠିବା ପରେ ଆମର ଗୋଟିଏ ଗୋଟିଏ ଦିନ ଖୁସି ରେ ଯାଏ ତ ଆଉ ବହୁତ ଦିନ ଖରାପ ଯାଇଥାଏ ହେଲେ ଆମ ସହ ଏମିତି କଣ ପାଇଁ ହୋଇଥାଏ ।

ଏମିତି କଣ କଲେ ଆମେ ଆମ ଜୀବନରେ ସବୁବେଳେ ଖୁସି ରେ ବିତାଇ ପାରିବା । ଏମିତି କହିବାକୁ ଗଲେ ସୁଖ ଦୁଃଖ ଆମ ଜୀବନର ଏକ ଅଭିନ୍ନ ଅଙ୍ଗ ଯାହା କି ଆମେ ଚାହିଁଲେ ବି ସୁଖ ପାଇଁ ଦୁଃଖ କୁ ଛାଡି ପାରିବୁ ନାହିଁ । ଏବଂ ଦୁଃଖ ଠାରୁ ଆମେ କେବେବି ମୁଁହ ବୁଲାଇ ପାରିବୁନି । କିନ୍ତୁ ଆମେ ଚାହିଁଲେ ଆମ ଜୀବନରୁ ଆମର ସବୁ କଷ୍ଟ , ଅସୁବିଧା ଏବଂ ଦାରିଦ୍ର୍ୟତା କୁ ଦୂର କରିପାରିବା ।

ତେଣୁ ଆଜି ଆମେ ଆପଣଙ୍କୁ ଏଭଳି ମନ୍ତ୍ର ଜଣାଇବାକୁ ଚାହୁଁଛୁ ଯାହାକୁ ଆପଣ ଜପ କରିବା ଦ୍ୱାରା ଆପଣଙ୍କ ଦରିଦ୍ରତା , ଦୁଃଖ, ସମସ୍ୟା ଆଦି ସବୁ ସମାପ୍ତ ହେବ ଓ ଆଦିର ଅନ୍ତ ଘଟିବ ଏବଂ ଆପଣଙ୍କ ଜୀବନକୁ ସୁଖ ସମୃଦ୍ଧି ରେ ଭରପୁର କରିଦେବ । ଏହି ଉପାୟ କୁ ଘରର ସମସ୍ତ ସଦସ୍ୟ କୁ ପ୍ରୟୋଗ କରିବା ଉଚିତ । ଛୋଟ ପିଲା ଠାରୁ ନେଇ ବୃଦ୍ଧ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ଏହି ଉପାୟ କୁ ଅବଲମ୍ବନ କରିବା ଉଚିତ ।

ଏହି ଉପାୟ କୁ କରିବା ଦ୍ୱାରା ଘର ପରିବାର ରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ । ବିଦ୍ୟାର୍ଥୀ ମାନେ ପରୀକ୍ଷା ରେ ସଫଳତା ହାସଲ କରନ୍ତି । ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇଥାଏ ଏବଂ କୌଣସି ବି କାର୍ଯ୍ୟ ରେ ବାଧାବିଘ୍ନ ସୃଷ୍ଟି ହୋଇନଥାଏ । ଏହି ଉପାୟ କରିବା ଦ୍ୱାରା ଆପଣଙ୍କୁ ଏତେ ମାତ୍ରାରେ ଶୁଭ ଫଳ ପ୍ରାପ୍ତି ହେବ ଯାହାର ଆପଣ କଳ୍ପନା ମଧ୍ୟ କରି ନଥିବେ । ପ୍ରାୟତଃ ବ୍ୟକ୍ତି ନିଜ ଜୀବନ ରେ ସୁଖ ସମୃଦ୍ଧି ପାଇବା ପାଇଁ ବିଭିନ୍ନ ପ୍ରକାର ଉପାୟ ର ପ୍ରୟୋଗ କରିଥାନ୍ତି ।

ତେବେ ଯଦି ଆପଣ ନିଜ ଜୀବନରେ ସୁଖ ଶାନ୍ତି ଏବଂ ସମୃଦ୍ଧି ପ୍ରତିଷ୍ଠା କରିବା ପାଇଁ ଚାହୁଁଛନ୍ତି ତେବେ ଆପଣ ନିଶ୍ଚିତ ଭାବରେ ଏହି ଉପାୟ ର ପ୍ରୟୋଗ କରନ୍ତୁ ଏବଂ ଏହି ମନ୍ତ୍ର ର ଜପ କରନ୍ତୁ । ତେବେ ଆସନ୍ତୁ ଏହି ଉପାୟ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ଉପାୟ ନିମନ୍ତେ ସର୍ବ ପ୍ରଥମେ ସକାଳୁ ଉଠି ଦେବତା ମାନଙ୍କ ଧ୍ୟାନ କରିବା ଉଚିତ ଏବଂ ଏହା ବ୍ୟତୀତ ନିଜ ଦିନର ଆରମ୍ଭ ଦେବତା ମାନଙ୍କ ପୂଜାପାଠ ରୁ ହିଁ କରିବା ଉଚିତ । ଏହାଦ୍ବାରା ଆପଣଙ୍କୁ ଶୁଭ ପରିଣାମ ପ୍ରାପ୍ତ ହେବ ଏବଂ କାର୍ଯ୍ୟ ରେ ସଫଳତା ହାସଲ ହେବ । ତେବେ ଆପଣ ନିଜର ଦୁଇ ହାତକୁ ଯୋଡ଼ି ଏହି ମନ୍ତ୍ର କୁ ଜପ କରନ୍ତୁ-

“ଓଁ ସମ୍ଭବେ ନମଃ”

ଏହି ମନ୍ତ୍ର ଜପ କରିବା ଦ୍ୱାରା ଆପଣଙ୍କ କୁଣ୍ଡଳୀ ରେ ଯେତେ ଦୋଷ ଥିବ ତାହା ଦୂର ହେବ । ଏହି ମନ୍ତ୍ର ସହିତ ଆପଣ ଚାହିଁଲେ ‘ମହା ମୃତ୍ୟଞ୍ଜୟ ମନ୍ତ୍ର’ ମଧ୍ୟ ଜପ କରି ପାରିବେ ।
ଏପରି କରିବା ଦ୍ୱାରା ଆପଣଙ୍କୁ ଏହାର ଶୁଭ ପରିଣତି ପ୍ରାପ୍ତ ହେବ ଏବଂ ଦିନର ଆରମ୍ଭ ଶୁଭମୟ ହେବ । ଏହାସହିତ ଆପଣ ନିଜର ସମସ୍ତ କାର୍ଯ୍ୟ ରେ ସଫଳତା ହାସଲ କରିବେ ଏବଂ ଆପଣଙ୍କ ଜୀବନ ର ସମସ୍ତ ସମସ୍ୟା ଦୂର ହେବ । ଆପଣ ହସଖୁସିରେ ନିଜର ଜୀବନ ଅତିବାହିତ କରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ 

Leave a Reply

Your email address will not be published. Required fields are marked *