ମାତ୍ର ଗୋଟିଏ ସାପ୍ତାହରେ ପେଟର ସବୁ ଚର୍ବି ମହମ ପରି ତରଳିଯିବ, ବାସ ସକାଳୁ ଖାଲି ପେଟରେ ପିଅନ୍ତୁ ଏହି ପାଣି (Weight Lose Tips)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତେ ସ୍ଲିମ ଓ ଫିଟ୍ ଶରୀର ବନାଇବାକୁ ପ୍ରୟାସ କରିଥାନ୍ତି । ସମସ୍ତଙ୍କର ନିଜର ପେଟରେ ବଢୁଥିବା ଚର୍ବି ଯାହାକୁ ଆମେ ବେଲି ଫ୍ୟାଟ କହିଥାଉ । ତାହାକୁ ଘଟାଇବାକୁ ବିଭିନ୍ନ ପ୍ରକାର ରେମିଡି ଟ୍ରାଏ କରିବା ସହିତ ଭିନ୍ନ ଭିନ୍ନ ପ୍ରକାର ଏକ୍ସରସାଇଜ କରିଥାନ୍ତି । ବହୁତ କିଛି ଉପାୟ କରିସାରିବା ପରେ ମଧ୍ୟ ବହୁତ କିଛି ଲୋକଙ୍କର କିଛି ମଧ୍ୟ ଫାଇଦା ହୋଇନଥାଏ ।

ତେଣୁ ଆଜି କହିବାକୁ ଯାଉଥିବା ସହଜ ଓ ସରଳ ଉପାୟକୁ ନିହାତି ନିଜେ ଘରେ ପ୍ରସ୍ତୁତ କରନ୍ତୁ । ତାପରେ ନିଜର ବେଲି ଫ୍ୟାଟ କିଛି ଦିନ ଭିତରେ କମୁଛି ତାହା ନିଜେ ହିଁ ଜାଣିବାକୁ ପାଇବେ । ଆପଣଙ୍କୁ ଏହି ରେମିଡି ପ୍ରସ୍ତୁତ କରିବାକୁ ୪ ଟି ସାମଗ୍ରୀର ଆବଶ୍ୟକତା ରହିଛି । ସେହି ସାମଗ୍ରୀ ଗୁଡିକ ହେଉଛି ଜୀରା, ଅଦା, ଲେମ୍ବୁ ଓ ମହୁ ।

ଆପଣ ପ୍ରଥମେ ଗ୍ଯାସ ବସାଇ ଏକ ପାତ୍ରରେ କିଛି ପାଣି ରଖନ୍ତୁ । ତାପରେ ସେହି ପାଣିକୁ କିଛି ସମୟ ଫୁଟିବା ପାଇଁ ଛାଡି ଦିଅନ୍ତୁ । ତାପରେ ସେହି ଫୁଟୁଥିବା ପାଣିରେ ୧ ଚାମଚ ଜୀରା ପକାନ୍ତୁ । ତାପରେ ସେଥିରେ ଗୋଟିଏ ଅଦାକୁ ଭଲ ଭାବରେ ଧୋଇ ତାହାକୁ ଛେଚି ପାଣିରେ ପକାନ୍ତୁ । ପାଣି କିଛି ସମୟ ଫୁଟି ସାରିଲା ପରେ ତାହାକୁ ଗ୍ଯାସରୁ କାଢି ଆଣନ୍ତୁ ।

ତାପରେ ସେହି ପାଣିକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ପାଣି ବେଶି ଥଣ୍ଡା କରିବେ ନାହିଁ । ଯେତେବେଳେ ପାଣି ଅଳ୍ପ ନଖ ଉଷୁମ ଥିବ ସେତେବେଳେ ସେହି ପାଣିକୁ ଛାଣି ଏକ ଗ୍ଳାସକୁ ନେଇ ଆସନ୍ତୁ । ତାପରେ ସେଥିରେ ଫାଳେ ଲେମ୍ବୁର ରସ ମିଶାନ୍ତୁ । ତାପରେ ସେଥିରେ ୧ ଚାମଚ ମହୁ ମିଶାନ୍ତୁ । ତାପରେ ପାଣିକୁ ଗୋଳାଇ ତାହାକୁ ସେବନ କରନ୍ତୁ ।

ସକାଳେ ଖାଲି ପେଟରେ ପ୍ରସ୍ତୁତ କରି ଏହି ମାଜିକାଲ୍ ଡ୍ରିଂକର ସେବନ କରନ୍ତୁ । ତାପରେ ସନ୍ଧ୍ୟା ବା ସନ୍ଧ୍ୟା ୪ ରୁ ୬ ଟା କୌଣସି ସମୟରେ ଆଉ ଥରେ ସେବନ କରିପାରିବେ । ପ୍ରତିଦିନ ୨ ଥର ଲେଖାଏଁ ଏହି ପାଣିକୁ ପିଅନ୍ତୁ । ଏଥିରେ ବ୍ୟବହୃତ ସମସ୍ତ ସାମଗ୍ରୀ ମିଶି କରି ବ୍ୟକ୍ତିର ବେଲି ଫ୍ୟାଟ କମାଇବାରେ ବହୁତ ମାତ୍ରାରେ ସାହାଜ୍ଯ କରିଥାଏ ।

ଦେଖିବେ ଏହିପରି ଭାବରେ ୧ ମାସ ପର୍ଯ୍ୟନ୍ତ ପ୍ରସ୍ତୁତ କରି ସେବନ କରିବା ଦ୍ଵାରା ପେଟର ହଜମ ଶକ୍ତିକୁ ବଢାଇଥାଏ । ଏହା ସହିତ ସବୁଠାରୁ ବଡ କଥା ହେଉଛି ଏହି ପାଣିର ସେବନ ଦ୍ଵାରା ପେଟରେ ଲାଗିଥିବା ଅଯଥା ଚର୍ବି ଧୀରେ ଧୀରେ କମିଥାଏ । ଏହା ସହିତ ବେଲି ଫ୍ୟାଟ କମାଇବା ସହିତ ଶରୀରରେ ଜମିଥିବା ଅଯଥା ଚର୍ବି ମଧ୍ୟ ଘଟାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ। ଧନ୍ୟବାଦ

Leave a Reply

Your email address will not be published. Required fields are marked *