ସକାଳୁ କେବଳ ୧ ଚାମଚ ନିଅନ୍ତୁ, ପାଣି ଭଳି ସଫା ହୋଇଯିବ ପେଟ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଙ୍କ ପେଟ ସକାଳ ସମୟରେ ଖାଲି ହୋଇ ନଥାଏ । ଯାହାଦ୍ୱାରା ପୁରା ଦିନ ମନ୍ଦ ରେ କଟିଥାଏ । ଏହାର ମୁଖ୍ୟ କାରଣ ହେଉଛି ଗ୍ୟାସ, ବଦହଜମି ଓ କବଜ ।

ଏହି ସମସ୍ୟା ଦ୍ଵାରା ବହୁତ କଷ୍ଟ ମଧ୍ୟ ଅନୁଭୂତ ହୋଇଥାଏ । ଏହି ସମସ୍ୟା ଦେଖାଯିବା ଦ୍ଵାରା ଆପଣ ବିଭିନ୍ନ ପ୍ରକାର ମାର୍କେଟ ରେ ମିଳୁଥିବା ପ୍ରଡକ୍ଟ ବ୍ୟବହାର ମଧ୍ୟ କରିଥାନ୍ତି । କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ବାରା ଆପଣଙ୍କ ପେଟ ଜନିତ ସମସ୍ୟା ତୁରନ୍ତ ଦୂର ହେବ ଏବଂ ସକାଳେ କେବଳ ଥରେ ହିଁ ପେଟ ସମ୍ପୂର୍ଣ୍ଣ ଭାବରେ ଖାଲି ହୋଇଯିବ ।

ଏହି ଉପାୟ ସମ୍ପୁର୍ଣ୍ଣ ରୂପରେ ପ୍ରାକୃତିକ ଅଟେ । ଏହି ଉପାୟ ର ପ୍ରୟୋଗ ଦ୍ବାରା ଆପଣଙ୍କୁ କୌଣସି ସାଇଡ଼ ଇଫେକ୍ଟ ମଧ୍ୟ ହେବ ନାହିଁ ଏବଂ ଏହି ସବୁ ପେଟ ଜନିତ ସମସ୍ୟା ଜୀବନ ସାରା ପାଇଁ ଦୂର ହୋଇଯିବ । ଏହି ଘରୋଇ ଉପଚାର ଅତ୍ୟନ୍ତ ସହଜ ଓ ସରଳ ଅଟେ । ତେବେ ବନ୍ଧୁଗଣ ଆସନ୍ତୁ ଏହି ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣ ପ୍ରଥମେ ଗ୍ୟାସ ରେ ଏକ ପାତ୍ର ବସାଇ ସେଥିରେ ଏକ କପ୍ ପାଣି ପକାନ୍ତୁ । ଏହାପରେ ସେଥିରେ ଏକ ଚାମଚ ଜୁଆଣି ପକାନ୍ତୁ । ଜୁଆଣି ଆମ ପେଟ କୁ ସଫା ରଖିବାରେ ସହାୟକ ହୋଇଥାଏ । ଏହାପରେ ଆପଣ ଅଳ୍ପ ଗୁଡ଼ ପକାନ୍ତୁ । ପରେ ଭଲ ଭାବରେ ଏହି ପାଣି କୁ ଫୁଟାନ୍ତୁ । ପାଣି ଭଲ ଭାବରେ ଫୁଟିବା ପରେ ଆପଣ ଏଥିରେ ଅକ୍ପ ଚା ପତି ପକାଇ ଦିଅନ୍ତୁ ।

ଏହାପରେ ପାଣି କୁ ୩ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାନ୍ତୁ । ପାଣି ଭଲ ଭାବରେ ଫୁଟିବା ପରେ ଆପଣ ଗ୍ୟାସ ବନ୍ଦ କରି ପାତ୍ର ଓଲ୍ହାଇ ଦିଅନ୍ତୁ ଏବଂ ସେହି ପାଣିକୁ ଅନ୍ୟ ଏକ ପାତ୍ର ରେ ଭଲ ଭାବରେ ଛାଣି ରଖି ଦିଅନ୍ତୁ । କିଛି ବ୍ୟକ୍ତି ଙ୍କୁ ଜୁଆଣି ର ଗନ୍ଧ ଭଲ ଲାଗି ନଥାଏ । ତେଣୁ ଆପଣ ଚାହିଁଲେ ଏଥିରେ ଏକ କପ୍ ଗରମ କ୍ଷୀର ମିଶାଇ ଚା’ ପ୍ରସ୍ତୁତ କରି ଏହାର ସେବନ କରି ପାରିବେ । ଆପଣ ପ୍ରତିଦିନ ସକାଳେ ଶୌଚ ହେବା ପୂର୍ବରୁ ଏହି ଚା ର ସେବନ କରନ୍ତୁ ।

ଆପଣ ଦେଖିବେ ଆପଣଙ୍କ ପେଟ ପାଣି ଭଳି ସଫା ହୋଇଯିବ ଏବଂ ପେଟ ଜନିତ କୌଣସି ବି ସମସ୍ୟା ଦେଖାଯିବ ନାହିଁ । ତେଣୁ ଆପଣ ମାନେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର ର ପ୍ରୟୋଗ କରନ୍ତୁ । ଏହା ସହିତ ଆପଣ ପ୍ରତିଦିନ ଗୁଡ଼ ଓ ଜୁଆଣି କୁ ମିଶାଇ ଏହାକୁ ଏକ ଚାମଚ ଖାଆନ୍ତୁ । ଏହା ମଧ୍ୟ ଆପଣଙ୍କ ପେଟ ସଫା ରଖିବାରେ ସହାୟକ ହୋଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *