Jyotish Shastra- ଗଙ୍ଗା ଜଳ ପରି ପବିତ୍ର ହୋଇଥାନ୍ତି 4 ଟି ନାମର ଝିଅ

ବନ୍ଧୁଗଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ନାମର ପ୍ରଥମ ଅକ୍ଷର ତାର ସ୍ଵଭାବ, ବ୍ୟକ୍ତିତ୍ବ ଏବଂ ଭବିଷ୍ୟତକୁ ଦର୍ଶାଇ ଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଝିଅ ମାନଙ୍କର ନାମ ବିଷୟରେ କହିବୁ ଯେଉଁ ମାନେ ବହୁତ କୋମଳ, ଭାବୁକ ଏବଂ ଦୟାଳୁ ସ୍ଵଭାବର ହୋଇଥାନ୍ତି ।

ଏହି ଝିଅ ମାନେ କେବେ ହେଲେ କାହାର ଖରାପ ଚିନ୍ତାଧାରା କରିନଥାନ୍ତି । ଏମାନେ ବହୁତ ପରୋପକାରୀ ମଧ୍ୟ ହୋଇଥାନ୍ତି । ଏହି ଝିଅ ମାନେ ନିଜ ପାର୍ଟନରକୁ ବହୁତ ପ୍ରେମ କରନ୍ତି ଏବଂ ସେମାନଙ୍କ ସୁଖ ଦୁଃଖରେ ସେମାନଙ୍କ ସହାୟତା କରିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହି ଝିଅ ମାନଙ୍କ ବିଷୟରେ ।

୧. ଯେଉଁ ଝିଅ ମାନଙ୍କର ନାମ S ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କୁ ବହୁତ ପବିତ୍ର ମନା ଯାଇଥାଏ । ଏମାନେ ବହୁତ ଲାଜକୁରା ହେବା ସହ ନିଜ ପରିବାରର ମାନ ମର୍ଯ୍ୟାଦାର ବହୁତ ଧ୍ୟାନ ରଖିଥାନ୍ତି । ଏମାନେ ନିଜ ପରିବାର ଲୋକଙ୍କ ଇଛା ଓ ଖୁସି କରିବା ପାଇଁ ସବୁ କିଛି କରିଥାନ୍ତି ।

୨. ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ଯେଉଁ ଝିଅ ମାନଙ୍କର ନାମ Lରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଦୟାଳୁ, ଭାବୁକ ଏବଂ ସରଳ ସ୍ଵଭାବର ହୋଇଥାନ୍ତି । ନିଜ ଜୀବନ ପ୍ରତି ଏମାନଙ୍କର ଦ୍ରୁଷ୍ଟି ସକରାତ୍ମକ ରହିଥାଏ । ଏମାନଙ୍କ ବିଚାର ବହୁତ ସ୍ପଷ୍ଟ ହୋଇଥାଏ ଏବଂ ଏମାନେ ସବୁ କଥା ମୁହଁ ଉପରେ କହିଦିଅନ୍ତି । ଏହି ଝିଅ ମାନେ ନିଜ ପରିବାରର ଧ୍ୟାନ ରଖିବା ସହ ନିଜ ପାର୍ଟନରକୁ ମଧ୍ୟ ବହୁତ ଖୁସିରେ ରଖିଥାନ୍ତି ।

୩. ଯେଉଁ ଝିଅମାନଙ୍କ ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ସଂପର୍କକୁ ସବୁବେଳେ ଯୋଡି କି ରଖିଥାନ୍ତି । ଏହି ନାମର ଝିଅମାନେ ସମସ୍ତଙ୍କ ଭାବନାର ମଧ୍ୟ ଧ୍ୟାନ ରଖିଥାନ୍ତି । ଏମାନେ କେବେ ହେଲେ କାହାକୁ ଦୁଃଖ ଦେବାକୁ ଚାହାଁନ୍ତି ନାହିଁ । ଏହିମାନେ ସମସ୍ତଙ୍କ ସହିତ ବହୁତ ସ୍ନେହର ସହିତ କଥା ହୋଇଥାନ୍ତି ।

୪. ଯେଉଁ ମହିଳା ମାନଙ୍କ ନାମର ପ୍ରଥମ ଅକ୍ଷର N ରୁ ଆରମ୍ଭ ହୋଇଥାଏ ସେହି ମହିଳା ବହୁତ ସ୍ମାର୍ଟ ହୋଇଥାନ୍ତି । ଏହି ମହିଳା ମାନଙ୍କ ସ୍ଵଭାବ ବହୁତ ଦୟାଳୁ ହୋଇଥାଏ । ଏହି ମହିଳା ମାନେ କୌଣସି ପରିସ୍ଥିତିରେ ନିଜ ଜୀବନସାଥୀକୁ ଛାଡି ଯାଇନଥାନ୍ତି । ଏହି ମହିଳା ମାନେ ନିଜ ସ୍ଵାମୀ ଓ ପରିବାର ବିରୋଧରେ କୌଣସି କାମ କରିନଥାନ୍ତି । ବନ୍ଧୁଗଣ ଏହି ମହିଳା ମାନଙ୍କୁ ଏଥିପାଇଁ ଗଙ୍ଗା ପରି ପବିତ୍ର ମାନା ଯାଇଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *