ସକାଳୁ ଖାଲି ପେଟରେ ହଳଦୀ ପାଣି ପିଇବା ଦ୍ଵାରା ଶରୀରରେ ହେଲା କିଛି ଏମିତି କି…ଡାକ୍ତର ବି ହେଲେ ଆଶ୍ଚର୍ଯ୍ୟ ! (Health Tips)

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ହଳଦୀ ର ଉପକାରିତା ସମ୍ବନ୍ଧରେ କହିବାକୁ ଯାଉଅଛୁ । ହଳଦୀ କୁ ଆମ୍ଭେ ଘରେ ମସଲା ହିସାବରେ ବ୍ୟବହାର କରିଥାଉ । ଏହାକୁ ବହୁତ ପୁରାତ୍ତନ ଯୁଗରୁ ବିଭିନ୍ନ ପ୍ରକାରର ରୋଗର ଚିକିତ୍ସ୍ୟା ପାଇଁ ବ୍ୟବହାର କାରାଯାଇ ଆସୁଅଛି । ଆଜି ଆମ୍ଭେ ଆପଣ ମାନଙ୍କୁ ହଳଦୀ ର ଉପକାରିତା ସମ୍ବନ୍ଧରେ କହିବାକୁ ଯାଉଅଛୁ ।

୧;- ଏହା ରୋଗ ପ୍ରତିରୋଧକ ଶକ୍ତି କୁ ବଢାଇଥାଏ । ଏଥିରେ ଲିପୋପୋଲିସ ସାକାରାଇଡ୍ସ ରହିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ । ଏଣୁ ଶର୍ଦ୍ଧୀ କାସ ଭଳି ସମସ୍ୟା କୁ ସହଜରେ ଭଲ କରିଦେଇଥାଏ । ଏହାକୁ ସେବନ କରିଲେ କୌଣସି ପ୍ରକାରର ଭାଇରାଲ ଇନଫେକସନ ହୋଇ ନଥାଏ ।

୨;- ଏହା କ୍ଷତ ଭରିବା ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିଥାଏ । ଏଥିରେ କ୍ଷତ କୁ ଶୀଘ୍ର ଭରିବାର ଗୁଣ ରହିଥାଏ । ଏଣୁ ଯଦି ଅକପନ ହଳଦୀ ପାଣିର ସେବନ କରୁଛନ୍ତି ତେବେ ଆପଣଙ୍କ ଶରୀରର କୌଣସି ଜାଗାରେ କୌଣସି ପ୍ରକାରର ମଧ୍ୟ କ୍ଷତ ଥିଲେ, ତାହାକୁ ଶୀଘ୍ର ଭରିଦେଇଥାଏ ।

୩;- ଏହା ଅର୍ଥାରାଇଡିସ ରୁ ରକ୍ଷା କରିଥାଏ । ଏଥିରେ ଥିବା ଆଣ୍ଟି ଇନପ୍ଲାମେଣ୍ଟାରୀ ଗୁଣ ଯୋଗୁଁ ଶରୀରର ଆଣ୍ଠୁ ଗଣ୍ଠି ଫୁଲିବା ରୋଗକୁ ରୋକିଦେଇଥାଏ । କିଛି ଲୋକଙ୍କ ଗଣ୍ଠି ଫୁଲିଯାଇଥାଏ ଏହି ଗଣ୍ଠି ଫୁଲିବା ଯୋଗୁଁ ସେଠାକାର ଟିଶୁକୁ ନଷ୍ଟ କରିଦେଇଥାଏ । ଟିଶୁ ନଷ୍ଟ ହେବା ଯୋଗୁଁ ଆର୍ଥରାଇଡିଶ ରୋଗ ହୋଇଥାଏ । ଯଦି ଆପଣ ସପ୍ତାହରେ ୩ ଥର ଖାଲି ପେଟରେ ହଳଦୀପାଣି ସେବନ କରୁଛନ୍ତି ତେବେ ଜୀବନରେ କେବେ ମଧ୍ୟ ଅର୍ଥାରାଇଡିସ ସମସ୍ୟା ହୋଇ ନଥାଏ ।

୪;- କ୍ୟାନ୍ସର ରୁ ରକ୍ଷା କରେ, ହଳଦୀ ଗୋଟିଏ ଆଣ୍ଟି କ୍ୟାନ୍ସର ଉପାଦନ ଅଟେ । ଏଥିରେ ଥିବା ଆଣ୍ଟି କ୍ୟାନ୍ସର ଗୁଣ ଯୋଗୁଁ ଏହା କ୍ୟାନ୍ସର କୋଷ କୁ ସୃଷ୍ଟି ହେବାକୁ ଦେଇ ନଥାଏ । ଏଣୁ ଯଦି ଆପଣ ପ୍ରତିଦିନ ହଳଦୀ ପାଣିର ସେବନ କରୁଛନ୍ତି ତେବେ ସମସ୍ତ ପ୍ରକାରର ଟିଉମର, ଯାହା କ୍ୟାନ୍ସର ହୋଇପାରେ ତାକୁ ବଢିବାକୁ ଦେଇ ନଥାଏ । ଅର୍ଥାତ ଯଦି ଆପଣ ସପ୍ତାହରେ ୩ ରୁ ୪ ଥର ହଳଦୀ ପାଣିର ସେବନ କରୁଛନ୍ତି, ତେବେ ଭବିଷ୍ୟତରେ କ୍ୟାନ୍ସର ଭଳି ଭୟଙ୍କର ରୋଗରୁ ରକ୍ଷା ପାଇବାର ସମ୍ଭାବନା ବଢିଯାଇଥାଏ ।

୫;- ଏହା କୋଲେଷ୍ଟ୍ରୋଲ କୁ କମ କରେ, ହଳଦୀ ର ସେବନ କରିଲେ ଏହା ଶରୀରରେ ଥିବା ଖରାପ କୋଲେଷ୍ଟ୍ରୋଲ କୁ ହ୍ରାସ କରିଥାଏ । ଏହା ରକ୍ତ କୁ ଗାଢ ହେବାକୁ ଦେଇ ନଥାଏ । ହଳଦୀ ର ରେଗୁଲାର ସେବନ କରିଲେ ର-କ୍ତନାଡିରେ କୋଲେଷ୍ଟ୍ରୋଲ ଯମିନଥାଏ । ଏଣୁ ହୃଦରୋଗ କୁ ଏହା କମାଇ ଦେଇଥାଏ ।

୬;- ହଜମ କ୍ରିୟା ଭଲ ହୋଇଥାଏ, ଏହାର ଆଉ ଏକ ଭଲ ଗୁଣ ହେଉଛି ଯେ ଏହା ଶରୀରରେ ପିତ ସୃଷ୍ଟି ହେବା ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *