Ajira Uoadesha- ଯେଉଁ ନାରୀ ମାନେ ସ୍ବାମୀ ର‌ ନିନ୍ଦା କରନ୍ତି ସେମାନେ ପର ଜନ୍ମରେ କ’ଣ ହୁଅନ୍ତି ?

୧;- ବନ୍ଧୁଗଣ, ଯେଉଁ ନାରୀମାନେ ତାଙ୍କ ସ୍ଵାମୀ ମାନେ ତାଙ୍କର ଯାବତୀୟ ଉପକାର କରୁଥିଲେ ମଧ୍ୟ ଅନ୍ୟ ଆଗରେ ସ୍ଵାମୀ ର ନିନ୍ଦା କରନ୍ତି ଅନ୍ୟ ପୁରୁଷ ର ପ୍ରଶଂସା କରିବାକୁ ଯାଇ ନିଜ ସ୍ଵାମୀ ର ନିନ୍ଦା କରନ୍ତି, ଏ ଜନ୍ମ ରେ ତ ସେମାନେ ସୁଖ ପାଇଥାନ୍ତି । ମାତ୍ର 7 ଜନ୍ମ ରେ ସେ ଆଉ ସୁଖ ପାଇବେ ନାହିଁ ଏବଂ ମରିଗଲା ପରେ ସେ ଆଉ ମଣିଷ ଜନ୍ମ ପାଇବେ ନାହିଁ, ପ୍ରେତ ଜନ୍ମ ପାଇବେ । ଏବଂ ଅଶରୀରୀ ଆତ୍ମା ହେଇ ସେ ଅନେକ ଦୀନ ପର୍ଯ୍ୟନ୍ତ ସେ ଅଶାନ୍ତି ରେ ଘୁରି ବୁଲିବେ ଏବଂ ଅଶାନ୍ତି ବ୍ୟତୀତ ସେ କଷ୍ଟ ବହୁତ ପାଇବେ ।

ଏହାପରେ ଯମଲୋକ ଯାଇ ନର୍କ ରେ ଭୋଗ କଲା ପରେ ସାମାନ୍ୟ ପୂଣ୍ୟ ଅଥବା ସନ୍ଥ ଙ୍କ ସେବା କରିଲେ ବୈକୁଣ୍ଠ ଗତି ଲାଭ କରିବେ । ସାମାନ୍ୟ ପାଟିରୁ ମହିଳା ଖରାପ କଥା ବାହାରିଲେ ସ୍ଵାମୀ ଏବଂ ଦେବତା ଙ୍କ ଉପରେ ଲାଗିଲେ, ନର୍କ ପ୍ରାପ୍ତି ହୋଇଥାଏ । ଏହା ଗରୁଡ ପୁରାଣ ରେ ଉଲ୍ଲେଖ ହୋଇଅଛି ।

ଏବଂ ଯେଉଁ ପୁରୁଷ ନିଜ ନାରୀ ର ନିନ୍ଦା କରେ, ସବୁ ପ୍ରକାରର ସୁବିଧା ପାଇଲ ପରେ ମଧ୍ୟ ନିନ୍ଦା କରେ ସେ ଏଇ ଜନ୍ମ ରେ କଷ୍ଟ ପାଇଥାଏ । ସେ ଯେତେ ରୋଜଗାର କରିଲେ ମଧ୍ୟ ନିଅଣ୍ଟ ନିଅଣ୍ଟ ହେବ ଅର୍ଥ ହାନି ଘଟିବ । ଏହା ସହିତ ଶରୀର ପୀଡାଗ୍ରସ୍ଥ ଏବଂ ରୋଗଗ୍ରସ୍ତ ହେବ । ଏବଂ ବିନା କାରଣରେ ଅନେକ ଜାଗାରେ ନାରୀ ନିନ୍ଦା ଶୁଣିବେ ।

୨;- ଛିଣ୍ଡା ଚପଲ କେବେ ମଧ୍ୟ ପିନ୍ଧିବା ଉଚିତ ନୁହେଁ ଏହାଦ୍ଵାରା ଦରିଦ୍ରତା ପ୍ରାପ୍ତ ହୋଇଥାଏ । ଅର୍ଥ ସଞ୍ଚୟ ହୋଇପାରିନଥାଏ ।

୩;- ଘର ଭିତରେ କେବେ ମଧ୍ୟ ଅସ୍ତ ହେଉଥିବା ସୂର୍ଯ୍ୟଙ୍କ ଫଟୋ ରଖିବା ଉଚିତ ନୁହେଁ, ଏହା ଅଶୁଭ ହେବ ସହିତ ନକାରାତ୍ମକ ପ୍ରଭାବ ପକାଇଥାଏ ।

୪;- ମୃ-ତ ପ୍ରିୟଜନ ଙ୍କ ଫଟୋ କେବେ ମଧ୍ୟ ଠାକୁର ଘରେ ରଖିବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ତେଣୁ ଘରର ଦକ୍ଷିଣ ଦିଗରେ ରଖିବା ଦ୍ଵାରା ମଙ୍ଗଳ ହୋଇଥାଏ ।

୫;- ବୁଡି ଯାଉଥିବା ଜାହାଜର ଫଟୋ କେବେ ମଧ୍ୟ ଘରେ ଲଗାଇବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ ସେହିପରି ହିଂସ୍ରଜନ୍ତୁ ଙ୍କ ଫଟୋ ଲଗାଇବା ଦ୍ଵାରା ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *