ସକାଳୁ ଖାଲି ପେଟରେ ଗୁଡ ଖାଇବା ଦ୍ଵାରା ଶରୀରରେ ହେଲା କିଛି ଏମିତି…ଯଦି ଆପଣ ବି ଖାଆନ୍ତି ତ ଜଲ୍ଦି ଦେଖନ୍ତୁ- Health Tips

ଆମ ରୋଷେଇ ଘରେ ଏପରି କିଛି ଜିନିଷ ଥାଏ ଯାହା ଆୟୁର୍ବେଦିକ ଔଷଧ ଭାବେ କାର୍ଯ୍ୟ କରିଥାଏ । ଯାହାର ସେବନ କରିବା ଦ୍ଵାରା ଆମକୁ ବିଭିନ୍ନ ରୋଗ ରୁ ମୁକ୍ତି ମିଳିଥାଏ । ଗୁଡ ର ଉପକାରିତା ଆମେ ସମସ୍ତେ ଜାଣିଛୁ । ଏଥିରେ ଫସଫରସ , ଭିଟାମିନ ଏ , ଭିଟାମିନ ସି , ଭିଟାମିନ b12 ଆଦି ଭରପୁର ମାତ୍ରାରେ ଥାଏ ।

ଗୁଡ କୁ ଗରମ ପାଣି ରେ ପିଇବା ଦ୍ଵାରା ଶରୀର ର ଅଧା ରୋଗ ଭଲ ହୋଇଥାଏ । ପୁରାତନ କାଳ ରେ ମାଆ ମାନେ ନିଜ ଛୁଆ ଙ୍କୁ ଗୁଡ ଦେଉଥିଲେ , ଏଥିରେ ଥିବା ପୋଷଣ ଶିଶୁ ମାନଙ୍କ ପାଇଁ ବହୁତ ଭଲ ଅଟେ। ଯଦି ଆପଣଙ୍କ ଘରେ  କାହାର ଉଚ ରକ୍ତ ଚାପ ଥାଏ ବା ବିପି  ଥାଏ , କୋଲେଷ୍ଟ୍ରୋଲ , ହୃଦଘାତ ଆଦି ଭଳି ଗମ୍ଭୀର  ସମସ୍ଯା ଓ ଆପଣଙ୍କ ଚେହେରା ର ଚମକ କମିଯାଇଥାଏ , ପୁରୁଷ ମାନଙ୍କ ଶୂକ୍ରାଣୁ କମ , ହାଡ , ଗଣ୍ଠି ବିନ୍ଧା ଆଦି ରୋଗ ଗୁଡ ଖାଇବା ଦ୍ଵାରା କମିଥାଏ ।

ଯଦି ଆପଣଙ୍କୁ କୋଲେଷ୍ଟ୍ରୋଲ , ହୃଦଘାତ ଆଦି ଭଳି ଗମ୍ଭୀର ସମସ୍ଯା ଦୂର କରିଥାଏ , ଚିନୀ କେବେ ବି ନ ଖାଆନ୍ତୁ , ଏହା ପେଟ କୁ ଯାଇ ଅମ୍ଳ ର ପରିମାଣ ବୃଦ୍ଧି କରିଥାଏ , ପରେ ଏହା ଯାଇ ରକ୍ତ କୁ ଅମ୍ଳ ବୃଦ୍ଧି କରେ ଓ କୋଲେଷ୍ଟ୍ରଲ  ହୋଇଥାଏ । ତେଣୁ ଚିନି ର ସେବନ ବନ୍ଦ କରିଦିଅନ୍ତୁ ।  ଗୁଡ ବି ଅଧିକ ଖାଇବା ଭଲ ନୁହେଁ ।

ପ୍ରତେକ ଜିନିଷ ଯେତେ ହିତକାରୀ ହୋଇଥିଲେ ମଧ୍ୟ ସୀମା ବାହାରେ ବା ଅତ୍ୟଧିକ ସେବନ ଭଲ ନୁହେଁ । ସକାଳୁ ଉଠିକି  ଖାଲି ପେଟ ରେ  ୪ ରୁ ୫ ଗ୍ରାମ ଗୁଡ ଖାଇକି ନଖ ଉଷୁମ  ପାଣି ସହ  ପିଇବା ଦ୍ଵାରା ଆପଣଙ୍କ ଶରୀର ବେସୀ ଭାଗ ରୋଗ କମିଥାଏ ।  ଏହା ଚେହେରା ରେ କୌଣସି ବ୍ରଣ ହେଉଥାଏ ବା ମୁହ ର ଚମକ କମିଯାଇଥାଏ ତେବେ ଏହା ଠିକ ହୋଇଯିବ ।

ଏହା ଆମ ପେଟ ରେ ଯିବା ଦ୍ଵାରା ଅତ୍ୟଧିକ ଅମ୍ଳ ଉତ୍ତପନ କୁ କମ କରିଥାଏ , ଯାହା ଫଳରେ ଏସିଡିଟି ହୋଇନଥାଏ । ପାଚନ କ୍ରିୟା କୁ ସୁସ୍ଥ ରଖିଥାଏ । ଚିନି ଆମ ଶରୀର ର ପାଚନ କ୍ରିୟା ର ପ୍ୟାଙ୍କ୍ରିୟା ସେଲ କୁ ନିଷ୍କ୍ରିୟ କରିଦେଇଥାଏ । ଯାହା ଫଳ ରେ ପାଚନ କ୍ରିୟା ଦୁର୍ବଳ ହୋଇଥାଏ । ଚୁଟି ଝଡିବା ଆଜି କଲି ର ସାଧାରଣ ରୋଗ ତେବେ ଗୁଡ ଦ୍ଵାରା ଚୁଟି ଝଡିବା କମିଥାଏ । ଯଦି ଆପଣ ଚଷମା ବ୍ୟବହାର କରୁଥାନ୍ତି ତେବେ ଗୁଡ ଖାଇବା ଦ୍ଵାରା ଆପଣଙ୍କ ଚକ୍ଷୁ ର ରଶ୍ମୀ ଠିକ ରହେ ।

ଯେଉଁ ପୁରୁଷ ମାନଙ୍କ ର ଶୂକ୍ରାଣୁ ଉତ୍ପ୍ନ କମ ରହିଥାଏ ତେବେ ସେମାନେ ରାତି ରେ ଶୋଇବା ପୂର୍ବରୁ  ଦେଶୀ ଗାଈ ର କ୍ଷୀର , ଅଶ୍ଵଗନ୍ଧା , ଶତାବରୀ , ଓ ଗୁଡ ର ସେବନ କରିବେ ଏହି ସମସ୍ଯା  ଦୂର ହୋଇଯିବ ଏହାକୁ ସପ୍ତାହ ରେ ୩ ଥର ସେବନ କରିବେ  । ମହିଳା ମାନଙ୍କ ର ମାନସିକ ଜନିତ ସମସ୍ଯା ଦୂର ପାଇଁ ସେମାନେ କ୍ଷୀର ରେ ଗୁଡ ଓ ଶତାବରୀ ମିଶାଇ ପିଇଲେ ସେମାନଙ୍କୁ ଭଲ ଫଳ ମିଳିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *