ସଚିନ ତେନ୍ଦୁଲକର ଙ୍କ ସମ୍ପତ୍ତି କେତେ ଜାଣିଛନ୍ତି କି…

ସଚିନ ତେନ୍ଦୁଲକର ଙ୍କୁ ସବୁଠୁ ମହାନ ଖେଳାଳି ଜାହାଙ୍କୁ କ୍ରିକେଟ ର ଭଗବାନ ବି କୁହା ଜାଇ ଥାଏ । ଆପଣ ମାନେ ବି ତାଙ୍କୁ ନିଶ୍ଚିତ ଭାବେ ବହୁତ ପସନ୍ଦ କରୁ ଥିବେ । ହେଲେ କଣ ଆପଣ ମାନେ ତାଙ୍କର ସଂମ୍ପତୀ ଏବଂ ତାଙ୍କର ଲଗଜରୀ ଜିବନ ବିଷୟ ରେ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି ।

ସେତେ କେତେ କୋଟି ର ସଂମ୍ପତୀ ର ମାଲିକ ଅଟନ୍ତି ସେହି ବିଷୟ ରେ ଆମେ ଆପଣ ମାନଙ୍କୁ ଏଠାରେ ସଂମ୍ପର୍ଣ୍ଣ ଭାବେ କହିବୁ ।ବନ୍ଧୁଗଣ ସେ 14 ବର୍ଷ ବୟସ ରେ ହିଁ ରଞି ଖେଳିବା ଆରମ୍ଭ କରି ଥିଲେ । ଏବଂ କେବଳ 16 ବର୍ଷ ରେ ହିଁ ଇଣ୍ଟରନେସଲାନ ଟିମ୍ ରେ ଖେଳିବା ଆରମ୍ଭ କରି ଥିଲେ ।

ସେ ଏକ ମାତ୍ର ଖେଳାଳି ଯିଏ 100 ଶତକ ସହିତ 35 ହଜାର ରନ୍ ବି କରିଛନ୍ତି । ସେ ଗୁରୁରାଟ ର ଜଣେ ଡାାକ୍ତର ଙ୍କୁ ବିବାହ କରି ଥିଲେ ତାଙ୍କର ନାମ ହେଲା ଅଞଳୀ ମେହେତା । ତାଙ୍କର ଦୁଇଟି ସନ୍ତାନ ରହିଛନ୍ତି ପୁଅ ଙ୍କ ନାମ ହେଲା ଅର୍ଜୁନ ଏବଂ ଝିଅ ଙ୍କ ନାମ ହେଲା ସାରା ।

ସେହି ପରି ଏବେ ଆମ ଭାରତ ର ସବୁଠୁ ଧନୀ ଖେଳାଳି ହେଲେ ସଚିନ୍ । ଏବେ ଆସନ୍ତୁ ତାଙ୍କର ସଂମ୍ପତୀ ବିଷୟ ରେ ଜାଣିବା ତାଙ୍କୁ BCCI ରୁ ରିଟାୟାର ମେଣ୍ଟ ହେବା ପରେ ପରେ 50 ହଜାର ଟଙ୍କା ପେନସନ ଦିଆ ଯାଏ । ଯେହେତୁ ସେ ଭାରତ ରନ୍ନ ପାଇଛନ୍ତି ପ୍ରଧାନ ମନ୍ତ୍ରୀ ଙ୍କ ସାରାଦି ରୁ 50 ପ୍ରତିଶତ ତାଙ୍କୁ ମିଳେ । ପାଖା ପାଖି 1 ଲକ୍ଷ 30 ହଜାର ଟଙ୍କା ହୋଇ ଥାଏ ।

ସେହି ପରି ବେଳେ ତାଙ୍କର ଆୟ ର ମୂଖ୍ୟ ସ୍ରତ ହେଲା ବ୍ରାଣ୍ଡ ଆମ୍ଭାସେଟର ସେଠାରେ ସେ ବ୍ରାଣ୍ଡ ପ୍ରମସନ ପାଇଁ 77 ଲକ୍ଷ ରୁ 20 କୋଟି ଯାଏ ବି ନେଇ ଥାନ୍ତି । ମୁମ୍ବାଇ ରେ ଘର 70 କୋଟି ର ରହିଛି । ଏବଂ ଗୋଟିଏ ସାମୁକା ଘର ମଧ୍ୟ ରହିଛି ଜାହା 80 କୋଟି ରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି ।

ରେଷ୍ଟରାଣ୍ଟ ସହିତ ଜମିକିଣା ବିକା କାମ ବି ସେ କରନ୍ତି । ଏହା ସହିତ 15 ଟି ଲଗଜୋରୀ କାର ରହିଛି ଜାହାର ମୂଲ୍ୟ 15 ରୁ 20 କୋଟି ଟଙ୍କା ର । ଏବଂ ବର୍ତମାନ ସମୟ ରେ ତାଙ୍କର ମୋର୍ଟ ସଂମ୍ପତୀ ହେଲା 1 ହଜାର 92 କୋଟି ଟଙ୍କା ତାଙ୍କ ପାଖରେ ରହିଛି ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *