ଅଭିନେତ୍ରୀ ‘ରଚନା ବାନାର୍ଜୀ’ ଏହି କାରଣରୁ ଓଲିଉଡ ଜଗତରୁ ଦୂରେଇ ଗଲେ…

ସେମିତି ରେ ଆଜିର ଦିନ ରେ ଆପଣ ମାନେ ରଚନା ବାନାର୍ଜି ଙ୍କ ବିଷୟ ରେ ନିଶ୍ଚିତ ଭାବେ ଜାଣି ଥିବେ ହେଲେ ଆପଣ ମାନେ ତାଙ୍କର ପତି ଙ୍କ ବିଷୟ ରେ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି । ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ତାଙ୍କର ପତି ଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ।

ସେମିତି ରେ ରଚନା ବାନାର୍ଜି ଙ୍କ ଜନ୍ମ 1974 ମସିହା ରେ ସେ କଲିକତା ରେ ଜନ୍ମ ହୋଇ ଥିଲେ । ଏବଂ ପରେ ତାଙ୍କର ଫିଲ୍ମ କେରିଅର ଗୋଟିଏ ବଙ୍ଗଳା ଫିଲ୍ମ ଦେଇ ଆରମ୍ଭ କରି ଥିଲେ ଜାହାର ନାମ ଦାନ ପ୍ରତିଦାନ ଥିଲା । ଯେଉଁ ଥିରେ ସେ ବହୁତ ଭଲ ଭାବେ ଅଭିନୟ କରି ଥିବା ହେତୁ ତାଙ୍କୁ ପରେ ଅନେକ ଫିଲ୍ମ କରିବା ପାଇଁ ଅଫର ଆସି ଥିଲା ।

ଏହି ମଧ୍ୟରୁ ମୋହିନୀ ଏବଂ ପୁତ୍ର ପ୍ରତିମା ଦାନବ ଲକ୍ଷ୍ମୀ ପ୍ରତିମା ଭଳି ଫିଲ୍ମ ତାଙ୍କୁ ଅଫର ଆସି ଥିଲା । ଏବଂ ପରେ ସେ ନିଜର କେରିଅର ହିନ୍ଧି ଚଳଚିତ୍ର ରେ ଆରମ୍ଭ କରି ଥିଲେ । ଅମିତାବଭ ବଚ୍ଛନ ଙ୍କ ସହିତ ସୂର୍ଯ୍ୟବଂଶୀ କରିବା ପରେ ସେ ହିନ୍ଧୁ ଫିଲ୍ମ କରିବା ବନ୍ଧ କରି ଦେଲେ କାରଣ ସେ ହିନ୍ଧି ଅଭିନୟ କୁ ପସନ୍ଦ କରୁ ନ ଥିଲେ । ହେଲେ ସେ ଓଡ଼ିଆ, ବଙ୍ଗଳା କାନାଡା ପରି ଏମିତି ବହୁତ ଭାଷା ରେ ଫିଲ୍ମ କରିଛନ୍ତି ।

ହେଲେ ବର୍ତମାନ ସମୟ କଥା କହିଲେ ସେ ନିଜର ଫିଲ୍ମ ସମୟ କୁ ଛାଡି ଏବେ ସେ ଘରେ ବିରାମ ନେଉଛନ୍ତି । ସେ ପ୍ରବଣ ବସନ୍ତ ଙ୍କ ସହିତ ବିବାହ କରି ଥିବା ବେଳେ ବର୍ତମାନ ସମୟ ରେ ସେ ତାଙ୍କ ସହିତ ରହୁ ନାହାଁନ୍ତି । ହେଲେ ତାଙ୍କର 10 ବର୍ଷ ର ପିଲା ଟିଏ ରହିଛି ।

ଏମିତି ରେ ସେହି ସମୟ ରେ ରଚନା ବାନାର୍ଜି ସିଦ୍ଧାର୍ଥ ଙ୍କୁ ପ୍ରେମ କରୁ ଥିଲେ ବାହାହେବେ ବୋଲି ସୁଣିବା ପାଇଁ ମିଳି ଥିଲା । ହେଲେ ସେମିତି କିଛି ହୋଇ ନ ଥିଲା । କିନ୍ତୁ ଏମିତି ବି ଜଣା ପଡେ କି ସେମାନେ ବିବାହ କରି ଥିଲେ ଏବଂ ସେମାନ ଡିଭର୍ସ ହୋଇ ଯାଇ ଥିଲା ତେବେ ଏହାର ବର୍ତମାନ ସମୟ ରେ କିଛି ବି ସତ୍ୟାସତ ନାହିଁ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *