ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ ସେହି ସବୁ ଭୁଲ ବିଷୟ ରେ କହିବା ପାଇଁ ଚାହିଁବୁ ଯେଉଁ ସବୁ କରିବା ଦ୍ୱାରା ଆପଣ ମାନଙ୍କ ଗୃହ ରେ ବିପଦ ମାଡି ଆସି ଥାଏ । ସେମିତି ରେ ଆମେ ପ୍ରିତି ଦିନ କରୁ ଥିବା ପ୍ରତ୍ୟେକ ଟି କାର୍ଯ୍ୟ ଯୋଗଁ ଆମ ର ଗୃହ ଉପରେ ବହୁତ ଗୁଡ଼ିଏ ନାକାରାତ୍ମକ ଉର୍ଜା ପଡି ଥାଏ । ସେମିତିରେ ଯଦି ଆପଣ ମାନେ ନିଜର ଗୃହ କୁ ଏହି ସବୁ ବିପଦ ରୁ ରକ୍ଷା କରିବା ପାଇଁ ଚାହାଁନ୍ତି ।
ତେବେ ଏହା କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।ପ୍ରଥମେ ରହିଛି ଯଦି ଆପଣ ମାନେ ଘରେ ପାଣିର ପାତ୍ର କୁ ଖୋଲା ରଖୁଛନ୍ତି । ତେବେ ସେମିତି ବେଳେ ଆପଣ ମାନେ ସେହି ପାତ୍ର କୁ ଆଜିଠୁ ହିଁ ବନ୍ଦ କରିକି ହିଁ ଘରେ ରଖନ୍ତୁ । ଏମିତି କରିବା ଦ୍ୱାରା ଆପଣ ମାନଙ୍କ ଘର କୁ ଦରିଦ୍ରତା ଆସି ଥାଏ ।
ସେହି ପରି ଭାବେ ଆପଣ ମାନେ ଯଦି ଖାଦ୍ୟ କୁ ଅଧିକ ଭାବେ ଚୋବାଇ ଖାଉଛନ୍ତି ତେବେ ସାବଧାନ ହୁଅନ୍ତୁ । କାରଣ ଆବଶ୍ୟକତା ଠାରୁ ଅଧିକ ପରିମାଣ ରେ ଚୋବାଇବା ଅଲକ୍ଷ୍ୟଣ ର ସଂଙ୍କେତ ହୋଇ ଥାଏ । ସେହି ପରି ଭାବେ ଆପଣ ମାନଙ୍କ ଘରେ ଯୋତା କୁ ଓଲଟା ପାଲଟା ଦେଖନ୍ତି । ତେବେ ସେମିତି କ୍ଷେତ୍ର ରେ ଆପଣ ମାନେ ତାହାକୁ ସଜାଡି କରି ରଖନ୍ତୁ । ନଚେତ୍ ଆପଣ ମାନଙ୍କ ଘରକୁ ଦାରିଦ୍ରତା ଆସି ଥାଏ ।
ଆପଣ ମାନେ ଘରେ ରଖି ଥଇବା କୁକୁର କୁ ପ୍ରତିଦିନ ଗୋଇଠା ମାରୁଛନ୍ତି କି । ତେବେ ସାବଧାନ ରୁହନ୍ତୁ । ଏହା କରିବା ଦ୍ୱାରା । ଗୃହ ଭଙ୍ଗ ହେବା ସହିତ ଆପଣ ମାନଙ୍କ ଘରେ କଳହ ବଢି ଥାଏ । ଘରେ ରହି ଥିବା ବେଲଣା ପେଡୀ ରୁ ଯଦି ଶବ୍ଦ ଆସେ ବେଲିବା ବେଳେ ତେବେ ତେବେ ତାହାକୁ ତୁରନ୍ତ ସିଧା କରି ବସାନ୍ତୁ । କାରଣ ଏହା ହେବା ଦ୍ୱାରା ଆପଣ ମାନଙଅକ ଘର କୁ ଆସୁ ଥବା ସବୁ ଟଙ୍କା ରହିବ ନାହିଁ । ଯେତେ ପରିମାଣ ରେ ଆପଣ ମାନେ ଆୟ କରିଲେ ମଧ୍ୟ ତାହା ସଂମ୍ପର୍ଣ୍ଣ ଭାବେ ସରି ଯିବ ।
ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।