ଏହି ୮ଟି ଭୁଲ୍ ଘରକୁ ଆଣିଥାଏ ବହୁତ ବଡ ବିପଦ, ଶୀଘ୍ର ଜାଣନ୍ତୁ

ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ସହିତ ସେହି ସବୁ ଭୁଲ ବିଷୟ ରେ କହିବା ପାଇଁ ଚାହିଁବୁ ଯେଉଁ ସବୁ କରିବା ଦ୍ୱାରା ଆପଣ ମାନଙ୍କ ଗୃହ ରେ ବିପଦ ମାଡି ଆସି ଥାଏ । ସେମିତି ରେ ଆମେ ପ୍ରିତି ଦିନ କରୁ ଥିବା ପ୍ରତ୍ୟେକ ଟି କାର୍ଯ୍ୟ ଯୋଗଁ ଆମ ର ଗୃହ ଉପରେ ବହୁତ ଗୁଡ଼ିଏ ନାକାରାତ୍ମକ ଉର୍ଜା ପଡି ଥାଏ । ସେମିତିରେ ଯଦି ଆପଣ ମାନେ ନିଜର ଗୃହ କୁ ଏହି ସବୁ ବିପଦ ରୁ ରକ୍ଷା କରିବା ପାଇଁ ଚାହାଁନ୍ତି ।

ତେବେ ଏହା କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ।ପ୍ରଥମେ ରହିଛି ଯଦି ଆପଣ ମାନେ ଘରେ ପାଣିର ପାତ୍ର କୁ ଖୋଲା ରଖୁଛନ୍ତି । ତେବେ ସେମିତି ବେଳେ ଆପଣ ମାନେ ସେହି ପାତ୍ର କୁ ଆଜିଠୁ ହିଁ ବନ୍ଦ କରିକି ହିଁ ଘରେ ରଖନ୍ତୁ । ଏମିତି କରିବା ଦ୍ୱାରା ଆପଣ ମାନଙ୍କ ଘର କୁ ଦରିଦ୍ରତା ଆସି ଥାଏ ।

ସେହି ପରି ଭାବେ ଆପଣ ମାନେ ଯଦି ଖାଦ୍ୟ କୁ ଅଧିକ ଭାବେ ଚୋବାଇ ଖାଉଛନ୍ତି ତେବେ ସାବଧାନ ହୁଅନ୍ତୁ । କାରଣ ଆବଶ୍ୟକତା ଠାରୁ ଅଧିକ ପରିମାଣ ରେ ଚୋବାଇବା ଅଲକ୍ଷ୍ୟଣ ର ସଂଙ୍କେତ ହୋଇ ଥାଏ । ସେହି ପରି ଭାବେ ଆପଣ ମାନଙ୍କ ଘରେ ଯୋତା କୁ ଓଲଟା ପାଲଟା ଦେଖନ୍ତି । ତେବେ ସେମିତି କ୍ଷେତ୍ର ରେ ଆପଣ ମାନେ ତାହାକୁ ସଜାଡି କରି ରଖନ୍ତୁ । ନଚେତ୍ ଆପଣ ମାନଙ୍କ ଘରକୁ ଦାରିଦ୍ରତା ଆସି ଥାଏ ।

ଆପଣ ମାନେ ଘରେ ରଖି ଥଇବା କୁକୁର କୁ ପ୍ରତିଦିନ ଗୋଇଠା ମାରୁଛନ୍ତି କି । ତେବେ ସାବଧାନ ରୁହନ୍ତୁ । ଏହା କରିବା ଦ୍ୱାରା । ଗୃହ ଭଙ୍ଗ ହେବା ସହିତ ଆପଣ ମାନଙ୍କ ଘରେ କଳହ ବଢି ଥାଏ । ଘରେ ରହି ଥିବା ବେଲଣା ପେଡୀ ରୁ ଯଦି ଶବ୍ଦ ଆସେ ବେଲିବା ବେଳେ ତେବେ ତେବେ ତାହାକୁ ତୁରନ୍ତ ସିଧା କରି ବସାନ୍ତୁ । କାରଣ ଏହା ହେବା ଦ୍ୱାରା ଆପଣ ମାନଙଅକ ଘର କୁ ଆସୁ ଥବା ସବୁ ଟଙ୍କା ରହିବ ନାହିଁ । ଯେତେ ପରିମାଣ ରେ ଆପଣ ମାନେ ଆୟ କରିଲେ ମଧ୍ୟ ତାହା ସଂମ୍ପର୍ଣ୍ଣ ଭାବେ ସରି ଯିବ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *