Jyotish Shastra- ସବୁଠୁ ଅଧିକ ଚାଲାଖ ହୋଇଥାନ୍ତି ଏହି 4 ଟି ନାମର ଝିଅ

ନମସ୍କାର ବନ୍ଧୁଗଣ ଆଜି ଆମେ ଏହି ଭଳି ଝିଅ ମାନଙ୍କ ବିଷୟରେ କଥା ହେବୁ ଯେଉଁ ମାନେ ବହୁତ ଅଧିକ ଚାଲାକ ଥାଆନ୍ତି । ଏବଂ ଆପଣ ଙ୍କୁ ଏମାନ ଙ୍କ ଠାରୁ ଟିକେ ବଂଚିକି ରହିବା ଟା ହିଁ ଭଲ । ସେ ଝିଅ ମାନେ କିଏ ଆସନ୍ତୁ ଜାଣିନେବା ।

ବନ୍ଧୁଗଣ ଜୀବନରେ ଆପଣ ଙ୍କୁ ଅନେକ ପ୍ରକାରର ଲୋକ ମିଳି ଥାଆନ୍ତି । ଭଲ, ଖରାପ, ସ୍ଵାର୍ଥ ପର, ଲୋଭୀ,କାମ ଚୋର, ସଚୋଟ ଆଦି ଅନେକ । କିନ୍ତୁ ଏହି ସମସ୍ତ ଙ୍କ ଭିତରୁ କିଛି ଏପରି ଲୋକ ଥାଆନ୍ତି ଯେଉଁମାନେ ବହୁତ ଖତରନାକ ହୋଇ ଥାଆନ୍ତି ।

ଯେଉଁ ଲୋକ ମାନେ ଚାଲାକ ବହୁତ ଅଧିକ ଚାଲାକ ଥାଆନ୍ତି ସେମାନେ ବହୁତ ଖତର ନାକ ହୋଇ ଥାଆନ୍ତି । ସେମାନଙ୍କ ଠାରୁ ଟିକେ ଦୁରେଇ ରହିବା ଟା ଭଲ । ଏହି ଚାଲାକ ଲୋକମାନେ କେତେବେଳେ ଆପଣଙ୍କୁ ବ୍ୟବହାର କରି ନିଜର କାମ ହାସଲ କରି ଦିଅନ୍ତି ତାହା ଆପଣ ଜାଣି ପାରିବେ ନାହିଁ । ଯଦି ଆପଣ ତାଙ୍କ ସହ ଶତ୍ରୁତା ମଧ୍ୟ ରଖନ୍ତି ତେବେ ସେ ଆପଣ ଙ୍କ ସହ ଚାଲାକ ରେ ଆପଣ ଙ୍କୁ ହରାଇ ମଧ୍ୟ ଦିଅନ୍ତି ।

ଏବଂ ଏଭଳି ଭାବେ ପ୍ରତିଶୋଧ ନେବେ କି ଆପଣ ଜାଣି ପାରିବେ ନାହିଁ । ଆଜି ଆମେ ଏହି ସବୁ କଥାକୁ ଧ୍ୟାନ ରେ ରଖି କିଛି ଝିଅ ଙ୍କ ନାମ ବିଷୟରେ ଆଲୋଚନା କରିବୁ ଯେଉଁମାନେ ଥାଆନ୍ତି ବହୁତ ଅଧିକ ଚାଲାକ । ଚାଲନ୍ତୁ ସେହି ନାମ ବିଷୟରେ ଜାଣିନେବା ।

୧- ପ୍ରଥମ ନାମ ଟି ହେଉଛି A ନାମ ଥିବା ଝିଅ ମାନେ । ଏହି ନାମର ଝିଅ ମାନେ ଛୋଟ ବେଳୁ ହିଁ ବହୁତ ଅଧିକ ଚାଲାକ ରହିଥାନ୍ତି । ଏମାନେ ସର୍ଵଦା ସ୍ୱାର୍ଥ ପର ହୋଇ ଥାଆନ୍ତି । କେବଳ ନିଜ ବିଷୟରେ ହିଁ ଭାବି ଥାଆନ୍ତି । ଯଦି ଏମାନଂକୁ ଅନ୍ୟ କାହା ଠାରୁ କାମ ହାସଲ କରିବାର ଥାଏ ତେବେ ସେମାନେ ନିଜର ଚାଲାକ ବୁଦ୍ଧି କୁ ପ୍ରୟୋଗ କରିଥାନ୍ତି ଏବଂ ନିଜର କାମ ହାସଲ କରିଥାନ୍ତି ।

୨- ଦ୍ଵିତୀୟ ନାମ ହେଉଛି K ନାମ ଥିବା ଝିଅ ମାନେ । ଏହି ଝିଅ ମାନେ ନିଜର ଚାଲାକ ବୁଦ୍ଧି ର ପ୍ରୟୋଗ ଅଧିକ ତର ଭଲ ଏବଂ ସଠିକ କାର୍ଯ୍ୟ ରେ ପ୍ରୟୋଗ କରିଥାନ୍ତି । ଯଦି ତାଙ୍କ ଚାଲାକ ବୁଦ୍ଧି ଦ୍ୱାରା ଅନ୍ୟ କାହାର ଭଲ କିମ୍ବା ମଙ୍ଗଳ ହୁଏ ତେବେ ସେମାନେ ନିଜ ବୁଦ୍ଧି ର ପ୍ରୟୋଗ ନିଶ୍ଚିତ କରିଥାନ୍ତି ।

୩- ତୃତୀୟ ନାମ ହେଉଛି M ନାମ ଥିବା ଝିଅ ମାନେ । ଏହି ନାମ ଥିବା ଝିଅ ମାନଙ୍କ ସହିତ କେବେବି ଶତ୍ରୁତା ରଖିବା ଉଚିତ ନୁହେଁ । ଏମାନଙ୍କ ପ୍ରତିଶୋଧ ବହୁତ ଅଧିକ ଖତରନାକ ହୋଇଥାଏ । ଏମାନଙ୍କ ତେଜ ବୁଦ୍ଧି ନିଜ ଶତ୍ରୁ ଙ୍କୁ ଠିକ ବୁଦ୍ଧି ଦେଖାଇବାରେ ସାହାଯ୍ୟ କରିଥାଏ । ଏମାନେ ଏହି ଭଳି ଚାଲାକି କରିଥାନ୍ତି କି ଶତ୍ରୁ କୁ ସମ୍ଭାଳିବା ପାଇଁ ମଧ୍ୟ ସମୟ ହୁଏ ନାହିଁ ।

୪- ଚତୁର୍ଥ ନାମ ହେଉଛି U ନାମ ଥିବା ଝିଅ ମାନେ । ଏହି ନାମ ଥିବା ଝିଅ ମାନଙ୍କ ବୁଦ୍ଧି କମ୍ପ୍ୟୁଟର ଭଳି ତେଜ ହୋଇଥାଏ । ଏମାନେ ବହୁତ ଅଧିକ ଚାଲାକ ମଧ୍ୟ ହୋଇଥାନ୍ତି । ଜୀବନ ରେ ଯଦି କୌଣସି ଜିନିଷ ଦରକାର ତେବେ ସେ ପ୍ରଥମେ ତାର ଏକ ଭଲ ଯୋଜନା କରନ୍ତି ଏବଂ ପରେ ସେ ଯୋଜନା ଅନୁଯାୟୀ ନିଜ କାମ କୁ ହାସିଲ କରିଥାନ୍ତି । ଏମାନେ କାହାର ବି ନିଜର ହୋଇ ନଥାନ୍ତି । ନିଜର ଫାଇଦା ହିଁ ଦେଖିଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *