ଜାଣନ୍ତୁ ଶରୀରର କେଉଁ ଅଙ୍ଗରେ ପଡିଲେ ଝିଟିପିଟି କଣ ଦେଇଥାଏ ସଙ୍କେତ- Ajira Anuchinta

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ମନୁଷ୍ୟ ଜୀବନ ରେ ବିଭିନ୍ନ ଘଟଣା ଘଟିଥାଏ । କିନ୍ତୁ ତାହାର ପୂର୍ବାଭାସ ମନୁଷ୍ୟ କୁ ମିଳି ନଥାଏ । ପଶୁ ପକ୍ଷୀ ଙ୍କ ଦ୍ଵାରା ମନୁଷ୍ୟ କୁ କିଛି ସଂକେତ ପ୍ରାପ୍ତ ହୋଇଥାଏ .

ଯାହା ଭବିଷ୍ୟତ ରେ ହେବାକୁ ଥିବା ଘଟଣା ର ସୂଚନା ପ୍ରଦାନ କରିଥାଏ । ସେହିପରି ଝିଟିପିଟି ଦ୍ୱାରା ମଧ୍ୟ ମନୁଷ୍ୟ କୁ ବିଭିନ୍ନ ସଙ୍କେତ ପ୍ରାପ୍ତ ହୋଇଥାଏ ।

ଝିଟିପିଟି କୁ ଦେଖିବା ଅଥବା ଆପଣଙ୍କ କୌଣସି ଅଙ୍ଗ ରେ ଝିଟିପିଟି ର ପଡ଼ିବା ଦ୍ୱାରା ଭବିଷ୍ୟତ ରେ ହେବାକୁ ଥିବା ଶୁଭ ବା ଅଶୁଭ ଘଟଣା ର ସଂକେତ ମିଳିଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଦ୍ବିତୀୟତଃ, ଯଦି ଆପଣ ଖାଉଥିବା ସମୟରେ ଝିଟିପିଟି କୁ ଦେଖନ୍ତି ତେବେ ତାହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । କିନ୍ତୁ ଯଦି ଆପଣ ନୂଆ ଘର କରିଛନ୍ତି ଏବଂ ସେହି ଘରେ ପ୍ରବେଶ କରିବା ସମୟରେ ମରି ଯାଇଥିବା ଝିଟିପିଟି କୁ ଦେଖୁଛନ୍ତି ତେବେ ତାହା ବହୁତ ଅଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କ ଘରେ କୌଣସି ନକରାତ୍ମକ ଉର୍ଜା ବିଦ୍ୟମାନ ରହିଛି ଏବଂ ଏହା ଆପଣଙ୍କ ପରିବାର ସଦସ୍ୟ ଙ୍କ ସ୍ୱାସ୍ଥ୍ୟ ରେ କୁପ୍ରଭାଵ ପକାଇଥାଏ ।

୨. ବନ୍ଧୁଗଣ ପ୍ରଥମତଃ, ଯଦି ଆପଣ ଦୁଇଟି ଝିଟିପିଟି  ସ-ମ୍ବ-ନ୍ଧ ବନାଉଥିବାର  ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କ ଭବିଷ୍ୟତ ରେ କୌଣସି ପୁରୁଣା ମିତ୍ର ସହିତ ସାକ୍ଷାତ ହେବ । ଯଦି ଆପଣ ଦୁଇଟି ଝିଟିପିଟି କୁ ଝ-ଗ-ଡା କରୁଥିବାର ଦେଖୁଛନ୍ତି ତେବେ ଏହାର ଅର୍ଥ ଭବିଷ୍ୟତ ରେ ଆପଣଙ୍କ ନିଜର କୌଣସି ଖାସ ମିତ୍ର ବା ପ୍ରେମୀ ଙ୍କ ସହିତ ଝଗଡ଼ା ହେବ ।

୩. ବନ୍ଧୁଗଣ ତୃତୀୟତଃ, ଯଦି ଆପଣଙ୍କ ଡାହାଣ କାନ୍ଧ ରେ ଝିଟିପିଟି ପଡୁଛି ତେବେ ଏହାର ଅର୍ଥ ଆପଣଙ୍କ ସମାଜ ରେ ମାନ ସମ୍ମାନ ପ୍ରତିଷ୍ଠା ହେବ । କିନ୍ତୁ ଯଦି ଆପଣଙ୍କ ବାମ କାନ୍ଧ ରେ ଝିଟିପିଟି ପଡ଼ିବ ତେବେ ଏହାର ଅର୍ଥ ଆପଣଙ୍କ ର ଭବିଷ୍ୟତ ରେ ଆର୍ଥିକ ହାନି ହୋଇପାରେ ।

୪. ବନ୍ଧୁଗଣ ଚତୁର୍ଥତଃ, ଯଦି ଝିଟିପିଟି ଆପଣଙ୍କ ପେଟ ରେ ପଡୁଛି ତେବେ ଏହାର ଅର୍ଥ ଆପଣଙ୍କୁ ଭବିଷ୍ୟତ ରେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିବ । କିନ୍ତୁ ଯଦି ଝିଟିପିଟି ଆପଣଙ୍କ ଛାତି ରେ ପଡୁଛି ତେବେ ଏହାର ଅର୍ଥ ଆପଣଙ୍କୁ ଭବିଷ୍ୟତ ରେ ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତ ହେବ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *