Astrology- ସବୁଠୁ ଅଧିକ ଭାଗ୍ୟଶାଳୀ ହୋଇଥାନ୍ତି ଏହି 4 ଟି ନାମର ଝିଅ, କଣ ଏଥିରେ ଆପଣଙ୍କ ନାମ ଅଛି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବ୍ୟକ୍ତିର ନାମ ବ୍ୟକ୍ତିକୁ ଏକ ସ୍ଵତନ୍ତ୍ର ପରିଚୟ ଦେଇଥାଏ । କାରଣ ବାପା ଓ ମାଆ ବହୁତ ଭାବିଚିନ୍ତି ନିଜ ସନ୍ତାନ ମାନଙ୍କର ନାମକାରଣ କରିଥାନ୍ତି । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତି ଉପରେ ତାହାର ନାମର ପ୍ରଭାବ ବହୁ ମାତ୍ରାରେ ରହିଥାଏ । ବ୍ୟକ୍ତିର ନାମର ପ୍ରଥମ ଅକ୍ଷର ଅନୁସାରେ ତାହାର ରାଶି ମଧ୍ୟ ନିର୍ଦ୍ଧାରଣ କରାଯାଇଥାଏ । ଆଜି ଆପଣ ଏହି ୪ ନାମର ଝିଅଙ୍କ ବିଷୟରେ ଜାଣିବାକୁ ପାଇବେ ।

ଯେଉଁ ମାନଙ୍କର ଭାଗ୍ୟ ବହୁତ ସୁଦୃଢ ହୋଇଥାଏ । D ଅକ୍ଷର ; –  ଯେଉଁ ଝିଅ ମାନଙ୍କର ପ୍ରଥମ ଲେଟର D ରୁ ଆରମ୍ଭ ହୋଇଥାଏ । ସେହି ଝିଅ ମାନେ ସ୍ବଭାବରେ ବହୁତ ଅଧିକ ଭଲ ହୋଇଥାନ୍ତି । ଏହି ନାମର ଝିଅ ମାନେ ଯେଉଁ ଘରକୁ ବୋହୁ ହୋଇଯାଇଥାନ୍ତି । ସେହି ଘରର ବହୁବିଦ୍ଧ ଉନ୍ନତି କରିଥାନ୍ତି। ସେମାନେ ତାଙ୍କ ସ୍ଵାମୀର ଭାଗ୍ୟର ମଧ୍ୟ ଉଦୟ କରିଦେଇଥାନ୍ତି । ତେଣୁ ଏହି ଝିଅଙ୍କୁ ଲକ୍ଷ୍ମୀମନ୍ତର ଆକ୍ଷା ମଧ୍ୟ ମିଳିଥାଏ ।

G ଅକ୍ଷର ;- ଯେଉଁ ଝିଅଙ୍କର ନାମର ପ୍ରଥମ ଲେଟର G ରୁ ଆରମ୍ଭ ହୋଇଥାଏ । କାରଣ ଏହି ଝିଅ ମାନେ କାହା ସହିତ ହିଂସାବାଦ କରିବାକୁ ପସନ୍ଦ କରିନଥାନ୍ତି । ସମସ୍ତଙ୍କ ସହିତ ମିଶିକି ଚଳିବାରେ ପସନ୍ଦ କରିବା ସହ ସମସ୍ତଙ୍କ ଯତ୍ନ ମଧ୍ୟ ନେଇଥାନ୍ତି । ତେଣୁ ଏହି କାରଣରୁ ଏମାନଙ୍କର ଭାଗ୍ୟ ବହୁତ ସମୟରେ ଏମାନଙ୍କ ସପକ୍ଷରେ ରହିଥାଏ । ଯେଉଁ କାରଣରୁ ଏହି ଝିଅମାନେ ବହୁତ କିଛି ଖୁସି ସାଉଣ୍ଟି ପାରିଥାନ୍ତି ।

V ଅକ୍ଷର ;- ଏହି ଲେଟରରୁ ଆରମ୍ଭ ଝିଅ ମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ନିଜ କ୍ଯାରିଅର ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି । ଏହା ସହିତ ସେ ନିଜ ସହ ଜଡିତ ଲୋକ ମାନଙ୍କର ମଧ୍ୟ ଯତ୍ନ ନେଇଥାନ୍ତି । ଖାସ୍ କରି ଏହି ଝିଅ ମାନେ ଯାହାକୁ ନିଜ ଜୀବନସାଥି ରୂପେ ପାଇଥାନ୍ତି ।

ତାଙ୍କ ସ୍ଵାମୀକୁ ସେ ସବୁବେଳେ ଖୁସିରେ ରଖିବାକୁ ଭଲ ପାଇଥାନ୍ତି । ଏଥିପାଇଁ ସ୍ଵାମୀ ଓ ସ୍ତ୍ରୀ ସମ୍ପର୍କରେ ମଧୁରତା ବଢିଥାଏ । Y ଅକ୍ଷର ;- ଏହି ଲେଟରରୁ ଆରମ୍ଭ ଝିଅ ମାନଙ୍କର ଭବିଷ୍ୟତ ବହୁତ ଉଜ୍ଜଳ ହୋଇଥାଏ ।

ଏହା ସହିତ ଏହି ଝିଅ ମାନେ ନିଜ ପରିବାରର ନାମ ସବୁବେଳେ ଉଜ୍ଜଳ କରିଥାନ୍ତି । କୌଣସି ପରିସ୍ଥିତିରେ ମଧ୍ୟ ନିଜ ବାପାଘର କିମ୍ବା ଶାଶୁଘରର ଅନିଷ୍ଠ କରିନଥାନ୍ତି । ସେଥିପାଇଁ ସବୁବେଳେ ଏହି ଝିଅ ମାନଙ୍କ ସାଥ୍ ମା ଲକ୍ଷ୍ମୀ ଦେଇଥାନ୍ତି । ଯଦି ଏହି ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *