ସବୁବେଳେ ସୁସ୍ଥ ରହିବା ଓ ଯବାନ ଦେଖା ଯିବା ପାଇଁ ଆପଣାନ୍ତୁ ଏହି 20ଟି ନିୟମ !

ନମସ୍କାର ବନ୍ଧୁଗଣ ,  ଶରୀର ହେଉଛି ମଣିଷ ର ଗୁଟୁତ୍ଵପୂର୍ଣ୍ଣ ବିଷୟ । ଏହି ଶରୀରର ସମସ୍ତ ଆବଶ୍ୟକତା ମିଟାଇବା ପାଇଁ ମଣିଷ ଦିନ ରାତି ଏକ କରି କାମ କରିଥାଏ ଏବଂ ଶରୀର କୁ ଯାହା ଦରକାରୀ ଜିନିଷ ଯୋଗାଇଥାଏ । ଯେଉଁଲୋକମାନଙ୍କ ଶରୀର ସବୁବେଳେ ସୁସ୍ଥ ରହିଥାଏ । ସେ ଲୋକମାନେ ଜାଗତିକ ଭାବରେ ବହୁତ ଶୋଭାଗ୍ୟଶାଳି ହୋଇଥାନ୍ତି । ଆଜି ମୁଁ ଆପଣମାନଙ୍କୁ ସବୁ ବେଳେ ସୁସ୍ଥ ରହିବାର କିଛି ନିୟମ କହିବି ଏବଂ ଆପଣ  ଯଦି ଏହାକୁ ସବୁ ଦିନ ପାଳନ କରନ୍ତୁ ଏବଂ ସୁଖ ଆନନ୍ଦରେ ଜୀବନ କୁ ଅତିବାହିତ କରନ୍ତୁ ।

ଆସନ୍ତୁ ଜାଣିବା ଏହା ନିଷୟରେ ନିମ୍ନରେ ଏହାକୁ ବର୍ଣ୍ଣନା କରାଯାଇଛି ।

1- ସକାଳେ ଉଠିଲା ପରେ କମ୍ ଗରମ ପାଣିର ସେବନ କରିବା ଉଚିତ୍ । ଅଧିକ ପରିମାଣରେ ଗ୍ରାମ ପାଣି ର ସେବନ ଶରୀରକୁ ଅସୁସ୍ଥ କରିଥାଏ ।

2-  ପାଣି କୁ ପିଇବା ସମୟରେ ବସିକି ବା ତଳ କି ନଇଁ ପିଇବା ଆମ ଶରୀର ପାଇଁ ଉପକାରୀ ହୋଇଥାଏ ।

3- ଅତିକମ୍ରେ ଆମକୁ 32 ଥର ଖାଇବାକୁ ଚୋବେଇବା ଉଚିତ୍ ।

4- ସୂର୍ଯ୍ୟଙ୍କ ଆଗମନ ପୂର୍ବରୁ ଜଳଖିଆ ଖିବା ଉଚିତ୍ ।

5- ସକାଳ ସମୟରେ ସର୍ବଦା ପେଟ ପୁରା ଭୋଜନ ଖାଇବା ଶରୀର ପାଇଁ ଉତ୍ତମ ହୋଇଥାଏ ।

6- ରାତ୍ରି ଭୋଜନ ପରେ କ୍ଷୀର ର ସେବନ ନିହାତି କରନ୍ତୁ ।

7- ରାତିରେ ସାଇଟ୍ରସ୍ଫଳ ଖାଇବେ ନାହିଁ ।

8-ସକାଳେ ଜଳଖିଆ ସହିତ ଜୁସ୍ ର ସେବନ ନିଶ୍ଚୟ କରନ୍ତୁ ।

9- ଥଣ୍ଡା ପାଣିର ବ୍ୟବହାର ଅଳ୍ପ ପରିମାଣରେ କରନ୍ତୁ ।

10- ରାତ୍ରି ସମୟରେ ସବୁବେଳେ କମ୍ ପରିମାଣର ଖାଦ୍ୟ ଖାଇବା ଉଚିତ୍ ।

11- ଆଇସ୍କ୍ରିମ ଖାଇବା ପୂତ ପୁରି ବନ୍ଦ କରି ଦିଅନ୍ତୁ ।

12- ରାତିରେ ଲସି କେବେ ଖାଇବେ ନାହିଁ ।

13- ଖାଦ୍ୟ ଖାଇବାର ଘଣ୍ଟାଏ ପିରବାରୁ ପାଣି ପିଇବା ଉଚିତ୍ ।

14- ସକାଳେ ଜଳଖିଆ ଖିଆଲ ପରେ ଅଳସୁଆ ନ ରହି ଶରୀର କୁ କିଛି କାମ ଦେବା ଯଥା ଘରୋଇ ଏବଂ ବାହାର କାମ କରିବା ଉଚିତ୍ ।

15- ଅପରାହ୍ନ ଖାଇବା ପରେ ଶରୀରକୁ ବିଶ୍ରାମ ଦିଅନ୍ତୁ ।

16- ଖିଆଲ ପରେ ସର୍ବଦା 500 ପଦ ଚଲାନ୍ତୁ । ଏହା ଶରୀର ପାଇଁ ଉପକାରୀ ହୋଇଥାଏ।   17- ରାତ୍ରି ଭୋଜନ ପରେ ବ୍ଜ୍ରାଶନ ନିଶ୍ଚୟ କରିବେ ।

18- ଖାଇଲା ପରେ ତୁରନ୍ତ ନ  ଶୋଇ କିଛି ସମୟ ଚଳାବୁଲା ବସିଲା ପରେ ଯାଇ ଶୋଇବେ ।

19- ସକାଳେ ଉଠିଲା ମାତ୍ରେ ଆଖିରେ ଥଣ୍ଡା ପାଣି ଦେଇ ଢୋଇବା ଉଚିତ୍ ।

20- ରାତିରେ 10ଟା ଭିତରେ ଶୋଇବା ଉଚିତ୍ । ଏହା ଦ୍ଵାରା ଆମକୁ ସୁଖଦାୟକ ନିଦ୍ରା ହୋଇଥାଏ ଏବଂ ଦିନ ସାରା ଉତ୍ସାହ ସହିତ କାମ କରିଥାଉ ।

ଏହି ସମସ୍ତ ବିଷୟକୁ ସବୁ ଦିନ ପାଳନ କରିବା ଦ୍ଵାରା ଆପଣ ସାବତ ବେଳେ ସୁସ୍ଥ ରହିବେ । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *