ରାତିରେ ତକିଆ ତଳେ ଚୁପଚାପ ରଖିଦିଅନ୍ତୁ ଗୋଟେ ଟଙ୍କାର Coin ପୁଣି ସକାଳୁ ଦେଖନ୍ତୁ ଚମତ୍କାର ! ଏମିତି ଭାଗ୍ୟ ବଦଳିବ କି ଆପଣ ଭାବି ବି ନଥିବେ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ପରେ ଆପଣ ମାନଙ୍କ ଭାଗ୍ୟ ଖୋଲି ଯିବ । ଆପଣ ମାନଙ୍କ ଭାଗ୍ୟ ଏମିତି ବଦଳିବ ଯେ ଆପଣ କେବେ ଭାବି ନଥିବେ । ଦର୍ଶକ ବନ୍ଧୁ ଆମ ଶାସ୍ତ୍ରରେ କୁହାଯାଇଛି କି, ପ୍ରଥମ ସୁଖ ନିରୋଗୀ କାୟା ଆଉ ଦ୍ଵିତୀୟ ସୁଖ ଘରେ ମାୟା । ଏହାର ଅନୁସାରେ ଯଦି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଅଛି ତ ଏହା ଆପଣ ମାନଙ୍କ ପାଇଁ ଲାଭକାରୀ ଅଟେ ।

କାରଣ ଶରୀର ଦ୍ଵାରା ଆପଣ ସଂସାରର ସବୁ ସୁଖ ଭୋଗ କରିପାରିବେ । ଆଉ ଯଦି ଆପଣଙ୍କ ଶରୀର ସୁସ୍ଥ ନଥିବ ତେବେ ଆପଣଙ୍କ ପାଖରେ ଯେତେ ଟଙ୍କା ଥାଉ ନା କାହିଁକି ଆପଣଙ୍କ ପାଇଁ ଲାଭଦାୟକ ହେବନି । ବନ୍ଧୁଗଣ ଧନ ଆମ ଜୀବନରେ ବହୁତ ଗୁରୁତ୍ଵ ପୂର୍ଣ୍ଣ ହୋଇ ଥାଏ । ଯଦି ପାଖରେ ଧନ ନଥିବ ତା ହେଲେ କେଉଁ ବି ସୁଖ ମିଳି ପାରିବ ନାହିଁ । ଅନେକ ଧର୍ମ ଗ୍ରନ୍ଥରେ ଧନର ବର୍ଣ୍ଣନା କରା ଯାଇଛି ।

ବାସ୍ତୁଶାସ୍ତ୍ରରେ କେତେ ଏମିତି ଉପାୟ ବିଷୟରେ କୁହା ଯାଇଛି ଯାହାକୁ ପାଳନ କରି ଆପଣ ବି ଧନବାନ ହୋଇ ପାରିବେ । କେବଳ ଧନ ନୁହେଁ ତା ସହିତ ଆପଣଙ୍କ ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବା ଦରକାର । ଯଦି ଆପଣଙ୍କ ଘରେ କେହି ସବୁବେଳେ ରୋଗାକ୍ରାନ୍ତ ରହୁଛି କେତେ ଉପାୟ ପରେ ବି ଭଲ ହେଉନି ଆଉ ଯଦି ଘରେ ଅଶୁଭ ଶକ୍ତି ପ୍ରଭାବ ପକାଉଚି ତେବେ ଏଥିରୁ ବଞ୍ଚିବା ପାଇଁ ଆମେ ଗୋଟେ ଉପାୟ ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଏକ ଟଙ୍କାର କଏନ ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ଏଥିପାଇଁ ଆପଣ ମାନଙ୍କୁ ଏକ ଟଙ୍କାର କଏନ ନେବାର ଅଛି ଆଉ ତା ଉପରୁ ସାତ ଥର ବୁଲେଇବାର ଅଛି । ଏହି ଉପାୟକୁ କରିବା ସମୟରେ ଆପଣଙ୍କୁ କାହା ସହ ବି କଥା ହେବାର ନାହିଁ । କଏନକୁ 7 ଥର ବୁଲେଇବା ପରେ ଘରେ ଯିଏ ବେମାର ଅଛି ତାର ତକିଆ ତଳେ ଏହି କଏନ ରଖିବାର ଅଛି । ତା ପରେ ସକାଳୁ ସେହି କଏନକୁ ନେଇ କୌଣସି ଶ୍ମଶାନ ଘାଟରେ ପକେଇ ଦେବେ ।

ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କ ଘରେ ଥିବା ସବୁ ନେଗେଟିଭ ଏନର୍ଜି ନଷ୍ଟ ହୋଇଯିବ । ହଁ ଦର୍ଶକ ବନ୍ଧୁ କେବଳ ଗୋଟେ ଟଙ୍କାର କଏନ ଆପଣଙ୍କ ଭାଗ୍ୟ ବଦଳାଇ ଦେବ । ଧ୍ୟାନ ରଖିବେ ଏହି ଉପାୟକୁ କରିବା ସମୟରେ ଯେମିତି ଆପଣଙ୍କୁ କେହି ନ ଦେଖେ । ତା ହେଲେ ବନ୍ଧୁଗଣ ଏହି ଉପାୟଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *