କେଉଁ ମନ୍ତ୍ର ଜପ କଲେ ସ୍ମରଣ ଶକ୍ତି ଓ ବିଦ୍ୟା ବୃଦ୍ଧି ହୁଏ ? ଏହା ସହିତ ପଢନ୍ତୁ ଆହୁରି 20 ଟି Anuchinta

ନମସ୍କାର ବନ୍ଧୁଗଣ, ଜୀବନରେ ସୁଖ ଶାନ୍ତିରେ ରହିବା ପାଇଁ ବାସ୍ତୁ ଶାସ୍ତ୍ରର କିଛି କଥା ଉପରେ ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ । ଘରର କିଛି ନୀତି ନିୟମ ପାଳନ କରି ଚାଲିବା ଆବଶ୍ୟକ ଯାହାଦ୍ୱାରା ଆପଣକ ଘରେ ଧନ ସମ୍ପତ୍ତିର ଅଭାବ ହେବ ନାହିଁ ଏବଂ ଜୀବନରେ ସୁଖ ଶାନ୍ତି ଭରହୋଇ ରହିଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଅନୁଚିନ୍ତା ସମ୍ପର୍କରେ ଜଣାଇବା ପାଇଁ ଯାଉଛୁ ଯାହା ଆପଣଙ୍କ ପାଇଁ ଉପଯୋଗୀ ହେବା ସହ ଆପଣଙ୍କ ସ୍ମରଣ ଶକ୍ତିକୁ ମଧ୍ୟ ବଢାଇଦେବ ।

ପ୍ରଥମ: ଶୋଇବା ଘରେ କେବେ ମଧ୍ୟ ଅଇଁଠା ବାସନ ରଖିବା ଉଚିତ ହୋଇନଥାଏ । ଏହା ଶୁଭ ହେବା ସହ ରୋଗ ଏବଂ ଦାରିଦ୍ରତାକୁ ବଢାଇଥାଏ । ଦିତୀୟ: କ୍ଷୀର ବାହାରୁଥିବା ଗଛର ଫୁଲ ଦ୍ଵାରା ଘର ସଜାଇବା ଉଚିତ ନୁହେଁ । ଏହା ଆପଣଙ୍କ ପାଇଁ ଅଶୁଭ ଏବଂ ଅମଙ୍ଗଳକାରୀ ହୋଇଥାଏ । ତୃତୀୟ: ଘର ଭିତରେ କେବେ ମଧ୍ୟ କଣ୍ଟା ଜାତୀୟ ଗଛ ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ଆପଣଙ୍କ ପାରିବାରିକ ଜୀବନ ଉପରେ ବିପଦ ଦେଖା ଦେଇଥାଏ ।

ଚତୁର୍ଥ: ଶୋଇବା ଘରେ ଝାଡୁ ଡେକିଚି, କଢାଇ, ତେଲ ହେମଦସ୍ତା ଇତ୍ୟାଦି ରଖିବା ଅନୁଚିତ । ଏହାଫଳରେ ଆପଣଙ୍କ ଠାରେ ଦୁଶ୍ଚିନ୍ତା, ରୋଗ ଏବଂ କାର୍ଯ୍ୟରେ ବିଫଳତା ଦେଖା ଦେଇଥାଏ । ପଞ୍ଚମ: ଶତ୍ରୁଙ୍କ ଭୟ ଆପଣଙ୍କ ଠାରେ ଦେଖା ଯାଉଥିଲେ ଆପଣ ଶୋଉଥିବା ଖଟ ତଳେ ଲୁହା ଖଣ୍ଡ ରଖି ଶୋଇବା ଦ୍ଵାରା ଶତ୍ରୁ ଭୟ ଆଉ ରହିନଥାଏ ।

ଷଷ୍ଠ: ରାତିରେ ଯଦି ଆପଣ ଖରାପ ସ୍ଵପ୍ନ ଦେଖୁଛନ୍ତି ତେବେ ମୁଣ୍ଡ ପାଖରେ ତମ୍ବା ପାତ୍ରରେ ଜଳ ରଖି ଶୋଇବା ଦ୍ଵାରା ଆଉ ଖରାପ ସ୍ଵପ୍ନ ଆପଣ ଦେଖିବେ ନାହିଁ । ସପ୍ତମ: ପରିବାରର କୌଣସି ସଦସ୍ୟଙ୍କ ଠାରେ ମାନସିକ ଅସାନ୍ତି ଦେଖିବା ପାଇଁ ମିଳୁଥିଲେ ମୁର୍ଗ ଚର୍ମ ଉପରେ ଶୋଇବା ଦ୍ଵାରା ମଙ୍ଗଳକାରୀ ହୋଇଥାଏ ।

ଅଷ୍ଟମ: ଯଦି ଆପଣଙ୍କ ଘରକୁ କୌଣସି ଦିନ ଅତିଥି ଆସନ୍ତି ତେବେ ଏହା ଶୁଭ ପ୍ରଦ ହୋଇଥାଏ ଏବଂ ଅତିଥି ସେବା କରିବା ଦ୍ଵାରା ଧନ ଧାନ୍ୟ ପ୍ରାପ୍ୟ ହୋଇଥାଏ । ନବମ: ଶୁକ୍ରବାର କିମ୍ବା ଶନିବାର ଦିନ ଦେହରେ କେବେ ତେଲ ଲଗାଇବା ଉଚିତ ନୁହେଁ । ଏହା ଅଶୁଭ ହେବା ସହିତ ଆପଣଙ୍କ ଜୀବନରେ ଦୁଃଖ ଆଣିଦେଇଥାଏ ।

ଦଶମ: ଓମ ପରମବ୍ରହ୍ମ ୟଧୀମହୀ, ଗୁରୁ ଦେବାୟ ଧୀମହୀ, ତନ୍ନ ଗୁରୁ ପ୍ରଚୋଦୟାତ ଏହି ମନ୍ତ୍ରକୁ ଜପ କଲେ ମାନସିକ ଶାନ୍ତି ମିଳିବା ସହ ଆପଣଙ୍କ ସ୍ମରଣ ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ । ଏବଂ ବିଦ୍ୟା ବୃଦ୍ଧି ମଧ୍ୟ ହୋଇଥାଏ । ନବମ: ଚଟାଣରେ ଛୋଟ ପିଲାଙ୍କୁ ଶୁଆଇବା ଦ୍ଵାରା ପିଲାମାନେ ରୋଗଗ୍ରସ୍ତ ହେବାର ସମ୍ଭାବନା ରାହିଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *