Health Tips- ରାତିରେ ମାତ୍ର ୧ ଗ୍ଲାସ୍ ପିଅନ୍ତୁ, ବାତ, ପିତ, କଫ, Joint pain, Diabetes, ବ୍ଲଡ଼ ପ୍ରେସର୍, ଗ୍ୟାସ୍ ସବୁ କିଛି ଗାୟବ, ୧୨୦ ବର୍ଷ ବଞ୍ଚିବେ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାସ୍ଥ ହିଁ ଆମର ସମ୍ପଦ ଅଟେ । ସ୍ଵାସ୍ଥ ଭଲ ରହିବା ଦ୍ଵାରା ହିଁ ଆମେ ଶାରୀରିକ ଓ ମାନସିକ ଉଭୟ ସ୍ତରରେ ଭଲ ଭାବରେ ରହିଥାଉ । ତେଣୁ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇ ଶରୀରକୁ ରୋଗ ମୁକ୍ତ ରଖିବା ପାଇଁ ଆପଣମାନେ ନିହାତି ଭାବେ ଏକ ଘରୋଇ ରେମିଡି ପ୍ରସ୍ତୁତ କରି ସେବନ କରିବା ଉଚିତ । ଯାହା ଆପଣଙ୍କ ବାତ, ପିତ ଓ କଫ ସମ୍ବଦ୍ଧୀୟ ସମସ୍ଯାକୁ ଦୂର କରିବାରେ ବହୁ ମାତ୍ରାରେ ସାହାଜ୍ଯ କରିଥାଏ । ଏହି ଉପଚାର ପାଇଁ ଆପଣଙ୍କୁ ଜୀରାର ଆବଶ୍ୟକତା ପଡିବ ।

ଦିତୀୟରେ ଗୋଟା ଧନିଆ ଓ ତୃତୀୟରେ ପାନମଧୁରୀ ଦରକାର ହୋଇଥାଏ । ଆପଣ ସମସ୍ତ ସାମଗ୍ରୀରୁ ଅଧ ଚାମଚ ଲେଖା ଆଣି ତାକୁ ଏକ ପାତ୍ରରେ ରଖନ୍ତୁ । ତାପରେ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ପାଣିରେ ଏହାକୁ ପକାଇ ରଖନ୍ତୁ । ସକାଳେ ଏହି ୩ ସାମଗ୍ରୀର ସମସ୍ତ ପୋଷକ ତତ୍ଵ ସେହି ପାଣି ମଧ୍ୟକୁ ଚାଲିଆସିଥିବ । ଗ୍ଯାସ ଲଗାଇ ଏକ ପାତ୍ରରେ ଆପଣ ତାହାକୁ କିଛି ସମୟ ଫୁଟାନ୍ତୁ ।

ଆପଣ ତାହାକୁ ପ୍ରାୟତଃ ୫ ରୁ ୭ ମିନିଟ ପର୍ଯ୍ୟନ୍ତ ଭଲ ଭାବରେ ଫୁଟାନ୍ତୁ । ଆପଣ ଏହାକୁ ଛାଣି ତାର ପାଣିର ସେବନ କରନ୍ତୁ । ଯଦି ଆପଣ ପାଣିର ସ୍ଵାଦ ବୃଦ୍ଧି କରିବାକୁ ଚାହୁଁଥିବେ।   ତେବେ ସେଥିରେ ମହୁ ମଧ୍ୟ ମିଶାଇପାରିବେ । ଯଦି ଡାଇବେଟିସ ଭଳି ସମସ୍ଯା ରହୁଥାଏ ।  ତେବେ ସେଥିରେ ମହୁର ପ୍ରୟୋଗ କରନ୍ତୁ ନାହିଁ ।

ପାଣିର ସେବନ ପରେ ସେଥିରେ ରହିଯାଇଥିବା ଭିଜା ସାମଗ୍ରୀକୁ ମଧ୍ୟ ନଫୋପାଡି ତାହାକୁ ଚୋବାଇ ଖାଇଦିଅନ୍ତୁ । ତାପରେ ଏକ ଗ୍ଳାସ ନଖ ଉଷୁମ ପାଣି ପିଇଦିଅନ୍ତୁ ।ସକାଳୁ କିମ୍ବା ସନ୍ଧ୍ୟାରେ ଚା ପିଇବା ପରିବର୍ତ୍ତେ ଏହି ଚମତ୍କାରୀ ପାଣିର ସେବନ କରନ୍ତୁ । ଆପଣ ସକାଳୁ ଖାଲି ପେଟରେ ହିଁ ଏହି ପାଣିର ସେବନ କରିବା ଦ୍ଵାରା ଭଲ ଫାଇଦା ମିଲିଥାଏ ।

ଏହାର ସେବନ ଦ୍ଵାରା ଅନେକ ପ୍ରକାର ଫାଇଦା ଆପଣଙ୍କ ଶରୀରରେ ଦେଖିବାକୁ ପାଇବେ । ଯେପରି ପେଟ ସମ୍ବଦ୍ଧୀୟ ଅନେକ ସମସ୍ଯା ଦୂର କରିବା ପାଇଁ ଏହି ଚମତ୍କାରୀ ପାଣି ରାମ ବାଣ ଭଳି କାର୍ଯ୍ୟ କରିଥାଏ । ପେଟକୁ ପରିଷ୍କାର କରି ପେଟ ସ୍ବଚ୍ଛ ରଖିବା ପାଇଁ ନିହାତି ଭାବେ ସେବନ କରିବା ଉଚିତ ।

ଖରାପ କୋଲେଷ୍ଟ୍ରଲ୍ କୁ କମାଇବାରେ ସାହାଜ୍ଯ କରିବା, ବ୍ଲଡ୍ ପ୍ରେସରକୁ ନିୟନ୍ତ୍ରଣରେ ରଖିବା, ଡାଇବେଟିସକୁ କଣ୍ଟ୍ରୋଲରେ ରଖିବା ଏହା ସହିତ ଦ୍ରୁଷ୍ଟି ଶକ୍ତି ପ୍ରଖର କରିବାରେ ମଧ୍ୟ ଏହି ପାଣି ବହୁ ମାତ୍ରାରେ ସାହାଜ୍ଯ କରିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *