Tarot card reading- ହୃଦୟରୁ ବାଛନ୍ତୁ ଯେ କୌଣସି 1 ଗଦା ଓ ଜାଣନ୍ତୁ ପ୍ରଭୁ ବଜରଙ୍ଗବଲି ଖୁବ ଶୀଘ୍ର ପୂରଣ କରିବେ ଆପଣଙ୍କ କେଉଁ ଇଚ୍ଛା ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭଗବାନ ହନୁମାନଙ୍କର ତାଙ୍କର ଭକ୍ତ ଉପରେ ଅଶେଷ କରୁଣା ରହିଥାଏ । କାରଣ ପ୍ରତ୍ଯେକ ମନୁଷ୍ୟ ସହିତ ଭଗବାନଙ୍କର ସଂଯୋଗ ରହିଥାଏ । ଯେଉଁ ଲୋକମାନେ ଭଗବାନ ବଜରଙ୍ଗୀ ବଳୀଙ୍କର ଭକ୍ତ ଓ ଏହା ସହିତ ନିତ୍ୟ ଭଗବାନଙ୍କର ନିତ୍ୟ ପୂଜା ଆରାଧନା ସହିତ ହନୁମାନ ଚାଳିଶା ପାଠ କରିଥାନ୍ତି । ସେହି ଲୋକଙ୍କର ଜୀବନର ସମସ୍ତ ଦୁଃଖ ବଜରଙ୍ଗୀ ବଳୀ ଲାଘବ କରିଥାନ୍ତି ।

ଭଗବାନ ବଜରଙ୍ଗୀ ବଳୀ ଆପଣଙ୍କର ଆଗାମୀ ଦିନରେ କେଉଁ ଇଛା ପୂରଣ କରିବା ପାଇଁ ଯାଉଛନ୍ତି ଜାଣିବା ପାଇଁ ୨ ଟି ଗଦାରୁ ୧ ଟି ଗଦାକୁ ପସନ୍ଦ କରନ୍ତୁ । ପ୍ରଥମ ଗଦା ;- ଯେଉଁ ଲୋକ ମାନେ ଗଦା ୧କୁ ପସନ୍ଦ କରିଛନ୍ତି । ସେମାନଙ୍କ ଜୀବନରେ ଭଗବାନ ବଜରଙ୍ଗୀ ବଳୀ ଅନେକ ଖୁସି ଓ ସମୃଦ୍ଧି ନେଇକି ଆସୁଛନ୍ତି । ସେଥିପାଇଁ ଆପଣଙ୍କୁ ଧର୍ଜ୍ୟର ସହ ଅପେକ୍ଷା କରିବା ସହିତ ନିଜର କର୍ମ ଜାରୀ ରଖିବାକୁ ପଡିବ । ନିଜ କ୍ଯାରିଅରକୁ ନେଇ ଯେଉଁ ଲୋକ ମାନେ ବ୍ୟସ୍ତ ରହୁଛନ୍ତି ।

ସେମାନେ ଭଗବାନ ବଜରଙ୍ଗୀଙ୍କୁ ନିଷ୍ଟାର ଭକ୍ତି କରିବା ସହ ମନରେ ଇଛା ଶକ୍ତି ରଖିବାକୁ ପଡିବ । ବହୁତ ଶୀଘ୍ର କ୍ଯାରିଅରରେ ସଫଳ ହୋଇପାରିବେ।  ନିଜ ବ୍ୟବସାୟ, ଚାକିରି ପରିବାର ଓ ପ୍ରେମକୁ ନେଇ ଯେଉଁ ଲୋକର ଯେଉଁ ସବୁ ମନବାଞ୍ଛା ରହୁଛି । ଧୀରେ ଧୀରେ କରି ସେହି ସବୁ ସ୍ଵପ୍ନ ଆପଣଙ୍କର ସାକାର ହୋଇବ । କାରଣ ଭଗବାନ ମନୁଷ୍ୟ ସହିତ ଯାହା କିଛି କରିଥାନ୍ତି । ମନୁଷ୍ୟର ଭଲ ପାଇଁ ହିଁ କରିଥାନ୍ତି ।

ଦିତୀୟ ଗଦା ;-  ଯେଉଁ ଲୋକ ମାନେ ଦିତୀୟ ଗଦାଟିକୁ ପସନ୍ଦ କରି ବାଛିଚନ୍ତି । ସେହି ଲୋକ ମାନଙ୍କ ଉପରେ ଭଗବାନ ହନୁମାନଙ୍କର ବିଶେଷ କୃପାଦୃଷ୍ଟି ରହିଛି । ଭଗବାନ ଆପଣଙ୍କ ଉପରେ ବହୁତ ଅଧିକ ପ୍ରସନ୍ନ ଅଛନ୍ତି । ଯେଉଥି ପାଇଁ ବହୁତ ଶୀଘ୍ର ହିଁ ଆପଣଙ୍କ କିସ୍ମତରେ ପରିବର୍ତ୍ତନ ଆସୁଛି ।

ଯେଉଁ ବ୍ୟକ୍ତି ସହିତ ଆପଣଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା । ସେହି ସମ୍ପର୍କ ଧୀରେ ଧୀରେ ପୁଣିଥରେ ଯୋଡି ହେବା ପାଇଁ ଯାଉଛି । ଅଟକି ରହିଥିବା ଟଙ୍କା ମଧ୍ୟ ଆପଣଙ୍କ ହାତକୁ ଆସୁଛି । ବ୍ୟବସାୟକୁ ନେଇ ବହୁତ କିଛି ଭଲ ହେବା ପାଇଁ ଯାଉଛି । ସନ୍ତାନ ମାନଙ୍କର ଆପଣଙ୍କ ପ୍ରତି ଭଲ ପଦର୍ଶନ ରହିବ । ଯେଉଁ ସବୁ କାର୍ଯ୍ୟ ବହୁତ ଦିନରୁ ମନସ୍ଥ କରି ରଖିଥିଲେ ।

ଠିକ ସମୟରେ ଭଗବାନ ହନୁମାନଙ୍କ କୃପାରୁ ଆପଣକର ଗୋଟି ଗୋଟି କରି ପୂରଣ ହୋଇବ । ତେଣୁ ପ୍ରତ୍ଯେକ ବ୍ୟକ୍ତି ନିଜ କର୍ମ ଉପରେ ଭରଷା କରିବାକୁ ପଡିବ । ଯାହା ଦ୍ଵାରା ଆଗାମୀ ଦିନ ଗୁଡିକ ଆପଣଙ୍କ ପାଇଁ ବହୁତ ହିଁ ଭଲ ରହିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *