ନମସ୍କାର ବନ୍ଧୁଗଣ ବର୍ତ୍ତମାନ ଦେଶରେ ବ୍ୟାପିଥିବା କୋରନା ମହାମାରୀ ରୁ ବଂଚିବା ପାଇଁ ଥଣ୍ଡା ଓ କାଶ ଠାରୁ ଦୂରେଇ ରହିବା ଆବଶ୍ୟକ । ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ଛାତି ରେ କଫ ଜମି ଥିବା ସମସ୍ୟା ଦେଖାଯାଏ । ଯାହାଦ୍ୱାରା ଶୁଖିଲା କାଶ ହୋଇଥାଏ । ସେମାନେ ବିଭିନ୍ନ ପ୍ରକାର ଔଷଧ ର ସେବନ ମଧ୍ୟ କରିଥାନ୍ତି । କିନ୍ତୁ ତାଙ୍କୁ କୌଣସି ଲାଭ ହୋଇନଥାଏ । ବନ୍ଧୁଗଣ ଯଦି ଆପଣଙ୍କ ମଧ୍ୟରେ ବି ଏହି ସମସ୍ୟା ରହିଛି ତେବେ ଆମେ ଆପଣ ମାନଙ୍କୁ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ।
ତା’ର ପ୍ରୟୋଗ ଦ୍ବାରା ଆପଣ ଏହି ସମସ୍ୟା ରୁ ତୁରନ୍ତ ମୁକ୍ତି ପାଇ ପାରିବେ । ଏହି ଘରୋଇ ଉପଚାର ସମ୍ପୂର୍ଣ୍ଣ ରୂପରେ ଆୟୁର୍ବେଦ ଏବଂ ବହୁତ ସହଜ ଅଟେ । ତେବେ ଆସନ୍ତୁ ଏହି ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ଏହି ଘରୋଇ ଉପଚାର ପାଇଁ ଆପଣ ପ୍ରଥମେ କିଛି ପିପଳି ନିଅନ୍ତୁ ଏବଂ ତାକୁ ଗ୍ରାଇଣ୍ଡିଂ କରି ଭଲ ଭାବରେ ଛାଣି ଦିଅନ୍ତୁ ଏହାପରେ ଗାଈ ଘିଅ ନିଅନ୍ତୁ ଏବଂ ସେଥି ରେ ଏହି ପିପଳି ପାଉଡର କୁ ପକାଇ ୨ ମିନିଟ ଭାଜି ଦିଅନ୍ତୁ ।
ଏହା ଭାଜି ହୋଇଗଲା ପରେ ସେଥିରେ ସନ୍ଧାର୍ବ୍ୟ ଲୁଣ କୁ ନେଇ ପକାଇ ମିଶାଇ ଦିଅନ୍ତୁ । ତେବେ ଆପଣ ଏଥିରୁ ଏକ ଚାମଚ ଖାଇବା ପରେ ସେଵନ କରନ୍ତୁ ଦେଖିବେ ଆପଣଙ୍କ କାଶ ଦୁଇ ତିନି ଦିନ ଭିତରେ ଭଲ ହୋଇଯିବ । ତେବେ ଆଉ ଏକ ଉପଚାର ହେଉଛି ଆପଣ ସିଙ୍ଗାରା ହାରା ପତ୍ର ।
ତେବେ ଏହି ପତ୍ର କୁ ଭଲଭାବରେ ଧୋଇ ଦିଅନ୍ତୁ ଏବଂ ଟିକେ ପାଣି ମିଶାଇ ଗ୍ରାଇଣ୍ଡିଂ କରି ଦିଅନ୍ତୁ ଏବଂ ତାର ରସକୁ ଛାଣି ଦିଅନ୍ତୁ ତେବେ ଏହି ରସ ରେ ମହୁ ମିଶାଇ ଦିନରେ ଦୁଇ ରୁ ତିନି ଚାମଚ ସେବନ କରନ୍ତୁ ଦେଖିବେ ଆପଣଙ୍କ କାଶ ବହୁତ ଶୀଘ୍ର ଭଲ ହୋଇଯିବ । ଯଦି ଛୋଟ ଛୁଆ ଥିବ ତେବେ ଆପଣ ଗୋଟିଏ ଚାମଚ ହିଁ କେବଳ ଦେବେ । ତେବେ ଆପଣ ଏହି ଉପଚାର କୁ ନିଶ୍ଚିତ ଘରେ ବ୍ୟବହାର କରନ୍ତୁ ଏବଂ ପୁରୁଣା କାଶ କୁ ଭଲ କରିଦେବ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ