Hair Care Tips- କେତେ ବି ପୁରୁଣା ଚନ୍ଦାପଣ ହୋଇଥାଉ ୧୦୦% କେଶ ଉଠିବ, ବାସ ଲଗାନ୍ତୁ ଏହି ତେଲ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କେଶ ଅତ୍ୟଧିକ ଝଡିବା କାରଣରୁ ବହୁତ ଲୋକ ଚନ୍ଦାପଣର ଶିକାର ହେଉଛନ୍ତି । ଏହା ସାଧାରଣତଃ ଜେନେଟିକ ବା ବଂଶାନୁଗତ କାରଣରୁ ହେଉଛି । ନିଜର ଚନ୍ଦାପଣ କାରଣରୁ ବହୁତ ଲୋକ ନିଜର ଆତ୍ମବିଶ୍ବାସ ହରାଇ ବସୁଛନ୍ତି । ଯେଉଁ କାରଣରୁ ସେମାନେ ନିଜକୁ ଅନ୍ୟ ଆଗରେ ସବୁବେଳେ ଛୋଟ ବୋଲି ମାନେ କରୁଛନ୍ତି । ତେଣୁ ସେହି ଚନ୍ଦାପଣରୁ ମୁକ୍ତି ପାଇବା ପାଇଁ ଏକ ରେମିଡି ପ୍ରସ୍ତୁତ କରିବା ।

ଏହି ରେମିଡି ପାଇଁ ପ୍ରଥମ ସାମଗ୍ରୀ ହେଉଛି ୫୦ ଗ୍ରାମର ନଡିଆ ତେଲ । ଦିତୀୟ ସାମଗ୍ରୀ ହେଉଛି ମନ୍ଦାର ପତ୍ର । ମନ୍ଦାର ପତ୍ର ଚନ୍ଦା ମୁଣ୍ଡରେ କେଶ ଉଠାଇବା ପାଇଁ ବହୁତ ଲାଭଦାୟକ ହୋଇଥାଏ । ୧୦ ରୁ ୧୫ ଟି ମନ୍ଦାର ପତ୍ରକୁ ଧୋଇ ଆଣି ଛେଚି କିମ୍ବା ଗ୍ରାଇଁଡିଙ୍ଗ ସେଥିରୁ ରସ ବାହାର କରି ଦିଅନ୍ତୁ ।

ନଡିଆ ତେଲ ସହ ବାଟିକି ରଖିଥିବା ନଡିଆ ରସକୁ ମିଶାଇ ଏକ ପାତ୍ର ଦ୍ଵାରା ଗ୍ଯାସରେ ବସାଇ ଏହାକୁ ଗରମ କରି ଦିଅନ୍ତୁ । ୫ ମିନିଟ ପର୍ଯ୍ୟନ୍ତ ଧିମା ଆଞ୍ଚରେ ଫୁଟାଇ ଏହାକୁ ଗରମ କରି ଦିଅନ୍ତୁ । ତେଲ ଗରମ ହୋଇସାରିଲା ପରେ ଏହାକୁ କିଛି ସମୟ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ ।

ତାପରେ ସେହି ତେଲକୁ ଛଣା ସାହାଜ୍ଯରେ ଛାଣି ଅନ୍ୟ ଏକ ପାତ୍ରକୁ ନେଇ ଆସନ୍ତୁ । ଏହି ରେମିଡି ପ୍ରସ୍ତୁତ ହୋଇଗଲା । ତାପରେ ଅନ୍ୟ ଏକ ରେମିଡି କରନ୍ତୁ, ତାହା ହେଉଛି ହେଉଛି ପିଆଜ ରସ । ପିଆଜ ରସ ମଧ୍ୟ ଚନ୍ଦାପଣରେ ଚୁଟି ଉଠାଇବାରେ ସାହାଜ୍ଯ କରିଥାଏ । ଗୋଟିଏ ପିଆଜକୁ ଆଣି ତାହାକୁ ଟିକି ଟିକି କରି କାଟି ତାହାକୁ ଛେଚି ବା ଗ୍ରାଇଣ୍ଡିଙ୍ଗ କରି ସେଥିରୁ ରସ ବାହାର କରି ଦିଅନ୍ତୁ ।

ସବୁଦିନ ସକାଳ ସମୟରେ ମନ୍ଦାର ପତ୍ର ଓ ନଡିଆ ତେଲରୁ ପ୍ରସ୍ତୁତ କରିଥିବା ତେଲକୁ ନିଜ ମୁଣ୍ଡରେ ମାଲିସ କରନ୍ତୁ । ଏହା ସହିତ ରାତିରେ ଶୋଇବା ପୂର୍ବରୁ ୧ ଚାମଚ ପିଆଜ ରସ ସହିତ ୧ ଚାମଚ ପ୍ରସ୍ତୁତ କରିଥିବା ନଡିଆ ତେଲକୁ ଲଗାନ୍ତୁ । ସକାଳୁ ଉଠି ପାଣି ସହାୟତାରେ ନିଜ ମୁଣ୍ଡ ଧୋଇ ଦିଅନ୍ତୁ ।

ଏହିପରି ସକାଳେ ଓ ରାତିରେ ଏହି ରେମିଡିକୁ ନିଜ ମୁଣ୍ଡରେ ପ୍ରୟୋଗ କରିବା ଦ୍ଵାରା ଚନ୍ଦା ହୋଇଯାଇଥିବା ଜାଗାରେ ମଧ୍ୟ ନୂତନ କେଶ ଉଠିବାକୁ ଆରମ୍ଭ କରିବ । ଏହି ରେମିଡି କରିବା ସହିତ ନିଜର ୨ ହାତର ଆଙ୍ଗୁଠିରେ ଥିବା ନଖ ଗୁଡିକ କିଛି ଦିନ ପର୍ଯ୍ୟନ୍ତ ଘଷିବା ଦ୍ଵାରା ମଧ୍ୟ ଚନ୍ଦା ଜାଗାରେ କେଶ ଉଠିଥାଏ । ଯଦି ଏହି ପୋଷ୍ଟଟି ଆପଣଙ୍କୁ ପସନ୍ଦ ଆସିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *