Jyotish Shastra- ପ୍ରେମରେ ବିଲକୁଲ ପାଗଳ ହେଇଯାନ୍ତି ଏହି 4 ଟି ନାମର ଝିଅ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରତ୍ୟେକ ମନୁଷ୍ୟ ଙ୍କ ଜୀବନ ରେ ସୁଖ ଦୁଃଖ ଲାଗି ରହିଥାଏ । ଏହି ସବୁର ମୁଖ୍ୟ କାରଣ ହେଉଛି, ଗ୍ରହ ଏବଂ ନକ୍ଷତ୍ର ମାନଙ୍କ ଉପସ୍ଥିତି ।

ଏହା ସହିତ ପ୍ରତ୍ୟେକ ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ମଧ୍ୟ ସେହି ବ୍ୟକ୍ତି ର ଜୀବନ ସହିତ ଜଡ଼ିତ ହୋଇ ରହିଥାଏ । ପ୍ରତ୍ୟେକ ମନୁଷ୍ୟକୁ ନିଜ ଜୀବନରେ ଜଣେ ସାଥି ର ଆବଶ୍ୟକତା ରହିଥାଏ । ବ୍ୟକ୍ତି ର ନାମର ପ୍ରଥମ ଅକ୍ଷର ଅନୁସାରେ ହିଁ ସେହି ବ୍ୟକ୍ତି ର ଭାଗ୍ୟ ନିର୍ଦ୍ଧାରିତ ହୋଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ୪ଟି ଏଭଳି ନାମ ଥିବା ଝିଅ ମାନଙ୍କ ସମ୍ବନ୍ଧରେ କହିବୁ ଯେଉଁମାନେ ଭଲ ପାଇବାରେ ପାଗଳ ହୋଇଥାନ୍ତି ଏବଂ ଶେଷରେ ଧୋକା ଖାଇଥାନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଅକ୍ଷରଟି ହେଉଛି ‘K’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଦେଖିବାକୁ ବହୁତ ସୁନ୍ଦର ଓ ଆକର୍ଷଣୀୟ ହୋଇଥାନ୍ତି । ଏହି ଝିଅ ମାନେ ଅତ୍ୟନ୍ତ ଗୁଣୀ ଅଟନ୍ତି । ନିଜ ସ୍ୱଭାବ ଜରିଆରେ ଏମାନେ ସମସ୍ତ ଙ୍କୁ ନିଜ ପ୍ରତି ଆକର୍ଷିତ କରିଥାନ୍ତି ।

ଏମାନେ ଯେଉଁ ବ୍ୟକ୍ତି କୁ ଭଲ ପାଇଥାନ୍ତି ସେମାନଙ୍କ ପାଇଁ କିଛି ବି କରିବାକୁ ମଧ୍ୟ ପ୍ରସ୍ତୁତ ହୋଇଯାନ୍ତି । ପ୍ରେମ ମାମଲା ରେ ଏହି ନାମର ଝିଅ ମାନେ ବହୁତ ଇମାନ୍ଦାର ଅଟନ୍ତି । କିନ୍ତୁ ଏମାନେ ନିଜ ଜୀବନସାଥୀ ଙ୍କ ନିଜ ପ୍ରତି ଅଣଦେଖା ସ୍ୱଭାବ ଆଦୌ ପସନ୍ଦ କରନ୍ତି ନାହିଁ ଏବଂ ଯେବେ ଏମାନଙ୍କ ଜୀବନ ସାଥି ତାଙ୍କୁ ଧୋକା ଦେଇଥାଏ ତେବେ ସେ ନିଜକୁ ସମ୍ଭାଳି ପାରନ୍ତି ନାହିଁ ।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷରଟି ହେଉଛି, ‘P’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଶାନ୍ତ ସ୍ୱଭାବ ର ହୋଇଥାନ୍ତି । ଏହି ଝିଅ ମାନେ ଅନ୍ୟ ମାନଙ୍କ ଅପେକ୍ଷା ଭିନ୍ନ ହୋଇଥାନ୍ତି । ଏମାନେ ଲଭ ମ୍ୟାରେଜ ଉପରେ ବିଶ୍ୱାସ ରଖନ୍ତି ଏବଂ ବହୁତ ଶୀଘ୍ର ପ୍ରେମ ରେ ମଧ୍ୟ ପଡ଼ି ଯାଆନ୍ତି । ଏହି ଝିଅ ମାନେ ନିଜ ଜୀବନସାଥୀ ଙ୍କୁ ବହୁତ ଭଲ ପାଆନ୍ତି । କିନ୍ତୁ ଏମାନେ ସବୁଠାରୁ ଅଧିକ ଦୁଃଖୀ ସେତେବେଳେ ହୁଅନ୍ତି ଯେତେବେଳେ ଏମାନଙ୍କ ଜୀବନସାଥୀ ଏମାନଙ୍କୁ ଅଧା ରୁ ହିଁ ଛାଡି ଚାଲି ଯାଇଥାଏ । ଏମାନେ ଏଥିପାଇଁ ନିଜକୁ ହିଁ ଦୋଷୀ ଭାବିଥାନ୍ତି ଏବଂ ମନ ଭିତରେ ବହୁତ ଦୁଃଖ ରେ ରୁହନ୍ତି ।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି, ‘R’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନଙ୍କ ହୃଦୟ ବହୁତ ସଫା ହୋଇଥାଏ । ସେମାନେ ନିଜ ଜୀବନସାଥୀ ଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କର ଯତ୍ନ ନିଅନ୍ତି । ନିଜ ପତି ଙ୍କ ସେବା କରିବା ଏମାନଙ୍କୁ ବହୁତ ପସନ୍ଦ ହୋଇଥାଏ । ଏମାନେ ନିଜ ଜୀବନସାଥୀ ଙ୍କ ସହ ଥିବା ସମ୍ପର୍କ କୁ ବହୁର ହିଁ ଇମାନ୍ଦାର ଭାବରେ ତୁଲାଇଥାନ୍ତି । କିନ୍ତୁ ଯେବେ ଏମାନଙ୍କୁ ଏହା ବଦଳରେ ଭଲ ପାଇବା ମିଳିନଥାଏ ଏମାନେ ମନ ଦୁଃଖ କରିଥାନ୍ତି ।

୪. ବନ୍ଧୁଗଣ ଚତୁର୍ଥ ଅକ୍ଷର ଟି ହେଉଛି, ‘S’ । ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ଜୀବନସାଥୀ ଙ୍କୁ ବହୁତ ଭଲ ପାଇଥାନ୍ତି । ଏମାନେ ନିଃସ୍ୱାର୍ଥ ଭାବ ରେ ନିଜ ପତି ଙ୍କ ସେଵା କରିଥାନ୍ତି ଏବଂ ସର୍ବଦା ତାଙ୍କ ପ୍ରତି ଇମାନଦାର ରୁହନ୍ତି । ଏହି ନାମର ଝିଅ କେବେବି ନିଜ ଜୀବନସାଥୀ ଙ୍କୁ ଧୋକା ଦେଇ ନଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *