ପ୍ରତିଦିନ ଖାଆନ୍ତୁ ଏହି 3 ଟି ପରିବା, Calcium ର ଅଭାବ, ହାତ, ଗୋଡ, ଅଣ୍ଟା ବିନ୍ଧା ୧୦୦ ବର୍ଷ ପର୍ଯ୍ୟନ୍ତ ହେବାକୁ ଦେବନି- Health Tips

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ଅଧିକାଂଶ ଲୋକ ଆଣ୍ଠୁ ଗଣ୍ଠି ବ୍ୟଥା, ବାଟ ରୋଗ, ଦୁର୍ବଳତା, ପେଟ ସମସ୍ୟା ଓ ଚେହେରା ଜନିତ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ବନ୍ଧୁଗଣ ଏହି ସବୁ ସମସ୍ୟା ହେବାର କାରଣ ହେଉଛି ଭୁଲ ଜୀବନ ଶୈଳୀ ଓ ଖାଦ୍ୟ ପେୟରେ ଅଭାବ । ଯଦି ମଣିଷ ଭଲ ଖାଦ୍ୟର ସେବନ ନକରିବ ତା ହେଲେ ତାକୁ ଏହି ସବୁ ସମସ୍ୟା ବହୁତ କମ ବୟସରେ ହେବ ।

ଏହି ସବୁ ରୋଗ ହେବା ଦ୍ଵାରା ମଣିଷକୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ଓ ଆଜୀବନ ବହୁତ ଟଙ୍କାର ମେଡ଼ିସିନ ଖାଇବାକୁ ପଡିଥାଏ । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ତିନୋଟି ପନିପରିବା ବିଷୟରେ କହିବାକୁ ଯାଉଛୁ ଯାହା ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ । ଯଦି ଆପଣ ଏହି ତିନୋଟି ପରିବାକୁ ସବୁ ଦିନ ସେବନ କରିବେ ତା ହେଲେ ଆପଣଙ୍କୁ ଆଜୀବନ କୌଣସି ରୋଗ ହେବ ନାହିଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ପରିବା ଗୁଡିକ ବିଷୟରେ ।

ବ୍ରୋକଲି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛି ବ୍ରୋକଲି । ଆପଣ ମାନେ ସମସ୍ତେ ବ୍ରୋକଲି ନିଶ୍ଚୟ ଖାଇଥିବେ । ବନ୍ଧୁଗଣ ଯଦି ଆପଣ ନିରାମିଷ ଅଛନ୍ତି ତା ହେଲେ ଆପଣଙ୍କୁ ଗୋଟେ ସପ୍ତାହରେ କମ ସେ କମ ଦୁଇ ଥର ବ୍ରୋକଲିର ସେବନ କରିବା ଉଚିତ । କାରଣ ଏହି ବ୍ରୋକଲିରେ ବହୁତ ମାତ୍ରାରେ ପ୍ରୋଟିନ ଓ ଭିଟାମିନ୍ସ ଥାଏ ଯାହା ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ଏହା ଆମର ଦୁର୍ବଳତା, ଆଖି ଜନିତ ସମସ୍ୟା, କେସ ଜନିତ ସମସ୍ୟା ଓ ଚେହେରା ଜନିତ ସମସ୍ୟାକୁ ବହୁତ ଶୀଘ୍ର ଦୂର କରିଥାଏ ।

ଲାଉ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛି ଲାଉ । ଆପଣ ମାନେ ନିଶ୍ଚୟ ଲାଉ ଖାଇଥିବେ ଓ ଏମିତି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁମାନେ ଲାଉର ସେବନ କରନ୍ତି ନାହିଁ । ବନ୍ଧୁଗଣ ଲାଉ ହାର୍ଟ ଜନିତ ସମସ୍ୟା, ଡାଇବେଟିସ ଓ ଉଛ ରକ୍ତଚାପ ଆଦିକୁ ଦୂର କରିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଲାଉର ଜୁସ କରି ସେବନ କରିବା ଉଚିତ । ଏହା ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଆପଣ କମ ସେ କମ ସପ୍ତାହରେ ଦୁଇ ଥର ଏହାର ସେବନ ନିଶ୍ଚୟ କରନ୍ତୁ ।

ମଟର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛି ମଟର । ବନ୍ଧୁଗଣ ମଟରରେ ବହୁତ ମାତ୍ରାରେ ପ୍ରୋଟିନ, କ୍ୟାଲସିୟମ ଓ ଫାଇବର ଆଦି ରହିଥାଏ ଯାହା ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ଅଟେ । ବନ୍ଧୁଗଣ ମଟର ଆମ ଶରୀରକୁ ମଝବୁତ କରିବା ସହ ଏହା ଆମ ଶରୀରର ରୋଗପ୍ରତିଷେଧକ ଶକ୍ତିକୁ ବଢାଇ ଥାଏ । ତେଣୁ ଆପଣ ମାନେ ସପ୍ତାହରେ ଚାରି ଦିନ ମଟରର ସେବନ ନିଶ୍ଚୟ କରନ୍ତୁ । ଏହା କେତେକ ମାରାତ୍ମକ ରୋଗକୁ ଜଡରୁ ଦୂର କରିବାରେ ସହାୟକ ହୋଇଥାଏ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ। ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି କିଛି ନୂଆ ନୂଆ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିଦେବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *