ପେଟର ଗ୍ଯାସ, ବଦହଜମି ତୁରନ୍ତ ଗାୟବ ହେଇଯିବ, Immunity କରିଦେବ ଏକଦମ ଷ୍ଟ୍ରଙ୍ଗ, କରନ୍ତୁ ଦେଶୀ ଉପାୟ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଙ୍କୁ ଗ୍ୟାସ, ବଦହଜମି ଓ ଏସିଡିଟି ଭଳି ସମସ୍ୟା ରହିଥାଏ । ଏହି ସମସ୍ୟା ଦ୍ଵାରା ବହୁତ କଷ୍ଟ ମଧ୍ୟ ଅନୁଭୂତ ହୋଇଥାଏ ।

ଏହି ସମସ୍ୟା ଦେଖାଯିବା ଦ୍ଵାରା ଆପଣ ବିଭିନ୍ନ ପ୍ରକାର ମାର୍କେଟ ରେ ମିଳୁଥିବା ପ୍ରଡକ୍ଟ ବ୍ୟବହାର ମଧ୍ୟ କରିଥାନ୍ତି । କିନ୍ତୁ ବନ୍ଧୁଗଣ ତାହା କେବଳ ସେହି ସମୟ ପାଇଁ ହିଁ ଗ୍ୟାସ ରୁ ମୁକ୍ତି ଦେଇଥାଏ କିନ୍ତୁ ଏହି ସମସ୍ୟା ଜୀବନ ସାରା ରହିଯାଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ବାରା ଆପଣଙ୍କ ଗ୍ୟାସ, ଏସିଡିଟି ଏବଂ ବଦହଜମି ଭଳି ସମସ୍ୟା ତୁରନ୍ତ ଦୂର ହୋଇଯିବ ।

ଏହି ଉପାୟ ସମ୍ପୁର୍ଣ୍ଣ ରୂପରେ ପ୍ରାକୃତିକ ଅଟେ । ଏହି ଉପାୟ ର ପ୍ରୟୋଗ ଦ୍ବାରା ଆପଣଙ୍କୁ କୌଣସି ସାଇଡ଼ ଇଫେକ୍ଟ ମଧ୍ୟ ହେବ ନାହିଁ ଏବଂ ଏହି ସବୁ ପେଟ ଜନିତ ସମସ୍ୟା ଜୀବନ ସାରା ପାଇଁ ଦୂର ହୋଇଯିବ । ଏହି ଘରୋଇ ଉପଚାର ଅତ୍ୟନ୍ତ ସହଜ ଓ ସରଳ ଅଟେ । ତେବେ ବନ୍ଧୁଗଣ ଆସନ୍ତୁ ଏହି ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ଆପଣଙ୍କୁ କେବଳ ୨ ଟି ସାମଗ୍ରୀ ର ଆବଶ୍ୟକତା ରହିଛି । ତାହା ହେଉଛି, ଜୁଆଣି ଏବଂ ଗୁଡ଼ । ଜୁଆଣି ଖାଇବା ଦ୍ବାରା ଏହା ଆମ ହଜମ ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିଥାଏ । ଏହା ଖାଇବା ଦ୍ବାରା ଆମ ପାଚନ କ୍ରିୟା ମଜବୁତ ହୋଇଥାଏ ।

ଗୁଡ଼ ରେ ମଧ୍ୟ ଏଭଳି ପୋଷକ ତତ୍ତ୍ୱ ରହିଥାଏ ଯାହା ଆମ ପେଟ ପାଇଁ ଲାଭଦାୟୀ ହୋଇଥାଏ । ତେବେ ଆପଣ ପ୍ରଥମେ ଏକ ଖଣ୍ଡ ଗୁଡ଼ କୁ ଭଲ ଭାବରେ ଛେଲି ରଖନ୍ତୁ । ଏହାପରେ ସେହି ଗୁଡ଼ ରେ ଆପଣ ଜୁଆଣି କୁ ମିଶାନ୍ତୁ । ଆପଣ ଚାହିଁଲେ ଜୁଆଣି କୁ ଗୁଣ୍ଡ କରି ମଧ୍ୟ ମିଶାଇ ପାରିବେ । ଏହାପରେ ଆପଣ ଜୁଆଣି ଓ ଗୁଡ଼ କୁ ଭଲ ଭାବରେ ମିଶାଇ ଛୋଟ ଛୋଟ ଗୁଳା ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଆପଣଙ୍କ ଉପଚାର ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇଗଲା ।

ଗୁଡ଼ ଓ ଜୁଆଣି ରୁ ପ୍ରସ୍ତୁତ କରା ଯାଇଥିବା ଏହି ଗୁଳା କୁ ଆପଣ ଖାଇବା ପୂର୍ବରୁ ଅଥବା ପରେ ମଧ୍ୟ ସେବନ କରି ପାରିବେ । ଯଦି ଆପଣଙ୍କ ପେଟ ରେ ବହୁତ ଅଧିକ ଯନ୍ତ୍ରଣା ହେଉଛି ତେବେ ଆପଣ ଉଷୁମ ପାଣି ରେ ଏହାକୁ ଖାଆନ୍ତୁ । ନଚେତ ଆପଣ ସାଧା ପାଣି ରେ ଏହାକୁ ଖାଇ ପାରିବେ ।

ଆପଣ ଚାହିଁଲେ ଏହି ଗୁଳା କୁ ସେମିତି ଖାଲି ଖାଇ ପାରିବେ । ଏହାଦ୍ବାରା ଆପଣଙ୍କ ଗ୍ୟାସ ଓ ବଦହଜମି ସମସ୍ୟା ତୁରନ୍ତ ଦୂର ହୋଇଯିବ । ତେଣୁ ବନ୍ଧୁଗଣ ଆପଣ ଏହି ଘରୋଇ ଉପଚାର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *