ନମସ୍କାର ବନ୍ଧୁଗଣ ଆମେ ଅନେକ ସିନେମା ରେ ଦେଖୁ କି ଏକ ଯାଦୁ ପାଣି ରହିଛି ଯାହାକୁ ପୋସନ ଡ୍ରିଙ୍କ କୁହାଯାଏ ଏବଂ ତାକୁ ପିଇଲେ ଆପଣ ଶକ୍ତିଶାଳୀ ତଥା ବଳବାନ ହୋଇ ଯାଆନ୍ତି ।
ଏହା ଆମକୁ ଅନେକ ଯାଦୁକର ସିନେମା ଏବଂ ଧାରାବାହିକ ରେ ଦେଖିବାକୁ ମିଳିଥାଏ । ଏହା କେବଳ ସିନେମା କିମ୍ବା ଧାରାବାହିକ ରେ କାଳ୍ପନିକ ନୁହେଁ । ଏହା ଆମ ବାସ୍ତବିକ ଜୀଵନ ସହିତ ମଧ୍ୟ କିଛି ସମ୍ପର୍କ ଥାଏ । ଆପଣ ଙ୍କ ସମ୍ମୁଖରେ ଯେଉଁ ଚିତ୍ର ରହିଛି ସେହି ଚିତ୍ର ରେ ଆପଣ ଙ୍କୁ ପାଞ୍ଚଟି ପୋସନ ଡ୍ରିଙ୍କ ର ଚିତ୍ର ଦିଆ ଯାଇଛି । ଆପଣ ମାନେ ସେହି ପାଞ୍ଚ ଟି ଚିତ୍ର ରୁ ନିଜ ମନ ଅନୁସାରେ ଯେ କୌଣସି ଗୋଟିଏ କୁ ବାଛନ୍ତୁ ଏବଂ ନିଜ ଅନ୍ତର ମନ କଥା ଜାଣନ୍ତୁ ।
୧- ବନ୍ଧୁଗଣ ଯଦି ଆପଣ ଚିତ୍ର ରେ ଥିବା ପ୍ରଥମ ପୋସନ ଡ୍ରିଙ୍କ କୁ ଚୟନ କରୁଛନ୍ତି ଅର୍ଥାତ ସବୁଜ ରଙ୍ଗ ର ପାଣି । ତେବେ ଆପଣ ସର୍ଵଦା ଯବାନ ରହିବାକୁ ଚାହୁଁଛନ୍ତି । ଏବଂ ଆପଣ ନିଜ ଅତୀତ ସହ ଶାନ୍ତି ପୂର୍ଣ ବୁଝାମୁଣା କରନ୍ତି କାରଣ ଆପଣ ଙ୍କୁ ନିଜ ଜୀବନରେ ଶାନ୍ତି ଦରକାର । ଏବଂ ଜୀଵନ ରେ ଘଟୁଥିବା ପ୍ରତ୍ୟେକ କଥା କୁ ସ୍ୱୀକାର କରିବାକୁ ପଡିବ ।
୨- ବନ୍ଧୁଗଣ ଯଦି ଆପଣ ଚିତ୍ର ରେ ଥିବା ଦ୍ଵିତୀୟ ଡ୍ରିଙ୍କ କୁ ଅର୍ଥାତ ନୀଳ ରଙ୍ଗ ର ପାଣି । ଏହାର ଅର୍ଥ ଆପଣ ଙ୍କୁ ଖୋଲା ଆକାଶ ବହୁତ ପସନ୍ଦ ଏବଂ ଆପଣ ଙ୍କୁ କାହା ସହ ସମର୍ପଣ ସମ୍ପର୍କ ରେ ରହିବାକୁ ପସନ୍ଦ ନୁହେଁ । ଏହା ଆପଣ ଙ୍କ ଜୀଵନ ର ସବୁଠାରୁ ବଡ଼ ସମସ୍ୟା ମଧ୍ୟ ହୋଇ ପାରେ । ଆପଣ ଙ୍କୁ ଜୀଵନ କି ଏକଦମ ଖୋଲା ହୃଦୟ ର ସହିତ ଏବଂ ସବୁ ସମୟ ଏବଂ ମୁହୂର୍ତ୍ତ କୁ ଭଲ ଭାବରେ ବଞ୍ଚିବା ଉଚିତ ଏବଂ ଖୁସି ରେ ରହିବା ଉଚିତ ।
୩- ବନ୍ଧୁଗଣ ଯଦି ଆପଣ ଚିତ୍ର ରେ ଥିବା ତୃତୀୟ ଡ୍ରିଙ୍କ ଅର୍ଥାତ କଳା ରଙ୍ଗ ର ପାଣି କୁ ଚୟନ କରୁଛନ୍ତି ତେବେ ଆପଣ ଙ୍କୁ ଗାୟବ ହେବାର ବହୁତ ଇଚ୍ଛା ରହିଥାଏ । ଏବଂ ଆପଣ ଅନେକ ଅସୁବିଧା ରେ ଫଶି ଯାଉଛନ୍ତି । ତେଣୁ ଆପଣ ନିଜ ଜୀଵନ ରୁ ସେହି ନକରାତ୍ମକ ଶକ୍ତି ଏବଂ ବ୍ୟକ୍ତି କୁ ବାହାର କରିବା ଉଚିତ ।
୪- ବନ୍ଧୁଗଣ ଯଦି ଆପଣ ଚିତ୍ର ରେ ଥିବା ଚତୁର୍ଥ ଡ୍ରିଙ୍କ ଅର୍ଥାତ ନାଲି ରଙ୍ଗ ର ଡ୍ରିଙ୍କ କୁ ଚୟନ କରୁଛନ୍ତି ତେବେ ଆପଣ ବହୁତ ଶକ୍ତିଶାଳୀ ହେବାକୁ ଇଚ୍ଛା କରନ୍ତି । ନିଜ ଜୀବନରେ କୌଣସି ନକରାତ୍ମକ ଶକ୍ତି କୁ ଜୀଵନ ରେ ରଖିବାକୁ ଦିଅନ୍ତି ନାହିଁ ଏବଂ ଆପଣ ନିଜ ଭାବନା କୁ ନିୟନ୍ତ୍ରଣ କରିବା ଆପଣ ଜାଣିଛନ୍ତି ।
୫- ବନ୍ଧୁଗଣ ଯଦି ଆପଣ ଚିତ୍ର ରେ ଥିବା ପଞ୍ଚମ ଡ୍ରିଙ୍କ ଅର୍ଥାତ ବାଇଗଣୀ ଡ୍ରିଙ୍କ । ଏହାର ଅର୍ଥ ହେଉଛି ଆପଣ ଜାଣି ଥାଆନ୍ତି କି ଆପଣ ଙ୍କ ଜୀଵନ କେଉଁ ଆଡ଼କୁ ଗତି କରୁଛି । ଏବଂ ନିଜେ ଚୟନ କରୁଥିବା ଜିନିଷ ପ୍ରତି ଆପଣ ବହୁତ ସନ୍ତୁଷ୍ଟ ମଧ୍ୟ ଥାଆନ୍ତି । ଏବଂ ଆପଣ ଙ୍କ ଭିତରେ ବହୁତ ଆତ୍ମ ବିଶ୍ୱାସ ରହିଥାଏ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।