ଏମିତି ପଢ଼ିଲେ ଗଧ ବି ଟପ୍ପର ହୋଇଯିବ…ଛାତ୍ର ଛାତ୍ରୀମାନେ ଏହାକୁ ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ କହିବୁ କେମିତି ଜଣେ ସାଧାରଣ ଛାତ୍ର ଗଧ ହୋଇଥିଲେ ବି ଟପ୍ପର ହୋଇପାରିବ । ଏହା ଆମେ ଆପଣଙ୍କୁ ଏକ କାହାଣୀ ଜରିଆରେ ଜଣାଇବୁ । ଥରେ କୁନା ନାମକ ଛାତ୍ର ଧାଇଁ ଆସି ଗୁରୁଜୀଙ୍କ ପାଖକୁ ଆସି କହିଲା ମୁଁ ପରୀକ୍ଷାରେ ପାସ ହୋଇଛି ଖୁସି ଅପେକ୍ଷା ମୋ ବଡ ଭାଇ ଟପ୍ପର ହୋଇପାରିଛି ସେଥିପାଇଁ ମୁଁ ବହୁତ ଖୁସି । ଗୁରୁଜୀ ବଡ ଭାଇ ଟପ୍ପର ହେବା ପଚରା କାହାଣୀ କହିବାକୁ ଯାଇ କହିଲେ

ଯେ ଯେବେ ତୋର ଭାଇ ନବମ ଶ୍ରେଣୀରେ ପରୀକ୍ଷାରେ ଖରାପ କରିଲା ଆଉ କନ୍ଦିକି ଆସି ମୋ ପାଖରେ କହିଲା ମୁଁ କଣ କେବେ ଜୀବନରେ ଭଲ ପାଠ ପଢିପାରିବି ନାହି । ଗୁରୁଜୀ କହିଲେ ତୁ ଯଦି ଗୋଟେ କମ କରିପାରିବୁ ନିଶ୍ଚୟ ସଫଳ ହେବୁ । ଗୁରୁଜୀ କହିଲେ ସବୁବେଳେ ପାଠକୁ ଗପ ଭଳି ପଢିବା ପାଇଁ ଚେଷ୍ଟା କର । ଶ୍ରଦ୍ଧାବାନ ହୋଇ ପାଠ ପଢିବାକୁ ଚେଷ୍ଟା କର କିନ୍ତୁ ପାଠକୁ ପ୍ରେସର ଦିଅ ନାହି ।

ଗୁରୁଜୀ କହିଲେ ମୁନା ଧ୍ୟାନ ରଖିବୁ ପରୀକ୍ଷାରେ ମନେ ପକାଇବା ଆଉ ଭଲ ଲେଖିବା । କିନ୍ତୁ ବର୍ଷ ସାରା ପିଲାମାନେ ପାଠ ପଢିଥାନ୍ତି କିନ୍ତୁ ପରୀକ୍ଷାରେ କିଛି ମନେ ପଡେ ନାହି । ପ୍ରତେକ ଦିନ ଯାହା ପଢା ହେଲା ତାହାକୁ ସନ୍ଧ୍ୟାରେ ଧ୍ୟାନ ବସି ପାଠକୁ ମନେ ପକାଇବ । ସକାଳୁ ଯାହା ନିଜେ ପଢିବ ତାହା ମନେ ପକାଇବାର ଅଭ୍ଯାସ କର ବୋଲି ଗୁରୁଜୀ କହିଲେ ।

ଆଗକୁ ଗୁରୁଜି କହିଲେ ଆଜିର ଛାତ୍ର ମାନେ କଣ କରୁଛନ୍ତି ନା ଯାହା ପଢୁଛନ୍ତି ତାକୁ ଅଭ୍ଯାସ କରନ୍ତି ନାହି କି ମନେ ରଖନ୍ତି ନାହି ଯାହା ଫଳରେ ପରୀକ୍ଷା ରେ କିଛି ଆସେ ନାହି । ଏହା ପରେ ଗୁରୁଜୀ କୁନାକୁ କହିଲେ ମୁଣା କିଛି ଦିନ ପରେ ଆସି କହିଲା ଆପଣ ଯେମିତି କହିଥିଲେ ପାଠ ପଢିବାକୁ ମୁଁ ସେମିତି କରୁଛି । ଆପଣ ମୋତେ ମନେ ରଖିବାକୁ କହିଥିଲେ ମୋର ସବୁ ପାଠ ମନେ ରହୁଛି । ମୁଁ ପ୍ରତେକ ଦିନ କଣ ପଢିଲି ତାକୁ ସନ୍ଧ୍ୟାରେ ମୁଁ ମନେ ପକାଉଚି ବୋଲି ମୂନା ଆସି କହିଥିଲା ଗୁରୁଜୀଙ୍କୁ ।

ଏହା ଶୁଣିବା ପରେ ଗୁରୁଜୀ ମୂନାକୁ କହିଥିଲେ ଦେଖିବୁ ଦିନେ ନା ଦିନେ ତୁ ନିଶ୍ଚୟ ଟପ୍ପର ହେବୁ । ଯାହା ସତ ହୋଇଛି ବୋଲି ଗୁରୁଜୀ କୁନାକୁ କହିଲେ । ମୂନାର ମନେ ପକାଇବାର ଶକ୍ତି ହିଁ ଆଜି ତାକୁ ପରୀକ୍ଷାରେ ଟପର କରାଇଛି । ତେବେ ଏହି କାହାଣୀରୁ ଶିକ୍ଷା ଲାଭ ହେଲା ପ୍ରତେକ ଛାତ୍ରଛାତ୍ରୀ ମାନେ ସ୍କୁଲରେ ଯାହା ପଢୁଛନ୍ତି ତାକୁ ସନ୍ଧ୍ୟାରେ ବସି ଧ୍ୟାନ କରି ମନେ ପକାଇବା ଉଚିତ ।

ଯେଉଁ ବିଷୟ ଉପରେ ପାଠ ପଢିଲା ତାକୁ ପ୍ରତେକ ଦିନ ମନେ ପକାଇବା ଉଚିତ । ଆଉ ପରୀକ୍ଷାରେ ସବୁ ମନେ ପଡିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *