Health Tips- ପୁରୁଣାରୁ ପୁରୁଣା ଆଣ୍ଠୁ ବିନ୍ଧା, କମର ବିନ୍ଧା, କାନ୍ଧରେ କଷ୍ଟକୁ ମୂଳରୁ ଶେଷ କରିଦେବ ଏହି ଉପାୟ

ବନ୍ଧୁଗଣ ଆଜିକାଲି ଆଁଠୁ ଗଣ୍ଠି ସମସ୍ଯା ଓ ଅଣ୍ଟା ବିନ୍ଧା ସମସ୍ଯା ସାଧାରଣ ହୋଇ ଗଲାଣି । ଖାଲି ବୟସ୍କ ନୁହେଁ କମ ବୟସର ଯୁବକ ଯୁବତୀ ଙ୍କ ଠାରେ ମଧ୍ୟ ଆଁଠୁ ଗଣ୍ଠି ସମସ୍ଯା, ଅଣ୍ଟା ବିନ୍ଧା ସମସ୍ଯା ଦେଖା ଯାଉଛି । ଆଜି ଆମେ ଆପଣଙ୍କୁ କହିବୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହାର ମାଲିସ କରିବା ମାତ୍ରେ ହିଁ ଆଁଠୁ ଗଣ୍ଠି ବିନ୍ଧା ସମସ୍ଯା, ଅଣ୍ଟା ବିନ୍ଧା ତୁରନ୍ତ ଗାଏବ ହୋଇଯିବ ।

ଆପଣଙ୍କ ଶରୀରରେ ଯେଉଁ ଜାଗାରେ କଷ୍ଟ ହେଉ ନା କାହିଁକି ତୁରନ୍ତ ଉପଶମ ମିଳିବ । ଏବେ ଆସନ୍ତୁ ଜାଣିବା ଏହି ଉପଚାର ବନାଇବାର ଉପାୟ ବିଷୟରେ । ଏହି ଉପଚାର ତିଆରି କରିବା ପାଇଁ ରସୁଣ ତେଲ ଓ ଖସା ତେଲ ର ଆବଶ୍ୟକ ରହିଛି । ଖସା ତେଲ ଆପଣଙ୍କୁ ଖୁବ ସହଜରେ ବଜାର ରୁ ମିଳିଯିବ ।

ଯଦି ରସୁଣ ତେଲ କହିବା ତେବେ ଏହା ବଜାର ରେ ମିଳିବ ନାହି । ତେଣୁ ରସୁଣ ତେଲ କୁ ଘରେ ତିଆରି କରିବାକୁ ହେବ । ଏଥିପାଇଁ ଆପଣଙ୍କୁ 100 ଗ୍ରାମ ସୋରିଷ ତେଲ ନେବାକୁ ଏବ । ଏହି ତେଲ ରେ ପୁରା ରସୁଣ ଗୋଟା ନେଇ ତାହାକୁ ଛେଚି ପକାଇ ଦିଅନ୍ତୁ ।

ସୋରିଷ ତେଲ ଓ ରସୁଣ ର ଏହି ମିଶ୍ରଣକୁ ସେତେବେଳ ଯାଏଁ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ରସୁଣ ର ରଙ୍ଗ ବାଦାମି ନ ହୋଇଛି । ଏବେ ଏହାକୁ ଅନ୍ୟ ଏକ ପାତ୍ର କୁ ଛାଣି ଦିଅନ୍ତୁ । ଏପରି ଭାବେ ଆପଣ ଅତି ସହଜରେ ରସୁଣ ତେଲ ତିଆରି କରି ପାରିବେ । ବର୍ତ୍ତମାନ ଆପଣଙ୍କୁ ରସୁଣ ତେଲ ଓ ଖସା ତେଲ ସମାନ ଭାବେ ନେବାକୁ ହେବ ।

ଉଦାହରଣ ଯଦି ଆପଣ ଏକ ଚାମଚ ରସୁଣ ତେଲ ନେଉଛନ୍ତି ତେବେ 1 ଚାମଚ ଖସା ତେଲ ନେବାକୁ ହେବ । ଏବେ ଆପଣ ଏହି 2ଟି ସାମଗ୍ରୀ କୁ ଭଲ ଭାବେ ମିଶ୍ରଣ କରି ଦିଅନ୍ତୁ । ମିଶ୍ରଣ କରିବା ପରେ ଆପଣଙ୍କ ଘରୋଇ ଉପଚାର ତିଆରି ହୋଇ ସାରିଛି ।

ଏହି ମିଶ୍ରଣ କୁ ଆପଣ ଆପଣଙ୍କ ଶରୀରର ଯେଉଁ ଜାଗାରେ ବିନ୍ଧା ହେଉଛି ସେଠାରେ ହାଲକା ଭାବେ ମାଲିସ କରନ୍ତୁ । 5ରୁ 7 ମିନିଟ ଯାଏଁ ଏହି ତେଲ ର ମାଲିସ କରନ୍ତୁ । ଦେଖିବେ ଆପଣଙ୍କର ଆଁଠୁ ଗଣ୍ଠି ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା ରୁ ତୁରନ୍ତ ରିହାତି ମିଳିବ । ଏହି ରେମେଡି ବହୁ ପରଖିତ ଅଟେ । ଏହାକୁ ବହୁ ପୁରାତନ କାଳରୁ ବ୍ୟବହାର ହୋଇ ଆସୁଛି ।

ଏହାର ପ୍ରୟୋଗ କରିବା ଆତ୍ରେ ହିଁ ଆପଣଙ୍କୁ ନିଶ୍ଚୟ ରେଜଲ୍ଟ ଦେଖିବାକୁ ମିଳିବ । ତେବେ ଯଦି ଆପଣଙ୍କର ଆଁଠୁ ଗଣ୍ଠି ବିନ୍ଧା ହେଉଛି ତେବେ ଏହି ରେମଡି ର ପ୍ରୟୋଗ ନିହାତି କରନ୍ତୁ । ଏହା ବନାଇବା ବହୁତ ସହଜ ଅଟେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *