ପତଳା ଶରୀର ପାଇଁ ଚିନ୍ତିତ ଅଛନ୍ତି କି ? 5 ଟି ବେସ୍ଟ ଘରୋଇ Tips, ଯେତେ ପତଳା ଶରୀର ହେଉ ନା କାହିଁକି ମାତ୍ର 1 ମାସରେ ହେଇଯିବେ ମୋଟା ଆଉ ହେଲଦୀ

ବନ୍ଧୁଗଣ, ଆଜି ଆମ୍ଭେ ଜାଣିବା କମ ସମୟ ମଧ୍ୟରେ ଓଜନ ବଢାଇବାର ସହଜ ଏବଂ ଘରୋଇ ଉପାୟ ସମ୍ବନ୍ଧରେ । ଅଧିକ ପତଳା ହେବା ଆପଣଙ୍କ ପର୍ଶନାଲିଟି ଏବଂ ଆତ୍ମ ବିଶ୍ଵାସ ଉପରେ ପ୍ରଭାବ ପକାଇଥାଏ । ବଜାରରେ ଓଜନ ବଢାଇବା ନିମନ୍ତେ ବହୁତ ପ୍ରକାରର ଔଷଧ ଉପଲବ୍ଧ ଅଛି । ମାତ୍ର ଏହା ପାର୍ଶ୍ଵ ପ୍ରତିକ୍ରିୟା ଦେଖାଇଥାଏ ।

ଏଣୁ ଆପଣ ଏହି ଔ-ଷ-ଧ ବ୍ୟବହାର ନ କରି ଘରୋଇ ଉପାୟ ଅବଲମ୍ବନ କରିବା ଭଲ ହୋଇଥାଏ । ଯେଉଁଭଳି ଓଜନ କମାଇବା କଷ୍ଟ ହୋଇଥାଏ ସେହିଭଳି ଓଜନ ବଢାଇବା ମଧ୍ୟ କଷ୍ଟସାଧ୍ୟ ହୋଇଥାଏ । କିନ୍ତୁ ବ୍ୟକ୍ତି ଙ୍କ ଦୈନନ୍ଦିନ ଜୀବନର ଖାଦ୍ୟପେୟ ର ପରିବର୍ତ୍ତନ ହିଁ ଶୀଘ୍ର ଓଜନ ବଢାଇବାରେ ସହାୟକ ହୋଇଥାଏ ।

ଓଜନ ବଢାଇବା ନିମନ୍ତେ ପ୍ରତିଦିନ ୨ ଗ୍ଳାସ କ୍ଷୀର ସେବନ କରିବା ଜରୁରୀ ହୋଇଥାଏ । ଏହା ସହିତ ପ୍ରତିଦିନ ୨ ଟି କଦଳୀ ଖାଇବା ଆବଶ୍ୟକ ହୋଇଥାଏ । ମାତ୍ର ଏହି କ୍ଷୀର ଏବଂ କଦଳୀ କୁ ଅଲଗା ଅଲଗା ଖାଇଲେ ଏହା ସେତେ ମାତ୍ରାରେ ପ୍ରଭାବ ଦେଖାଇ ନଥାଏ । ଏଣୁ ଏହାର ଗୋଟିଏ ମିଶ୍ରଣ ପ୍ରସ୍ତୁତ କରିବା ଆବଶ୍ୟକ ହୋଇଥାଏ । ଏହାକୁ ବନାଇବା ପାଇଁ ଆପଣ ୧ ଗ୍ଳାସ କ୍ଷୀରରେ ୨ ଟି କଦଳୀ ଏବଂ ଅଧ ଚାମଚ ଗୁଜୁରାତି ଗୁଣ୍ଡ ଏବଂ ୧ ଚାମଚ ଦେଶୀ ଘିଅ ମିଶାନ୍ତୁ । ଏହାପରେ ଏହାକୁ ଗ୍ରାଇଣ୍ଡିଙ୍ଗ କରି ଏକ ସେକ ପ୍ରସ୍ତୁତ କରନ୍ତୁ । ଏହି ସେକ କୁ ବ୍ରେକଫାଷ୍ଟ ପୂର୍ବ ରୁ ସେବନ କରନ୍ତୁ ।

ଏହି ଡ୍ରିଂକରୁ ଆମ୍ଭ ଶରୀରକୁ ୪୫୦ ରୁ ୫୦୦ କ୍ୟାଲୋରୀ ଶକ୍ତି ମିଳିଥାଏ । ଏଥିରେ ଗୁଆ ଘିଅ ପକାଇଲେ ଅତ୍ୟନ୍ତ ଲାଭ ଦେଇଥାଏ । ଏହା ଓଜନ ବଢାଇବା ସହିତ ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ଏଥିରେ ଥିବା ଗୁଜୁରାତି ଗୁଣ୍ଡ ହଜମ କ୍ରିୟା ରେ ସାହାର୍ଯ୍ୟ କରିଥାଏ । ଏହା ଦ୍ଵାରା କଦଳୀ ଏବଂ କ୍ଷୀରରେ ଥିବା ସଂପୂର୍ଣ୍ଣ ପୋଷାକ ତତ୍ଵ ଶରୀରକୁ ମିଳିଥାଏ । ଓଜନ ବଢାଇବା ନିମନ୍ତେ ଖଜୁରୀ ସେକ ର ସେବନ ଲାଭଦାୟକ ହୋଇଥାଏ । ଏହାକୁ ପ୍ରସ୍ତୁତ କରିବାକୁ ହେଲେ ଆପଣ ସକାଳୁ ୧ ଗ୍ଳାସ କ୍ଷୀରରେ ୫ ରୁ ୬ ଟି ଖଜୁରୀ ପକାଇ ରଖି ଦିଅନ୍ତୁ ।

ରାତିରେ ଆପଣ ଏଥିରେ ୧ ଚାମଚ ଗୁଜୁରାତି ଗୁଣ୍ଡ ପକାଇ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ଏବଂ ଏହାକୁ ଉଷୁମ କରି ସେବନ କରନ୍ତୁ । ମିଠା ନିମନ୍ତେ ଆପଣ ଏଥିରେ ଗୁଡ ମଧ୍ୟ ପକାଇ ପାରନ୍ତି । ଖଜୁରୀ ଖାଇବା ଯୋଗୁଁ ଆମ ଶରୀରକୁ ଏକାଧିକ ଫାଇଦା ମିଳିଥାଏ । ଏହା ଶରୀରର ଶକ୍ତି ବଢାଇବା ସହିତ ରକ୍ତ ଏବଂ ଧାତୁ ର ମଧ୍ୟ ବୃଦ୍ଧି କରିଥାଏ । ଯଦି ଆପଣଙ୍କ ଶରୀରରେ ଦୁର୍ବଳତା ଏବଂ ଶୂକ୍ରାଣୁ ର ଅଭାବ ରହିଥାଏ ତେବେ ପ୍ରତିଦିନ ଏହାର ସେବନ ଦ୍ଵାରା ତାହା ଦୂର ହୋଇଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *