Vastu Shastra- ମା’ ଲକ୍ଷ୍ମୀ କୁହନ୍ତି ଏହି 5 ଟି ଭୁଲ ମଣିଷକୁ କରିଦିଏ କାଙ୍ଗାଳ, ଜୀବନରେ ସେ କେବେ ବି ହୋଇ ପାରେ ନାହିଁ ଧନୀ

ନମସ୍କାର ବନ୍ଧୁଗଣ ସମସ୍ତେ ଚାହିଁଥାନ୍ତି କି ତାଙ୍କ ପାଖରେ ଧନ ହେଉ ସୁଖ ହେଉ ସମୃଦ୍ଧି ଆସୁ। ତାଙ୍କ ଜୀବନରେ କୌଣସି ସମସ୍ୟା ନ ରହୁ।

ସର୍ଵଦା ଖୁସି ଏବଂ ସୁଖ ମୟ ଜୀବନ ଯାପନ କରିବା। ଏବଂ କୌଣସି ଅସୁବିଧା କିମ୍ବା କୌଣସି ସମସ୍ୟା ନ ଆସୁ। ଏବଂ ନିଜର ଭଣ୍ଡାର ସର୍ଵଦା ଧନ ରେ ପରିପୂର୍ଣ୍ଣ ରହୁ ଏବଂ ନାମ ସମ୍ମାନ ଆଦି ସବୁ ମିଳୁ।

କିନ୍ତୁ କିନ୍ତୁ କିଛି ଜିନିଷ ଆମେ ଚାହିଁଲେ ତାହା ହୋଇ ନ ଥାଏ। କାରଣ ଆମେ ଜଣାତରେ କିମ୍ବା ଅଜାଣତରେ ହେଉ କିଛି ଏପରି ଭୁଲ କରି ଦେଇଥାଉ।ଯାହା ଆମ ଜୀବନରେ ସମସ୍ୟା କଷ୍ଟ ଦୁଃଖ ଆଦି ସହିତ ଦରିଦ୍ରତା ଏବଂ ଗରିବୀ ମଧ୍ୟ ଦେଖି ଥାଉ। କାରଣ ଆମର ଏହି ଭୁଲ ଯୋଗୁଁ ମାତା ଲକ୍ଷ୍ମୀ ଆମ ଠାରେ କ୍ରୋଧିତ ହୋଇ ଯାଇଥାନ୍ତି। ତେବେ ଆସନ୍ତୁ ଜାଣି ନେବା ଆମର କେଉଁ କେଉଁ ଭୁଲ ଯୋଗୁଁ ମାତା ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ପଳାନ୍ତି ଏବଂ ଦରିଦ୍ରତା ଆସିଥାଏ। ଚାଲନ୍ତୁ ଜାଣିନେବା।

ଯେଉଁ ଘରେ ଶାନ୍ତି ରହି ନଥାଏ। ଏବଂ ପ୍ରତିଦିନ ଘରେ ବିନା କାରଣରେ ଏବଂ ଛୋଟ ଛୋଟ କଥାରେ ପରିବାର ମଧ୍ୟ ରେ ଝଗଡା ହୁଏ ସେଠାରେ ମାତା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ। କାରଣ ମାତା ଲକ୍ଷ୍ମୀ ଙ୍କୁ ଶାନ୍ତି ପ୍ରିୟ ତେଣୁ ଯେଉଁ ଘରେ ଶାନ୍ତି ରହିଥାଏ ସେଠାରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି ତେଣୁ ସର୍ଵଦା ଶାନ୍ତି ପୂର୍ଣ ଜୀଵନ ଜାପାନ କରିବା ଉଚିତ।

ମାତା ଲକ୍ଷ୍ମୀ ଙ୍କୁ ଅନ୍ନ ର ଦେବୀ ମଧ୍ୟ କୁହାଯାଏ ଏବଂ ଯେଉଁ ଘରେ ଅନ୍ନ ର ଅନାଦର ହୁଏ। ଏବଂ ଅନ୍ନ କୁ ନଷ୍ଟ କରି ଦିଆ ଯାଏ ସେଠାରେ ମାତା ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ ଏବଂ ଆପଣଙ୍କ ଘରେ ଦରିଦ୍ରତା ମଧ୍ୟ ଆସିଥାଏ। ତେଣୁ ସର୍ଵଦା ଅନ୍ନ କୁ ସମ୍ମାନ କରନ୍ତୁ ଏବଂ ତାକୁ ନଷ୍ଟ କରନ୍ତୁ ନାହିଁ। ଯେଉଁ ଘରେ ନାରୀ ର ସମ୍ମାନ ହୁଏ ନାହିଁ। ଏବଂ ଛୋଟ ବଡ଼ ର ଆଦର ହୁଏ ନାହିଁ ଏବଂ ସମ୍ମାନ କରା ଯାଇ ନାହିଁ ସେଠାରେ ମଧ୍ୟ ଲକ୍ଷ୍ମୀ କେବେବି ବାସ କରନ୍ତି ନାହିଁ।

ଏବଂ ଯେଉଁ ନାରୀ ଦିନ ରେ ଏବଂ ସନ୍ଧ୍ୟା ସମୟରେ ଶୋଇ ରହୁଥାଏ। ଶାଶୂ ଶଶୁରଙ୍କ ସେବା କରେ ନାହିଁ। ଏଵଂ ସନ୍ଧ୍ୟା ରେ ପୂଜା ଅର୍ଚ୍ଚନା ନ କରନ୍ତି ସେମାନଙ୍କ ଘରେ ମଧ୍ୟ ଲକ୍ଷ୍ମୀ ରୁହନ୍ତି ନାହିଁ । ଯେଉଁ ଘରେ ସବୁ ଦିନ ଆମିଷ ହୁଏ ମାଛ ମାଂସ ହୁଏ ସେଠାରେ ମଧ୍ୟ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ। ମାତା ଲକ୍ଷ୍ମୀ ଙ୍କୁ ସଫା ସୁତୁରା ରହିବା ବହୁତ ପସନ୍ଦ।

ତେଣୁ ସର୍ଵଦା ସଫା ରହିବା ଏବଂ ସ୍ନାନ କରି ନିଜ କେଶ କୁ ଭଲରେ କୁଣ୍ଡାଇବା। ଘରକୁ ମଧ୍ୟ ସଫା ରଖିଲେ ମାତା ଲକ୍ଷ୍ମୀ ଖୁସି ହୁଅନ୍ତି ଏବଂ ଘରେ ସକରାତ୍ମକ ଉର୍ଜା ସୃଷ୍ଟି ହୁଏ। ଏବଂ ଘରେ ଖୁସି ବଜାୟ ରୁହେ। ଘରର ଶାନ୍ତି ସୁଖ ସମୃଦ୍ଧି ପାଇଁ ମାତା ଲକ୍ଷ୍ମୀ ଏବଂ ନାରାୟଣ ଙ୍କୁ ଶ୍ରଦ୍ଧା ର ସହିତ ପୂଜା କରନ୍ତୁ। ନିଜ ଜୀବନରେ କେବେବି ଏହି ଭୁଲ କରନ୍ତୁ ନାହିଁ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ। ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *