ପବିତ୍ର ମହାଶିବରେ ଘରକୁ ନେଇ ଆସନ୍ତୁ କେବଳ ଏହି 1 ଜିନିଷ, ଘରକୁ ଏତେ ଟଙ୍କା ଆସିବ କି ସମ୍ଭାଳି ପାରିବେନି, ଗାଡି, ବଙ୍ଗଳା, ବ୍ଯାଙ୍କ ବାଲାନ୍ସ ସବୁ ମିଳିବ

ବନ୍ଧୁଗଣ ମାହାଶିବରାତ୍ରି ପର୍ବ ହେଉଛି ହିନ୍ଦୁଧର୍ମର ଏକ ବଡ ପର୍ବ । ଏହି ମହାଶିବରାତ୍ରି ଦିନ ଭଗବାନ ଶିବ ଓ ମାତା ପାର୍ବତୀଙ୍କର ବିବାହ ହୋଇଥିଲା ତେଣୁ ଏହାକୁ ଏକ ପବିତ୍ର ପର୍ବ ମଧ୍ୟ କୁହାଯାଇଛି ।

ଏହି ଦିନରେ ସମସ୍ତ ଲୋକ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବହୁତ ପୂଜା ଅର୍ଚନା କରିଥାନ୍ତି । ଏହି ବର୍ଷ ମହାଶିବରାତ୍ରି ପର୍ବ ୧୧ ମାର୍ଚ୍ଚ ଦିନ ପଡିବାକୁ ଯାଉଛି ।

 

ଏହି ଦିନରେ ଭଗବାନ ଶିବଙ୍କୁ ଆରାଧନା କରିଲେ ମଣିଷ ଜୀବନରେ ଥିବା ସମସ୍ତ୍ୟ ଦୁଃଖ କଷ୍ଟ ଦୂର ହୋଇଥାଏ । ବନ୍ଧୁଗଣ ଏହି ଦିନରେ ଶିବ ମନ୍ତ୍ର ଜପ କରିବା, ରାତ୍ରି ଜାଗରଣ ଓ ବ୍ରତ ଆଦି କରିବାର ବହୁତ ମହତ୍ଵ ରହିଥାଏ ।

ଏହି ଦିନରେ ସମସ୍ତ ଲୋକ ଭିନ୍ନ ଭିନ୍ନ ଉପାୟରେ ଶିବଙ୍କୁ ପୂଜା କରିଥାନ୍ତି । ହେଲେ ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ ପ୍ରୟୋଗ କରି ଆପଣ ଭଗବାନ ଶିବଙ୍କର ବିଶେଷ ଆଶୀର୍ବାଦ ପ୍ରାପ୍ତ କରିପାରିବେ । ଏହି ଉପାୟ ବିଷୟରେ ବହୁତ କମ ଲୋକ ଜଣାଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ବନ୍ଧୁଗଣ ଏହି ମହାଶିବରାତ୍ରି ଦିନ ବିଭିନ୍ନ ୬୪ଟି ସ୍ଥାନରେ ଶିବଲିଙ୍ଗର ଉତ୍ପନ୍ନ ହୋଇଥିଲା । ଏହା ବ୍ଯତୀତ ମହାଶିବରାତ୍ରି ଦିନ ଭଗବାନ ଶିବ ଓ ମାତା ପାର୍ବତୀଙ୍କର ବିବାହ ମଧ୍ୟ ସମ୍ପନ୍ନ ହୋଇଥିଲା । ତେଣୁ ଆପଣ ମାନେ ଏହି ମହାଶିବରାତ୍ରିର ପୂର୍ବ ଦିନରେ ସମି ଗଛର ପତ୍ର, ସୁଗନ୍ଧିତ ଫୁଲ, ବେଲ ପତ୍ର, ବେଲ, ଦୁଦୁରା ଫୁଲ, ଭାଙ୍ଗ, ତୁଳସୀ, କ୍ଷୀର, ଆଖୁ ରସ, ଘିଅ, ମହୁ, କର୍ପୁର, ଧୂପ, ଚନ୍ଦନ ଓ ଶିଂଗାରର ସମସ୍ତ ବସ୍ତୁ ନେଇ ଆସନ୍ତୁ ।

ମହାଶିବରାତ୍ରି ଦିନ ଆପଣ ସଖାଳ ସମୟରେ ଶୀଘ୍ର ଉଠି ପ୍ରଥମେ ସ୍ନାନ କରନ୍ତୁ ଓ ଏକ ନୂଆ ବସ୍ତ୍ର ଧାରଣ କରନ୍ତୁ । ଆପଣ ଚାହିଁଲେ ନିଜ ଘରେ କିମ୍ବା ମନ୍ଦିରରେ ଶିବଙ୍କର ପୂଜା କରିପାରିବେ । ପ୍ରଥମେ ଆପଣ ଶିବଲିଙ୍ଗରେ ଗଙ୍ଗା ଜଳ ଅର୍ପଣ କରନ୍ତୁ । ଏହାପରେ ଆପଣ ଏକ କଳସରେ ଅଳ୍ପ ଚାଉଳ, ଚନ୍ଦନ ଓ କିଛି ବେଲପତ୍ର ରଖି ଶିବଲିଙ୍ଗରେ ଅର୍ପଣ କରିଦିଅନ୍ତୁ । ଏହାପରେ ବନ୍ଧୁଗଣ ଆପଣ ନିଜ ପାଖରେ ରଖିଥିବା ସମସ୍ତ ସାମଗ୍ରୀକୁ ଗୋଟେ ଗୋଟେ କରି ‘ଓଁ ନମଃ ଶିବାୟ’ ମନ୍ତ୍ରର ଜପ କରି ଶିବଲିଙ୍ଗରେ ଅର୍ପଣ କରନ୍ତୁ ଓ ଶେଷରେ ସମି ଗଛର ପତ୍ରର ଅର୍ପଣ କରନ୍ତୁ ।

ପୂଜା କରିବା ସମୟରେ ଆପଣ ଶିବଲିଙ୍ଗ ସମ୍ମୁଖରେ ଧୂପ ଓ ଦୀପ ଲଗାଇବାକୁ ଭୁଲିବେ ନାହିଁ । ପୂଜା ଶେଷ ହେବା ସମୟରେ ଆପଣ ନିଜର ମନୋସ୍କାମନା ବିଷୟରେ ଭଗବାନ ଶିବଙ୍କୁ କହିଦିଅନ୍ତୁ । ଯଦି ବନ୍ଧୁଗଣ ଆପଣ ଚାହିଁବେ ତା ହେଲେ ଏହି ଦିନରେ ଉପବାସ ବ୍ରତ ମଧ୍ୟ ରଖିପାରିବେ । ଏହିପରି ଭାବରେ ପୂଜା କରିବା ଦ୍ଵାରା ଆପଣଙ୍କର ସମସ୍ତ ମନୋସ୍କାମନା ନିଶ୍ଚୟ ପୂରଣ ହେବ ।

ବନ୍ଧୁଗଣ ଆମେ ଆଶା କରୁଅଛୁ କି ଆପଣଙ୍କୁ ଏହି ପୋଷ୍ଟ ନିଶ୍ଚିତ ଭଲ ଲାଗିଥିବ। ଏଭଳି ଅଧିକ ଖବର ପାଇଁ ଆମ କୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ ଧନ୍ୟବାଦ।

Leave a Reply

Your email address will not be published. Required fields are marked *