Health Tips- ଭୁଲରେ ବି ପରିଶ୍ରା କରିବା ସମୟରେ ଏପରି ଭୁଲ କରନ୍ତୁ ନାହିଁ, ନହେଲେ ଭୋଗିବାକୁ ପଡିପାରେ ଭୟଙ୍କର ପରିଣାମ !

ନମସ୍କାର ବନ୍ଧୁଗଣ , ଆମ ଆମ ଦୈନନ୍ଦିକ ଜୀବନରେ ସକାଳେ ଉଠିଲା ମାତ୍ରେ ପରିଶ୍ରା କରିଥାଉ । କାରଣ ରାତି ରେ ଯାହା ପାଣି ପିଇଥାଉ ତାହା ରାତିସାରା ଆମ ଶରୀରର ଆବଶ୍ୟକ କାମ ଙ୍କୁ ସଠିକ ଭାବରେ କରି ସକାଳେ ପରିଶ୍ରା ବାଟେ ବାହାକୁ ବାହାରି ଯାଇଥାଏ । ତେଣୁ  ପରିଶ୍ରା କରିବା ସମୟରେ ଏପରି ଭୁଲରେ ବି କରନ୍ତୁ ନାହିଁ । ନଚେତ୍ ଜୀବନ ସାରା ଆପଣଙ୍କୁ ଭୋଗିବାକୁ ପଡିଥାଏ ଏହା ଫଳ ।

ସକାଳେ ଉଠିଲା ମାତ୍ରେ ପରିଶ୍ରା ଯିବା  ଏକ ଗୁରୁତ୍ଵପୂର୍ଣ୍ଣ  କାର୍ଯ୍ୟ ଅଟେ । ଆମ ଶରୀରରେ ଥିବା ଖରାପ ଜିନିଷ ସବୁ ଏହି ମାଧମରେ ବାହାର କୁ ବାହାରିଥାଏ । କିନ୍ତୁ ଆଜି କାଲି ର ଲୋକେ ଏହା ପ୍ରତି ଧ୍ୟାନ ଦେଇନଥାନ୍ତି । ଅନେକ ଲୋକ ଉଠିଲା ମାତ୍ରେ କାମରେ ରହିଯାଇଥାନ୍ତି ଏବଂ ଏହାକୁ କରିବା ଭୁଲି ଯାଇଥାନ୍ତି । ଆଉ କେତେକ ଲୋକେ ଏହାକୁ ଅଟକାଇ ଥାନ୍ତି ।

ଏହା ସଂପୂର୍ଣ୍ଣ ଭୁଲ ଅଟେ ଏମିତି କରିବା ଦ୍ଵାରା ଆପଣଙ୍କୁ ଭୋଗିବାକୁ ପଡିଥାଏ ଏହାର ଭୟକର ପରିଣାମ । ଆମେ ଯେତେ ବେଳେ ପରିଶ୍ରା କରିବାକୁ ଯାଇଥାଉ ତେବେ ଆମ ଶରୀରରେ ଥିବା ସମସ୍ତ ମହିଳା ପଦାର୍ଥ ବାହାରକୁ ବାହାରି ଯାଇଥାଏ । ଫଳରେ ଆମ ଶରୀର ସୁସ୍ଥ ହୋଇଥାଏ ନଚେତ୍ ଏହି ଖରାପ ପଦାର୍ଥ ଆମ ଶରୀର ରେ ରହିଲେ ଆମ ଦେହ ଅସୁସ୍ଥ ହୋଇ ଆମ ଅନେକ ଅସୁବିଧାର ସମୁଖୀନ ହେବାକୁ ପଡିଥାଏ ।

କିନ୍ତୁ ଆମମାନେ ଜାଣି ନ ଥାଉ ଯେ ପରିଶ୍ରା କୁ ଅଟାକାଇବା  ଏବଂ ଭୁଲ ଭାବରେ ପରିଶ୍ରା କରିବା ଆମ ଶରୀର ରେ ବହୁତ ସମସ୍ୟା ସୃଷ୍ଟି କରିଥାଏ । ଏହା ଆମ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଆସନ୍ତୁ ଜାଣିବା ଏହି ଖରାପ ପ୍ରଭାବ ବିଷୟରେ , ଯଦି ଆପଣମାନେ କାମ କରୁଥିବା ସମୟରେ ପରିଶ୍ରା ଲାଗିଥାଏ ତେବେ କିଛି ସମୟ ଅଟକି ଯାଉ ଯେବେ ଅଧିକ ଜୋର ରେ ଲାଗେ ତେବେ ହିଁ ଯାଇ ଥାଉ , କିନ୍ତୁ ଏହା ଆମ ମୁତ୍ରାଶୟ ଉପରେ ଖରାପ ପ୍ରଭାବ ପଡିଥାଏ ।

ଏହା ବାରମ୍ବାର କରିବା ଦ୍ଵାରା ଏହା ଆମକୁ ମୃତ୍ୟୁ ମୁଖରେ ପକେଇଥାଏ । କିଛି ଲୋକେମାନେ ପାଣି କୁ କମ୍ ପିଇଥାନ୍ତି କିନ୍ତୁ ଏହା ଭୁଲ ଅଟେ । କାରଣ ଆମେ ଉଚିତ ପରିମାଣରେ ପାଣି ପିଇବା ଦ୍ଵାରା ଆମ ଶରୀରରେ ଥ୍ଯିବା ସବୁ ମହିଳା ପଦାର୍ଥ ବାହାରକୁ ଆସିଥାଏ । କିନ୍ତୁ ଆମେ କମ୍ ପାଣି ପିଇବା ଦ୍ଵାରା ଆମ ଶରୀରରେ ଥିବା ମହିଳା ପଦାର୍ଥ ବାହାରକୁ ଆସିନଥାଏ ।

ଯଦି ଆପଣଙ୍କ ପରିଶ୍ରା ହଳଦିଆ ରଙ୍ଗ ର ହୋଇଥାଏ । ତେବେ ଆପଣ ଜାଣିପାରିବେ କି ଆପଣଙ୍କ ଶରୀରରେ ପାଣି ର ମାତ୍ର କମି ଯାଇଛି ବୋଲି । ତେଣୁ ପାଣିର ମାତ୍ରା କୁ ବଢାଇ ଦେବେ । ଏହା ସହିତ ପରିଶ୍ରା ଆସୁଥିବା ସମୟରେ ହିଁ ପରିଶ୍ରା କରିବେ ଏହା ଉଚିତ୍ ହୋଇଥାଏ ଏବଂ ନିରୋଗ ହୋଇଥାନ୍ତି । ଏଭଳି ପୋଷ୍ଟ ପାଇଁ ଆମ ପେଜ କୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *