ନୂଆ ବର୍ଷ 2023 ରେ ଘରକୁ ଆଣନ୍ତୁ ଏହି 6 ଟି ଜିନିଷ ମଧ୍ୟରୁ ଯେ କୌଣସି 1 ଜିନିଷ, ବର୍ଷ ସାରା ଘରେ ବଢିବ ଧନ ସମ୍ପତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆସନ୍ତା କିଛି ଦିନ ସମୟ ଅନ୍ତରାଳରେ ଆଗମନ ହେବାକୁ ଯାଉଥିବା ୨୦୨୩ ନବବର୍ଷକୁ ଆପଣ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା । ତେବେ ବନ୍ଧୁଗଣ ବହୁତ ଲୋକଙ୍କର କହିବା ମୁତାବକ ନୂଆ ବର୍ଷର ଆରମ୍ଭର ପ୍ରଥମ ଦିନ ଯଦି ଅତ୍ୟନ୍ତ ଭଲ ଭାବରେ କଟିଥାଏ । ତେବେ ସଂପୂର୍ଣ୍ଣ ବର୍ଷଟି ଭଲରେ କଟିଥାଏ । ତେବେ ଚାଲନ୍ତୁ ନୂଆ ନୂଆ ବର୍ଷ ଆରମ୍ଭରୁ ଏପରି ୫ ଗୋଟି ବସ୍ତୁ ସମ୍ପର୍କରେ ଆଲୋଚନା କରିବା।

ଯାହାକୁ ଆଣିବା ଦ୍ଵାରା ଘରେ ବର୍ଷ ସାରା ଆର୍ଥିକ ଭଲ ରହିଥାଏ । ଏହା ସହିତ ମା ଲକ୍ଷ୍ମୀଙ୍କର ଆଶ୍ରୀବାଦ ମଧ୍ୟ ଘରକୁ ପ୍ରାପ୍ତ ହୋଇଥାଏ । ଘରକୁ ସେହି ୫ ଗୋଟି ମହତ୍ଵପୂର୍ଣ୍ଣ ସାମଗ୍ରୀ ଆଣିବା ପୂର୍ବରୁ ଘରର ଭଲ ଭାବରେ ଆଗେ ସଫେଇ କରି ଦିଅନ୍ତୁ । ବନ୍ଧୁଗଣ ଘରେ ଥିବା ସମସ୍ତ ଅଦରକାରୀ ବସ୍ତୁ ଯାହା ଆପଣଙ୍କର ବ୍ୟବହାରଯୋଗ୍ୟ ନୁହେଁ । ସେହି ସମସ୍ତ ସାମଗ୍ରୀକୁ ଘରୁ କାଢି ଦିଅନ୍ତୁ ।

ଯଦିଓ କିଛି ପୁରୁଣା ସାମଗ୍ରୀ, ବସ୍ତ୍ର ଏହିପରି କିଛି ଜିନିଷମାନ ରହୁଛି । ତେବେ ଯଦି ସମ୍ଭବ ଗରିବକୁ ଦାନ କରି ଦିଅନ୍ତୁ । ଏହାପରେ ନିଜ ଘରକୁ ପାଣିରେ କିଛି ଲୁଣ ମିଶାଇ ଘରକୁ ସୁଦ୍ଧପୁତ୍ତ ଭାବରେ ପୋଛି ପରିଷ୍କାର ପରିଚ୍ଛନ କରି ଦିଅନ୍ତୁ । ଘରର ଯେଉଁ ଜିନିଷ ଯେଉଁ ଜାଗାରେ ରହିବା ଉଚିତ । ସେହି ସ୍ଥାନରେ ସୁସଜ୍ଜିତ କରି ରଖନ୍ତୁ । ତାପରେ ନିଜ ଘରକୁ କୌଣସି ପ୍ରକାର ସୁଗନ୍ଧିତ ଅତର ସାହାଜ୍ଯରେ ଘରକୁ ତଥା ନିଜକୁ ମଧ୍ୟ ମହକିତ କରନ୍ତୁ ।

ଏହା ସବୁ କରିବା ଦ୍ଵାରା ଘରେ ଥିବା ବାସ୍ତୁ ଦୋଷ କଟିଥାଏ । ଘରେ ନକରାତ୍ମକ ଊର୍ଜା ନଷ୍ଟ ହେବା ସହିତ ସକାରାତ୍ମକ ଊର୍ଜାର ବିକାଶ ହୋଇଥାଏ । ଘରକୁ ଆଣିବାକୁ ଥିବା ୫ ଗୋଟି ଜିନିଷ ମଧ୍ୟରୁ ପ୍ରଥମ ଜିନିଷଟି ହେଉଛି ପ୍ରଭୁ ଗଣେଶଙ୍କର ମୂର୍ତ୍ତି । ଏହି ଗଣେଶଙ୍କର ମୂର୍ତ୍ତିକୁ ଘରକୁ ଆଣିବା ଦ୍ଵାରା ଘରର ସମସ୍ତ ବିଘ୍ନ ଦୂର ହେବା ସହିତ ଘରେ ସବୁ କିଛି ମଙ୍ଗଲ ହୋଇଥାଏ ।

ଦିତୀୟରେ ଘରେ କିମ୍ବା କୌଣସି ମନ୍ଦିର ଯାଇ ଠାକୁରଙ୍କୁ ପ୍ରଣାମ କରି ସେଠାରେ ନଡିଆ ଭାଙ୍ଗି ନିଜର ନବବର୍ଷର ଶୁଭାରମ୍ଭ କରନ୍ତୁ । କାରଣ ମଡିଆ ହେଉଛି ଶୁଭତାର ପ୍ରତୀକ । ତୃତୀୟରେ ଘରକୁ ଶ୍ରୀକୃଷ୍ଣଙ୍କ ନାମରେ ମୟୁରର ପଙ୍ଖ ଆଣନ୍ତୁ । ଯାହା ଦ୍ଵାରା ଆପଣଙ୍କର ଘରର ଅର୍ଥ ସମସ୍ଯା ଦୂର ହୋଇ ନୂତନ ରୋଜଗାରର ପନ୍ଥା ମିଳିପାରିବ ।

ଚତୁର୍ଥରେ ଘରକୁ ମନିପ୍ଳାଣ୍ଟ ଗଛ ମଧ୍ୟ ଆଣିବେ । ପଞ୍ଚମରେ ଘରକୁ ଲାଫିଙ୍ଗ ବୁଦ୍ଧ ଆଣିବା ଦ୍ଵାରା ଘରେ ସୁଖ ଓ ସମୃଦ୍ଧି ଉଭୟର ବିକାଶ ହୋଇଥାଏ । ଷଷ୍ଠରେ ଭଗବାନଙ୍କର ପ୍ରତିମାକୁ ଆଣି ନିଜ ଘରର ମୁଖ୍ୟ ଦ୍ଵାରରେ ଲଗାନ୍ତୁ । ଯାହା ଦ୍ଵାରା ଘରକୁ କୌଣସି ପ୍ରକାର ସଙ୍କଟ ଆସିବ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍,କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *