ଆପଣଙ୍କ ଭାଗ୍ୟ ବଦଳେଇଦେବ ଏହି ଚମତ୍କାରୀ ଫୁଲ, ଦେଖନ୍ତୁ କିପରି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବାଡିବଗିଚାରେ ତ ଅନେକ ପ୍ରକାର ଫୁଲ ଗଛ ରହିଥାଏ । ଏହା ସହିତ ଫୁଲର ରଙ୍ଗ, ବାସ୍ନା ଓ ସୌନ୍ଦର୍ଜ୍ୟ ମଧ୍ୟ ସମସ୍ତଙ୍କୁ ଆକର୍ଷିତ କରିଥାଏ । ଆପଣ କଣ ଜାଣିଛନ୍ତି । ସେହି ସମସ୍ତ ଫୁଲ ମଧ୍ୟରୁ ଏପରି ଏକ ଫୁଲ ରହିଛି । ଯେଉଁ ଫୁଲ ଦେଖିବାକୁ ସୁନ୍ଦର ହେବା ସହିତ ତାର ବହୁତ ଗୁଡିଏ ଔଷଧୀୟ ଗୁଣ ରହିଥାଏ । ସେହି ଚମତ୍କାରୀ ଫୁଲ ହେଉଛି ସଦାବିହାରୀ ଫୁଲ ।

ତେବେ ଆଜି କାଲିର ବର୍ତ୍ତମାନ ସମୟରେ ଡାଇବେଟିସ ଲୋକ ସମସ୍ଯାରେ ବହୁତ ମାତ୍ରାରେ ପୀଡିତ ହେଉଛନ୍ତି । ସଦାବିହାରୀ ଫୁଲର ପତ୍ର ଡାଇବେଟିସ ରୋଗୀଙ୍କ ପାଇଁ ସଞ୍ଜିବନୀ ବୁଟୀ ସଦୃଶ କାର୍ଯ୍ୟ କରିଥାଏ । ଯେଉଁ କାରଣରୁ ଯଦି ଡାଇବେଟିସରେ ପୀଡିତ ଲୋକ ସଦାବିହାରୀ ପତ୍ରରୁ ୪ ରୁ ୫ ଟି ଆଣି ତାକୁ ଚୋବାଇ ଖାଇ ଦିଅନ୍ତି । ତାପରେ ପାଣି ପିଇଦିଅନ୍ତି ।

ଏହିପରି ଭାବରେ ୭ ରୁ ୮ ଦିନ କରିବା ଦ୍ଵାରା ବ୍ଲଡ଼ ସୁଗାର ନିୟନ୍ତ୍ରଣ ହୋଇଥାଏ । ଯଦି ଏହାର ପତ୍ରକୁ ଚୋବାଇ ଖାଇବାର ସମ୍ଭବ ହେଉନି । ତେବେ ଏକ କପ ଗରମ ପାଣିରେ ୩ ରୁ ୪ ଟି ଫୁଲ ପକାଇ ୫ ମିନିଟ ପରେ ଏହି ପାଣିରୁ ଫୁଲକୁ ଛାଣି ଦିଅନ୍ତୁ । ସେହି ସଦାବିହାରୀ ଫୁଲର ପାଣିର ଖାଲି ପେଟରେ ସେବନ କରନ୍ତୁ ।

ଦିତୀୟରେ ଯେଉଁ ମାନଙ୍କ ଶରୀରରେ କାଛୁ କୁଣ୍ଡିଆ ହୋଇଥିବ । ସେମାନେ ସଦାବିହାରୀ ଗଛର ଫୁଲକୁ ଛିଡାଇ ଦେଥିରୁ ବାହାରୁଥିବା କ୍ଷୀରକୁ ଆଣି କାଛୁ କୁଣ୍ଡିଆରେ  ଲଗାନ୍ତୁ । ଦେଖିବେ କାଛୁ କୁଣ୍ଡିଆ ଭଲ ହୋଇଯିବ । ତୃତୀୟରେ ଯେଉଁ ମାନଙ୍କର ମୁହଁରେ ବ୍ରଣ ବାହାରୁଥିବ । ସେମାନେ ୪ ରୁ ୫ ଟି ସଦାବିହାରୀ ଫୁଲ କିମ୍ବା ୫ ରୁ ୬ ଟି ପତ୍ର ନେଇ ତାହାକୁ ଭଲ ଭାବରେ ଧୋଇ ତାହାକୁ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ ।

ତାପରେ ତାହାର ପେଷ୍ଟକୁ ଆଣି ବ୍ରଣରେ ଲଗାନ୍ତୁ । ଏହିପରି ଦିନକୁ ୨ ଥର ଲେଖାଏଁ କିଛି ଦିନ କରିବା ପରେ ବ୍ରଣ ସମସ୍ଯା ସଂପୂର୍ଣ୍ଣ ଭଲ ହୋଇଯିବ ।  ସଦାବିହାରୀ ଫୁଲ କେଶ ପାଇଁ ବହୁତ ଲାଭକାରୀ ହୋଇଥାଏ । ଯଦି ସକାଳୁ ଖାଲି ପେଟରେ ସଦାବିହାରୀ ଫୁଲରୁ ୩ ରୁ ୪ ଟି ଚୋବାଇ ସେବନ କରନ୍ତି ।

ତେବେ କେଶ ଘନ, କଳା ଓ ସୁନ୍ଦର ହୋଇଥାଏ । ଯଦି ସକାଳୁ ଖାଲି ପେଟରରେ ୨ ରୁ ୩ ଟି ସଦାବିହାରୀ ଫୁଲ ଚୋବାଇ ଖାଇଥାନ୍ତି । ତେବେ ଆପଣଙ୍କର ରୋଗପ୍ରତିରୋଧକ ଶକ୍ତି ବଢିବ । ଯାହା ଦ୍ଵାରା ବ୍ୟକ୍ତି ଶରୀରକୁ ବହୁତ ଶୀଘ୍ର କୌଣସି ପ୍ରକାର ରୋଗ ବେମାରୀ ଆକ୍ରାନ୍ତ କରିପାରିବ ନାହିଁ । ତେବେ ସଦାବିହାରୀ ଗଛର ଶରୀର ପାଇଁ ଅନେକ ଗୁଡିଏ ସ୍ଵାସ୍ଥଗତ ଫାଇଦା ରହିଅଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *