ନବରାତ୍ରିର ଯେ କୌଣସି 1 ଦିନରେ ଏହି ଗଛକୁ ଛୁଇଁ ଦେଇ ଆସନ୍ତୁ, ଦୂର ହୋଇଯାଏ ଜନ୍ମ ଜନ୍ମର ଦରିଦ୍ରତା (Navratri Special)

ନମସ୍କାର ବନ୍ଧୁଗଣ , ନବରାତ୍ରି ର ଏହି ପବିତ୍ର ଦିନରେ ଛୁଇ ନେବେ ଏହି ଗଛ କୁ ତୁରନ୍ତ ଦୂର ହୋଇଥାଏ ଆପଣଙ୍କ ସମସ୍ତ ଦରିଦ୍ରତା । ଏହି ବର୍ଷ ସାରା ଧନ ଅଭାବ ଦେଖା ଯାଇନଥାଏ । ନବରାତ୍ରିର ଏହି ନଅ ଦିନରେ ସାମାନ୍ଯ ବସ୍ତୁ ରେ ମଧ୍ୟ  ଶକ୍ତି ଜାଗ୍ରତ ହୋଇଥାଏ । କାରଣ ଏହି ଧରା ପୁଷ୍ଟକୁ ଆସିଥାନ୍ତି ମା ‘ ଦୂର୍ଗା ଯିଏ ଏହି ସମଗ୍ର ବ୍ରମାଣ୍ଡ କୁ ସୁଷ୍ଟି ଏବଂ ସର୍ବନାଶ କରିବାର ମୂଳ ହୋଇଥାନ୍ତି । ଆମ ପୁରାଣ ରେ କିଛି ବୃକ୍ଷମାନଙ୍କ ବିଶେଷ ପ୍ରଧାନ୍ୟ  ରହିଛି ।

ଏହି ଗଛକୁ ଛୁଇବା  ଦ୍ଵାରା ଆପଣଙ୍କ ଦୁଃଖ , କଷ୍ଟ , ରୋଗ , ବାଧା ସବୁ ପ୍ରକାରର ସମସ୍ୟା ଦୂର ହୋଇଥାଏ ।   ଆଜି ଆମେ ଏଭଳି ତିନୋଟି ଗଛ ବିଷୟରେ ଜାଣିବା ଯାହାକୁ ଛୁଇବା ଦ୍ଵାରା ଆମ ଜୀବନରେ ଥିବା ଗରିବତା ସବୁ ଦିନ  ପାଇଁ ଦୂରେଇ ଯାଇଥାଏ । ପ୍ରଥମ – ବେଲ ଗଛର ମହିମା ସବୁଠୁ ଉତ୍ତମ ହୋଇଥାଏ , ଏହା ସର୍ବ ଗୁଣରେ ପରିପୂର୍ଣ୍ଣ ହୋଇଥାଏ ।

ବେଲ ପତ୍ର କୁ ଘରେ ଲଗେଇବା ଦ୍ଵାରା ଘରେ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ ଏହି ଗଛରେ ମା ‘ ଲକ୍ଷ୍ମୀଙ୍କର ବାସ ରହିଥାଏ । ଆଗ କାଳ ରେ ପ୍ରାଚୀନ ଗୁରୁମାନେ ବେଲ ପତ୍ର ଏବଂ ତମ୍ବା କୁ ବ୍ୟବହାର କରି ସୁନାର ନିର୍ମାଣ କରୁଥିଲେ । ଏହି ପତ୍ରରେ ମା ‘ ଲକ୍ଷ୍ମୀଙ୍କର ନିବାସ ରହିଥାଏ ତେଣୁ ଏହାକୁ ଲଗେଇବା ବ୍ୟକ୍ତି ଏବଂ ଏହାକୁ ପୂଜା କରୁଥିବା ବ୍ୟକ୍ତିନଅକା ଉପରେ ମା’ ଲକ୍ଷ୍ମୀଙ୍କ ର ଅଶେଷ କୃପା ରହିଥାଏ ।

ଆୟୁର୍ବେଦ ରେ ଏହା କୁହାଯାଏ ଯେ ମାତା ପାର୍ବତୀଙ୍କ ଜାଳ ରୁ ବେଲ ପତ୍ର ର ସୃଷ୍ଟି ହୋଇଥିଲା । ତେଣୁ ଏହି ପତ୍ର କୁ ଦେବତା ସ୍ୱରୂପ ମାନ୍ୟତା ଦିଆଯାଇଥାଏ । ଏହି ଗଛରେ ସମସ୍ତ ଦେବାଦେବୀ ମାନଙ୍କ ବାସ ରହିଛି । ବେଲ ପତ୍ର ର ତିନି ପାଙ୍ଖୁଡା ବ୍ରହ୍ମା , ବିଷ୍ଣୁ ଏବଂ ଶିବଙ୍କ ସ୍ୱରୂପ ହୋଇଥାଏ  ଏହାକୁ ସାତ ଥର ଚୁଇକି ଆସିବା ଉଚିତ୍ । ଦ୍ଵିତୀୟ –  ଲାଜକୁଳୀ ଲତା ଏହି ଗଛ କୁ ଛୁଇବା ଦ୍ଵାରା ଆମ ଜୀବନରେ ସାକାରାତ୍ମକ ଊର୍ଜା ଆସିଥାଏ ।

ଏହି ଗଛରେ ସ୍ଵୟଂ ଜଗଦମ୍ବାଙ୍କ ସ୍ୱରୂପ ମାନା ଯାଇଥାଏ । ଏହି ଗଛ ଗଣେଶଙ୍କ ପ୍ରିୟ ହୋଇଥାଏ ଏବଂ ଗଣେଶଙ୍କ ପୂଜାରେ ଏହାକୁ ବ୍ୟବହାର କରାଯାଇଥାଏ ।  ଯଦି ନବ ରାତ୍ରି ଲାଲ ରଙ୍ଗର ଚୁଡିକୁ ଆଣି  ମନର କାମନା କୁ କହି ଏହି ଗଛରେ ଲଗେଇବା ଦ୍ଵାରା ମନ କାମନା ପୂର୍ଣ୍ଣ ହୋଇଥାଏ ।  ତୃତୀୟ – ପାରିଜାତ ବୃକ୍ଷ ଏହି ବୃକ୍ଷ କୁ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଥାଏ ।

କାରଣ ଏହି ବୃକ୍ଷ ର ଉପତି ସମୁଦ୍ରରୁ ହୋଇଥିଲା ଏବଂ ମା ‘ ଲକ୍ଷ୍ମୀଙ୍କର ଜନ୍ମ ମଧ୍ୟ ଏହି ଥିରୁ ହୋଇଥିବାରୁ ଏହାକୁ ମା ‘ ପୂଜାରେ ନିଶ୍ଚୟ ଅର୍ପଣ କରାଯାଇଥାଏ । ତେଣୁ ଏହି ଗଛ କୁ ଛୁଇବା ଦ୍ଵାରା ସମସ୍ତ ଦୋଷ ଦୂର ହୋଇଥାଏ । ଏହି ନବରାତ୍ରି ଏହି ତିନୋଟି ବୃକ୍ଷ କୁ ନିଶ୍ଚିତ ଛୁଇ ଦରିଦ୍ରତା କୁ ସମ୍ପୁର୍ଣ୍ଣ ଦୂର  କରନ୍ତୁ । ଏଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ ଶେୟାର ଆଉ କମେଣ୍ଟ କରନ୍ତୁ ।

Leave a Reply

Your email address will not be published. Required fields are marked *