Jyotish Shastra – ଯେଉଁ ଲୋକମାନଙ୍କର ନଖରେ ଥାଏ ଏହି ଚିହ୍ନ, ସେହି ବ୍ୟକ୍ତି ହୋଇଥାନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଙ୍କ ନଖ ରେ ଆମକୁ ଧଳା ଚିନ୍ହ ଦେଖିବାକୁ ମିଳିଥାଏ। କିନ୍ତୁ କଣ ଆପଣ ମାନେ କେବେ ଭାବିଛନ୍ତି ଏହା କଣ ଏବଂ ନଖ ରେ ଏଭଳି ଚିନ୍ହ କଣ ପାଇଁ ରହିଛି?

ଶାସ୍ତ୍ର ରେ ଏହାର ଶୁଭ ଅଶଭୁ ସମ୍ବନ୍ଧରେ ମଧ୍ୟ କୁହାଯାଇଛି।ଏହି ଚିହ୍ନ ଧନ ସମ୍ପତ୍ତି ଏବଂ କ୍ୟାରିୟର ବିଷୟରେ ମଧ୍ୟ କିଛି ସୂଚନା ଦେଇଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ନଖ ରେ ଥିବା ଧଳା ଚିନ୍ହ ର ରହସ୍ୟ ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ଯଦି ଆପଣଙ୍କ ତର୍ଜନୀ ଆଙ୍ଗୁଳି ର ନଖ ରେ ଧଳା ଚିନ୍ହ ରହିଛି ତେବେ ଏହାର ଅର୍ଥ ଆପଣ ବହୁତ ଭାଗ୍ୟଶାଳୀ ଅଟନ୍ତି। ଏଜ ଅତ୍ୟନ୍ତ ଶୁଭ ଦାୟକ ଅଟେ। କାରଣ ଯେଉଁ ବ୍ୟକ୍ତି ମାନଙ୍କ ତର୍ଜନୀ ଆଙ୍ଗୁଳି ର ନଖ ରେ ଧଳା ଚିନ୍ହ ରହିଛି ସେମାନଙ୍କୁ ଖୁବ ଶୀଘ୍ର ଉନ୍ନତି ହାସଲ ହୋଇଥାଏ।

୨. ବନ୍ଧୁଗଣ ଯଦି ଆପଣଙ୍କ ମଧ୍ୟମ ଆଙ୍ଗୁଳି ର ନଖ ରେ ଧଳା ଚିନ୍ହ ରହିଛି ତେବେ ଏହାର ଅର୍ଥ ଆପଣ ମେସିନ ଏବଂ ଉଦ୍ୟୋଗ ଭଳି କାର୍ଯ୍ୟ ରେ ନିୟୋଜିତ ରୁହନ୍ତି ଏବଂ ସେଥିରେ ସଫଳତା ହାସଲ କରିଥାନ୍ତି। ମଧ୍ୟମ ଆଙ୍ଗୁଳି କୁ ଶନି ଙ୍କ ପ୍ରତୀକ କୁହାଯାଏ। କାରଣ ଏହା ଅନ୍ୟ ଆଙ୍ଗୁଳି ମାନଙ୍କ ଠାରୁ ବଡ଼ ଅଟେ।

୩. ବନ୍ଧୁଗଣ ଯଦି ଆପଣଙ୍କ କନିଷ୍ଠ ଆଙ୍ଗୁଳି ର ନଖ ରେ ଧଳା ଚିନ୍ହ ରହିଛି ତେବେ ଏହାର ଅର୍ଥ ଆପଣ ଭବିଷ୍ୟତ ରେ ସଫଳତା ହାସଲ କରିବେ ଏବଂ ଆପଣଙ୍କୁ ଅନେକ ଲାଭ ପ୍ରାପ୍ତ ହେବ।ଏହି ବ୍ୟକ୍ତି କୁ ବ୍ୟାପାର ରେ ବହୁତ ଉନ୍ନତି ମିଳିଥାଏ।

୪. ବନ୍ଧୁଗଣ ଯଦି ଆପଣ ଙ୍କ ଅନାମିକା ଆଙ୍ଗୁଳି ରେ ସେହି ଧଳା ଚିହ୍ନ ରହିଛି ତେବେ ଏହାକୁ ବହୁତ ଶୁଭ କୁହାଯାଏ। ଏହାର ଅର୍ଥ ଆପଣ ଙ୍କୁ ସମାଜ ଏବଂ ସରକାର ଙ୍କ ଦ୍ଵାରା ସମ୍ମାନ ପ୍ରାପ୍ତ ହୋଇପାରେ ଏବଂ ଧନ ର ଅଭାବ ମଧ୍ୟ ଦୁର ହୋଇଥାଏ।

୫. ବନ୍ଧୁଗଣ ଯଦି ଆପଣଙ୍କ ବୃଢ଼ା ଆଙ୍ଗୁଳି ରେ ଏଭଳି ଧଳା ଚିହ୍ନ ରହିଛି ତେବେ ଏହାର ଅର୍ଥ ଆପଣ ବହୁତ ଅଳସୁଆ ଅଟନ୍ତି ଏବଂ ସମସ୍ତ କାର୍ଯ୍ୟ କୁ ସହଜ ଉପାୟ ରେ କରିବାକୁ ଚେଷ୍ଟା କରନ୍ତି। କିନ୍ତୁ ଆପଣ କେବେବି ଅନ୍ୟ କୌଣସି ବ୍ୟକ୍ତି ଉପରେ ଇର୍ଷା କରନ୍ତି ନାହିଁ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *