ବାଛନ୍ତୁ ନିଜ ପସନ୍ଦର କୌଣସି 1 ଟେଡି ବିୟର, ଓ ଜାଣନ୍ତୁ ସେ ଆପଣଙ୍କୁ କିପରି ଭଲ ପାଆନ୍ତି ? Love Quiz Game

ପ୍ରତେକ ଲୋକମାନେ ନିଜ ଜୀବନରେ କିଛି ନା କିଛି କରିବା ପାଇଁ ଚାହାଁ ନ୍ତି । ସେମାନେ ସଫଳ  ହେବା ପଛରେ ଅନେକ କାହାଣୀ ଥାଏ । ତେବେ କୁହା ଯାଏ କି ଯଦି ମଣିଷ ପଛରେ ତାର ଜୀବନ ସାଥିର ହାତ ଥାଏ ତେବେ ସେ ନିଶ୍ଚିତ ଭାବେ ସଫଳ ବ୍ୟକ୍ତି କିମ୍ବା ମହିଳା ହୋଇ ଥାଏ ।

ଆପଣ ଜାଣି ଥିବେ କି ଆମେ ପ୍ରତେକ ଙ୍କ  ନିଜ ଜୀବନରେ କେହି ନା କେହି ଖାସ ଥାନ୍ତି । ତେବେ ସେମାନେ ଆମକୁ କେବଳ ଦେଖାଇ ହୁଅନ୍ତି କି ସେମାନେ ଖାସ ବୋଲି ନା ସତରେ ସେମାନେ ଖାସ ଅଟନ୍ତି । ତାହା ଆମେ ଜାଣିବା କିଭଳି ତେବେ ଆମେ ଆପଣଙ୍କୁ ଏହି ବିଷୟରେ କହି ପାରିବୁ କି ଆପଣ ଏକ ଖେଳ ମାଧ୍ୟମରେ ଏହା କୁ ଜାଣି ପାରିବେ । ଆପଣ ନିଜକୁ ପ୍ରସ୍ତୁତ କରନ୍ତୁ  ଓ ବାଛନ୍ତୁ ଏକ ଟେଡି ବୀଅର ଆମେ ଆପଣ ଙ୍କୁ କହିବୁ ସେ ଆପଣଙ୍କ ବିଷୟରେ କଣ ଚିନ୍ତା କରୁଛନ୍ତି ।

ଯଦି ଆପଣ ବାଛି ଛନ୍ତି ପ୍ରଥମ ନମ୍ବର ଟେଡି ବୀଅର । ତେବେ ସେ ଆପଣଙ୍କୁ ଖୁବ ଭଲ ପାନ୍ତି ସେ ଆପଣଙ୍କ ବିନା ବଞ୍ଚି ପାରିବେ ନି । ସେ ଆପଣଙ୍କୁ କଷ୍ଟରେ ଦେଖି ପାରିବେ ନି । ଆପଣ ଙ୍କ ପାଇଁ ସେ କାହା ସହ ଭି ନିଜର ଶତ୍ରୁତା କରି ଦେବେ ।

ଯଦି ଆପଣ ବାଛି ଛନ୍ତି ଦ୍ଵିତୀୟ ନମ୍ବର ଟେଡି ବୀଅର ତାହେଲେ ଆପଣ ଙ୍କୁ ସେ ଅଟେ ଭଲ ପାନ୍ତି କି ସେ ଆପଣ ଙ୍କୁ ବିବାହ କରିବା ପାଇଁ ମନେ ମନେ ସ୍ଥିର କରି ସାରିଲେଣି । ସେ ଆପଣଙ୍କ ବିନା ଆଉ କାହା କଥା ଚିନ୍ତା ମଧ୍ୟ କରନ୍ତି ନି । ଯଦି ଆପଣ ତାଙ୍କୁ ନ ମିଳିବେ । ତେବେ ସେ ପାଗଳ ହୋଇ ଯିବେ ।

ଯଦି ଆପଣ ବାଛି ଛନ୍ତି ତୃତୀୟ ନମ୍ବର ଟେଡି ବୀଅର । ତେବେ ସେ ଆପଣଙ୍କ ପାଇଁ କିଛି ଭି କରି ପାରନ୍ତି ସେ ଆପଣଙ୍କୁ ଖୁବ ଭଲ ପାନ୍ତି ଆପଣ ଙ୍କ ବିଷୟରେ ଚିନ୍ତା ମଧ୍ୟ କରନ୍ତି । ସେ ଆପଣ ଙ୍କୁ ଦୁନିଆର ସବୁ ଖୁସି ଦେବା ପାଇଁ ଚାହାଁନ୍ତି ।

ଯଦି ଆପଣ ବାଛି ଛନ୍ତି ଚତୁର୍ଥ ନମ୍ବର ଟେଡି ବୀଅର । ତେବେ ଆପଣ ଦୁଇ ଜଣଙ୍କ ମଧ୍ୟରେ କେବଳ ବନ୍ଧୁତ୍ଵ ପୂର୍ଣ ଭଲ ପାଇବା ଅଛି ଆପଣ ଦୁଇ ଜଣ ପରସ୍ପର କୁ ଭଲ ପାଇବା ସହ ପରସ୍ପର ସହ ଖୁବ ଭଲ ରେ ରହିବେ । ଆପଣ ମାନେ ନିଜ ବନ୍ଧୁତ୍ଵ ପ୍ରେମ ରେ ପରସ୍ପର ପାଇଁ କିଛି ନା କିଛି ନିଶ୍ଚିତ କରିବେ ଯାହା ଆପଣଙ୍କ ସମ୍ପର୍କ କୁ ଅଲଗା ଦେଖାଇବ ।

ଯଦି ଆପଣ ବାଛି ଛନ୍ତି ପଞ୍ଚମ ନମ୍ବର ଟେଡି ବୀଅର ତେବେ ଆପଣ ଦୁଇ ଜଣଙ୍କ ପ୍ରେମ କିଛି ଏହି ଭଳି କି ଆପଣ ଦୁଇ ଜଣ ପରସ୍ପର ଠାରୁ ଦୂରେଇ ରହି ପାରିବେ ନି ଆପଣ ମାନେ ଉଭୟ ଖୁବ ଭଲ ପାନ୍ତି ପରସ୍ପରକୁ । ତେଣୁ କରି ଆପଣ କିଛି ଭି କରି ପାରନ୍ତି ନିଜ ଜୀବନରେ ନିଜ ସାଥି ଙ୍କୁ ଭଲ ପାଇବା ଦେବା ପାଇଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *