ମାତ୍ର 3 ଦିନରେ, ଯେ କୌଣସି କମଜୋରି ହେଉ, ଥକାପଣ, BP, ସୁଗାର, କୋଲେଷ୍ଟ୍ରୋଲ ଗାୟବ ହେଇଯିବ, 65 ବର୍ଷରେ ବି 25 ପରି ଲାଗିବେ, କରନ୍ତୁ ଏହି ଉପାୟ- Health Tips

ଆଜି କଳାଇ ଦୁନିଆରେ ଅନେକ ପ୍ରକାର ରୋଗ ଆସିଲାଣି ଏହା ମଧ୍ୟରେ ସବୁ ଠାରୁ ଅଧିକ ଦେଖା ଯାଉ ଥିବା ରୋଗ ମାନଙ୍କ ମଧ୍ୟରେ ବିପି ହେଉଛି ଏକ ଖୁବ ସାଧାରଣ ଓ ଖୁବ କଷ୍ଟ ଦାୟକ ରୋଗ । ତେବେ ଏହାର ଉପପଚାର ପାଇଁ ଅନେକ କିଛି ଅଛି ।

ବିପି ରୁ ହୃଦଘାତ ମଧ୍ୟ ହୋଇଥାଏ ।  ତେବେ ବିପି କୁ କିପରି ପ୍ରକୃତିକ ଭାବେ କମାଯାଇ ପାରିବ ତାହା ନିମ୍ନୋକ୍ତ ରେ ଅଛି । ବିପି ଏକ ଏପରି ରୋଗ ଯେଉଁଥି ପାଇଁ ବହୁତ ପ୍ରକାର ର ସମସ୍ଯା ଆମ ଶରୀର ରେ ଦେଖାଯାଏ । ହୃଦ ଜନିତ ରୋଗ, ଥକାପଣ, କୋଲେଷ୍ଟ୍ରାଲ  ଆଦି ସୃଷ୍ଟି ହୋଇଥାଏ ।

ତେବେ ଏହି ସବୁ ସମସ୍ଯା ର ସମାଧାନ ଆୟୁର୍ବେଦିକ ଗ୍ରନ୍ଥ ଅଷ୍ଟାଙ୍ଗ ହୃଦୟମ ରେ ବର୍ଣିତ ଅଛି । ତେବେ ବିପି କୁ ଆପଣ ପ୍ରକୃତିକ ଉପାୟରେ କିପରି କମ କରିବା ଜାଣନ୍ତୁ । ଅର୍ଜୁନ ଛାଲ ଯାହାକି ଆପଣଙ୍କୁ ଯେକୌଣସି ଆୟୁର୍ବେଦିକ ଦୋକାନ ରେ ମିଳିଯିବ ଏହାର ପାଉଡର ମଧ୍ୟ ମିଳେ ତେଣୁ ଏହାକୁ ଆଣି ଏକ ଚାମଚ ମାତ୍ର ରେ ଯେପରି  ଚାହା ବନାନ୍ତି ସେହିପରି କ୍ଷୀର ରେ ପକାଇ  ବନାଇବେ ବିନା ଚିନୀରେ କୌଣସି ମିଠା ଜିନିଷ ମିଶାଇବେ ନାହିଁ ।

ଆପଣ ଏହାକୁ ଯଦି ଏକ ଗ୍ଳାସ କ୍ଷୀର ରେ ବନାନ୍ତି ତେବେ ଏହାକୁ ପରିମାଣ ଅଧା ହେବ ଯାଏ ଫୁଟାନ୍ତୁ। ଏହାକୁ ଛାଣିକି ପିଅନ୍ତୁ। ଏହା ଛଡା ଆପଣ ଦେଶୀ ଲାଉ କୁ ସିଝାଇ ରସ ବାହାର କରି ପି ପାରିବେ ସ୍ଵାଦ ପାଇଁ ଏଥିରେ ଧନିଆ, ପୋଦିନା ରସ ମିଶାଇ ଓ କଳା ଲୁଣ ମିଶାଇ ପି ପାରିବେ, ଯେଉଁ ମାନଙ୍କ ବିପି ଅତ୍ୟଧିକ ଥାଏ କୌଣସି ମାତ୍ରାରେ ବି କମେ ନାହିଂସେମାନେ ମଧ୍ୟ ଏହା ପିଇଲେ ବିପି କମିଯିବ।

ଯଦି ଆପଣଙ୍କୁ ଜଲ୍ଦି ଥକାପଣ ଲାଗୁଥାଏ ତେବେ ଆପଣ ରାତିରେ କ୍ଷୀର ବା ପାଣି ରେ ୧ ଗ୍ରାମ ଅଶ୍ଵଗନ୍ଧା, ୧ ଗ୍ରାମ ଶତାବରୀ, ୧ ଗ୍ରାମ ଧଳା ମ୍ୟୁସେଲି ର ପାଉଡର ମିଶାଇ ପିଅନ୍ତୁ, ଏହା ଛଡା ବ୍ୟାୟମ, ଖାଲି ପାଦ ରେ  ମାଟି ରେ ଚାଳିବେ, ନିୟମିତ ଖାଦ୍ୟ ରେ ସାଲଡ ଆଦି ଖାଆନ୍ତୁ । ଡାଲି, ରୁଟ , ଭାତ ଆଦି ଖାଇପାରିବେ କିନ୍ତୁ ଅଳ୍ପ ମାତ୍ରାରେ ଫଳ ଦିନକୁ ୨ ଥର ଖାଆନ୍ତୁ , ଦିନକୁ ୨ ଥର ଖାଦ୍ୟ ଖାଆନ୍ତୁ ମଝିରେ ୮ ଘଣ୍ଟା ର ଅନ୍ତର ରଖନ୍ତୁ ଏହି ସମୟରେ ପାଣି, ଫଳ ରସ ଆଦି  ପିଇ ପାରିବେ ।

କୋଲେଷ୍ଟ୍ରୋଲ ଆଦି ପାଇଁ ଆପଣ ସୁର୍ୟକ୍ରୟା କରିବା ଦ୍ଵାରା ଏହା ବହୁତ  ଭଲ କାର୍ଯ୍ୟ କରିଥାଏ, ଯଦି ଆପଣଙ୍କ ଘରେ କେହି ମୋଟପଣ ଆଦି ଅଛି ତେବେ ଆପଣ ୱର୍କଆଉଟ କରନ୍ତୁ , ଯୋଗ କରନ୍ତୁ, ସୁରୟକ୍ରିୟା, ଭୂତସିଦ୍ଧି ଆଦି କରିବା ଦ୍ଵାରା ଆପଣ ଏହି ରୋଗ ରୁ ମୁକ୍ତ ହେବେ ।

ଯଦି ଆପଣଙ୍କୁ ବିରାଶ୍ରମ ହେଉଥାଏ ବିଶେଷ କରି ପୁରୁଷ ମାନଙ୍କ ଠାରେ ଏହା ବେଶି ଦେଖାଯାଏ ତେବେ ଆପଣ ରାତି ରେ ଶୀଘ୍ର ସୁଅନ୍ତୁ, ସକାଳୁ ଜଲ୍ଦି ଉଠିବା ଚିନ୍ତା କରିବେ ନହିଁ ଯଦି ଆପଣ ରାତ୍ରିରେ ସଠିକ ସମୟରେ ସୋଇବେ ତେବେ ସକାଳୁ ଆପଣଙ୍କ ନିଦ ଜଲ୍ଦି ଭାଙ୍ଗିଯିବ, ତେଣୁ ଚେଷ୍ଟା କରିବେ ରାତ୍ରି ରେ ଠିକ ସମୟରେ ଶୋଇବାକୁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *