Ajira Upadesha- କରନ୍ତୁ ନଡିଆର ଏହି ଚମତ୍କାର ଉପାୟ, ଦୂର ହେବ ଦୁଃଖ ଓ ଦୁର୍ଭାଗ୍ୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜୀବନରେ ସୁଖ ଓ ଦୁଃଖ ମୁଦ୍ରାର ୨ ପାର୍ଶ୍ଵ ସଦୃଶ ରହିଥାଏ । ଯେପରି ଅନ୍ଧାର ଅଛି ତ ଆଲୋକ ମଧ୍ୟ ରହିଥାଏ । ସେହିପରି ଭାବରେ ଜୀବନରେ କେବେବି କାହାର ଦୁଃଖ କିମ୍ବା ସୁଖ ଏକା ବେଳକରେ ସ୍ଥାୟୀ ହୋଇ ରହିନାହିଁ । ତେବେ ଜୀବନରେ ସମସ୍ଯା ଅଛି ତେବେ ତାହାର ସମାଧାନ ମଧ୍ୟ ରହିଛି । ତେବେ ପ୍ରତ୍ଯେକ ବ୍ୟକ୍ତିଙ୍କର କିଛି ନା କିଛି ସମସ୍ଯା ରହିଥାଏ ।

ସେହି ସବୁ ସମସ୍ଯାର ସମାଧାନ କରିବା ପାଇଁ ବ୍ୟକ୍ତି ପ୍ରଥମେ ଭଗବାନଙ୍କୁ ସ୍ମରଣ କରିଥାଏ । ବିଭିନ୍ନ ପ୍ରକାର ଦେବାଦେବୀଙ୍କ ନିକଟରେ ବିଭିନ୍ନ ପ୍ରକାର ପୂଜା ମାନସିକ କରିଥାଏ । ତେବେ ଏହି ପୂଜା ଓ ମାନସିକ କରିବା ଦ୍ଵାରା ବ୍ୟକ୍ତି ନିଜର ଭକ୍ତିକୁ ଏକ ମାଧ୍ୟମ ରୂପରେ ପ୍ରଭୁଙ୍କ ନିକଟରେ ପଠାଇଥାଏ । ତେବେ ଏହି ପୂଜା ଅର୍ଚନା, ମାନସିକ ଏହା କରିବା ବହୁତ ହିଁ ଶୁଭ ହୋଇଥାଏ ।

ତେବେ ଏଥିପାଇଁ ସମୟ ସମୟରେ ବ୍ୟକ୍ତିଙ୍କୁ ଅଧିକ ଖର୍ଚାନ୍ତ ହେବାକୁ ମଧ୍ୟ ପଡିଥାଏ । ତେବେ ଯାହାକି ବହୁତ ଲୋକଙ୍କ ପାଇଁ ସମ୍ଭବପର ମଧ୍ୟ ହୋଇନଥାଏ । ତେବେ କେବଳ ନଡିଆ ଦ୍ଵାରା ଏହି ଉପାୟ କରିବା ଦ୍ଵାରା ନିହାତି ଭାବରେ ବ୍ୟକ୍ତିର ଦୁର୍ଭାଗ୍ୟ ଦୂର ହୋଇବ । ନଡିଆକୁ ଶୁଭତାର ପ୍ରତୀକ ବୋଲି ବିବେଚନା କରାଯାଇଥାଏ ।

କାରଣ ପ୍ରତ୍ଯେକ ଦେବାଦେବୀଙ୍କ ପାଖରେ ଏହା ପ୍ରସାଦ ରୂପେ ଲାଗି ହୋଇଥାଏ । ଏହା ସହିତ ଘରେ କୌଣସି ପ୍ରକାର ମାଙ୍ଗଳିକ ତଥା ଧାର୍ମିକ ପୂଜା ଅନୁଷ୍ଠାନରେ ମଧ୍ୟ ନଡିଆର ନିତାନ୍ତ ଆବଶ୍ୟକ ପଡିଥାଏ । ତେବେ ଯଦି ବ୍ୟକ୍ତିର ଦୁର୍ଦ୍ଧଶା ପଡିଥାଏ । ବ୍ୟକ୍ତିକୁ ବାରମ୍ବାର ସମସ୍ଯାର ସାମ୍ନା କରିବାକୁ ପଡୁଥାଏ । ତେବେ ନଡିଆକୁ ଆଣି ପରିବାରର ସମସ୍ତ ସଦସ୍ୟ ନିଜ ନିଜ ମୁଣ୍ଡରେ ଲଗାନ୍ତୁ ।

ପରିବାରରେ ଯେତେ ଜଣ ସଦସ୍ୟ ରହିଥିବେ । ସେତିକି ମୁଣ୍ଡ ପିଛା ନଡିଆ ଆଣି ଜଣଙ୍କର ମୁଣ୍ଡରେ ଗୋଟିଏ ଲେଖା ନଡିଆ ଲଗାଇ ନିଜର ସମସ୍ଯା ପ୍ରଭୁଙ୍କୁ ଜଣାନ୍ତୁ । ତାପରେ ଘରର ପରିବାର କିଏ ମୁଖ୍ୟ ସଦସ୍ୟ ସେହି ସମସ୍ତ ନଡିଆକୁ ନେଇ କୌଣସି ଏକ ପ୍ରବାହିତ ନଦୀରେ ଭସାଇ ଦିଅନ୍ତୁ ।

ଦେଖିବେ ସେହି ନଡିଆ ଭାସିଯିବା ସହ ବ୍ୟକ୍ତିର ଜୀବନରେ ଥିବା ଦୁର୍ଦ୍ଧଶା ମଧ୍ୟ ଜୀବନରୁ ଚାଲିଯାଇଥାଏ । ନଡିଆ ଏପରି ଏକ ଚମତ୍କାରୀ ପଦାର୍ଥ । ଯାହା ବ୍ୟକ୍ତି ଜୀବନରୁ ଦୁର୍ଭାଗ୍ୟକୁ ମଧ୍ୟ ନଷ୍ଟ କରିଥାଏ । ବ୍ୟକ୍ତି ଜୀବନରେ ସମସ୍ଯାର ସମାଧାନ ହୋଇଯାଇଥାଏ । ଘର ପରିବାରରେ ସୁଖ ଶାନ୍ତି ଓ ସମୃଦ୍ଧି ଆସିଥାଏ । ଯଦି ଏହି ଆପଣ ମାନଙ୍କୁ ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *