ସାମ୍ପୁରେ ଏହି ଜିନିଷ ମିଶାଇ ଲଗାନ୍ତୁ, କେଶ ହେବ ଏତେ ଲମ୍ବା କି କାଟିବାକୁ ପଡିବ, hair fall ରୁ ବି ମିଳିବ ମୁକ୍ତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବର୍ତ୍ତମାନ ସମୟରେ କେଶ ପାଇଁ ଯେତେ ଦାମୀ ଟଙ୍କାର ସାମ୍ପୁ, ତେଲ କିଣିକି ବ୍ୟବହାର କରିଲେ ମଧ୍ୟ ସେଥିରୁ କେଶକୁ ବିଶେଷ କିଛି ଫାଇଦା ମିଳିପାରୁନାହିଁ । ତେବେ ଯଦି କେଶକୁ ଲମ୍ବା ମୋଟା ଓ ସାଇନିଙ୍ଗ କରିବାକୁ ଚାହୁଁଥାନ୍ତି । ତେବେ ନିହାତି ଭାବରେ ଏହି ଉପାୟକୁ କରି ଦେଖନ୍ତୁ । ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ସର୍ବ ପ୍ରଥମେ ଚା’ ପତିର ବ୍ୟବହାର କରିବାକୁ ପଡିବ ।

କାରଣ ଚାହା ପତିରେ ଥିବା କାଫିନ ନାମକ ଉପଦାନ ନିର୍ଜୀବ କେଶରେ ଜୀବନ ଦେଇ ତାହାକୁ ସୁନ୍ଦର ଓ ଚମକଦାର କରିଥାଏ । ଯେଉଁ ମାନଙ୍କର କେଶ ବହୁତ ରଫ ଲାଗୁଛି କିମ୍ବା କେଶ ଅଗ ଫାଟି ଯାଉଛି । ତେବେ ସେମାନେ ନିଜ କେଶକୁ ସୁସ୍ଥ କରି କେଶ ଲମ୍ବା କରିବା ପାଇଁ ଏହି ଉପାୟ ନିହାତି ଭାବରେ କରନ୍ତୁ । ତେବେ ପ୍ରଥମେ ଏକ ପାତ୍ରରେ ୨ ଚାମଚ ଚାହା ପତି ପକାଇବେ ।

ସେଥିରେ ୧ ରୁ ୨ ଗ୍ଳାସ ପାଣି ଦେବେ । ଆପଣ ଚାହିଁଲେ ଅଧିକ ଲମ୍ବା କେଶ ପାଇଁ ଚାହାପତିର ପରିମାଣକୁ ମଧ୍ୟ ବଢାଇ ପାରିବେ । ତେବେ ଏହି ପାତ୍ରକୁ ନେଇ ଗ୍ଯାସରେ ବସାଇ ତାହାକୁ ଧିମା ଆଞ୍ଚରେ ଗରମ କିଛି ସମୟ ପାଇଁ ଗରମ କରିନେବେ । ତେବେ ଆଉ ଏକ ସାମଗ୍ରୀ ହେଉଛି ପିଆଜ ରସ । ଆପଣ ଏକ ପିଆଜକୁ ଆଣି ତାହାକୁ କାଟି ଗ୍ରାଇଣ୍ଡିଙ୍ଗ କରି ତାହାକୁ ଚୁପୁଡି ସେଥିରୁ ରସ ପ୍ରସ୍ତୁତ କରି ଦିଅନ୍ତୁ ।

କେଶ ପାଇଁ ପିଆଜ ବହୁତ ଲାଭଦାୟକ ହୋଇଥାଏ । ତାପରେ ଆପଣ ପ୍ରସ୍ତୁତ କରିଥିବା ଚାହା ପତି ପାଣିରେ ୧ ଚାମଚ ପିଆଜ ରସ ମିଶାଇ ଦେବେ । ତାପରେ ସେଥିରେ ୧ ଚାମଚ ଆଲୋଭେରା ଜେଲ ମଧ୍ୟ ମିଶାଇ ଦେବେ । ଆପଣ ଚାହିଁଲେ ଆଲୋଭେରା ଜେଲ ପ୍ରାକୃତିକ ଉପାୟରେ ଆଣିପାରିବେ । ନଚେତ ମାର୍କେଟରୁ ଆଲୋଭେରା ଜେଲ ମଧ୍ୟ କିଣିକି ଆଣି ସେଥିରେ ମିଶାଇ ପାରିବେ ।

ତାପରେ ଆପଣ ବ୍ୟବହାର କରୁଥିବା ସାମ୍ପୁକୁ ମଧ୍ୟ ଏଥିରେ ନିଜ କେଶ ଅନୁସାରେ ମିଶାଇ ଦେବେ । ତାପରେ ଏହାକୁ ଗୋଳାଇ ରେମିଡିକୁ ପ୍ରସ୍ତୁତ କରିଦେବେ । ତାପରେ କେଶ ସାମ୍ପୁ କରିବା ଦିନ ଚୁଟିକୁ ଭଲ ଭାବରେ ଧୋଇ ଦିଅନ୍ତୁ । ତାପରେ ଏହି ସାମ୍ପୁ ମିଶ୍ରୀତ ପ୍ରସ୍ତୁତ କରିଥିବା ରେମିଡିକୁ ନିଜ କେଶରେ ଲଗାଇ କେଶକୁ ଭଲ ଭାବରେ ସଫା କରି ଦିଅନ୍ତୁ ।

ଏହିପରି ଭାବରେ ଆପଣ କେଶ ସାମ୍ପୁ କରିବା ସମୟରେ କିଛି ଥର ବ୍ୟବହାର କରିବା ଦ୍ଵାରା ବହୁତ ଭଲ କେଶ ଉପରେ ରେଜଲ୍ଟ ମିଳିଥାଏ । କେଶ ଜନିତ ବହୁତ କିଛି ସମସ୍ଯାର ସମାଧାନ ହୋଇଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *