ଯଦି କେଉଁଠି ମିଳିଯାଏ ଏହି ଗଛ ତ ଚୁପଚାପ ତୁରନ୍ତ ରଖି ନିଅନ୍ତୁ ନିଜ ପାଖରେ, ବହୁତ ଚମତ୍କାରୀ ଅଟେ ଏହାର ଫୁଲ (skin whitening tips)

ବନ୍ଧୁଗଣ, ଯଦି ଆପଣଙ୍କ ସ୍କୀନ ରେ କଳା ଦାଗ ରହିଅଛି ତେବେ ଆପଣଙ୍କ ପାଇଁ ଏହି ଉପାୟ ଟି ଅତ୍ୟନ୍ତ ଲାଭ ଦାୟକ ଅଟେ । ଏହି ଫୁଲ ବହୁତ ଲାଭ ଦାୟକ ଅଟେ ଏହା ଆପଣଙ୍କ କେଶ କୁ ମଜବୁତ ଏବଂ କଳା କରିବାରେ ସାହାର୍ଯ୍ୟ କରିଥାଏ । ଏହାକୁ ପ୍ରୟୋଗ କରି ଆପଣ ନିଜ କେଶ କୁ କଳା କରିବା ସହିତ ଏହାକୁ ସୁନ୍ଦର ମଧ୍ୟ କରି ପାରିବେ । ଆସନ୍ତୁ ଜାଣିବା ବର୍ତ୍ତମାନ ସଂପୂର୍ଣ୍ଣ ବିବରଣୀ ।

ଯଦି ଆପଣ ନିଜ ଚେହେରା କୁ ସୁନ୍ଦର କରିବାକୁ ଚାହୁଞ୍ଚନ୍ତି, ଆପଣ ଅଧିକ ଉଜ୍ଵଳ ତଥା ନିଜର ଦାଗଧପା କୁ ଲିଭାଇବାକୁ ଚାହୁଁଛନ୍ତି ତେବେ ଆପଣ ୩ ଟି ନୋବଚୀ ଫୁଲ ନେଇ ନିଅନ୍ତୁ । ଏହି ଫୁଲର ପେଷ୍ଟ ବନାନ୍ତୁ । ଏହାପରେ ଏହି ପେଷ୍ଟ ରେ ଅଧଚାମଚ ମହୁ ମିଶାଇ ଦିଅନ୍ତୁ । ଏହାପରେ ରାତିରେ ନିଜ ଚେହେରାରେ ଲଗାନ୍ତୁ ।

ଆପଣ ଏହାକୁ ସମୁଦାୟ ୩ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଏହିଭଳି ଲଗାଇ ରଖନ୍ତୁ । ଏହାପରେ ଏହାକୁ ଧୋଇ ଦିଅନ୍ତୁ । ଆପଣ ଏହାକୁ ରାତିରେ ପ୍ରୟୋଗ କରନ୍ତୁ । ଏବଂ କିଛି ଦିନ ପ୍ରୟୋଗ କରିବା ମାତ୍ରେ ଆପଣ ଏହାର ଲାଭ ଦେଖି ପାରିବେ । ଆପଣ ନିଜେ ଅନୁଭବ କରି ପାରିବେ ଆପଣଙ୍କ ଚେହେରା ବହୁତ ସୁନ୍ଦର ହୋଇଯାଇଅଛି ।

ଯଦି ଆପଣଙ୍କ କେଶ ଝଡୁଅଛି ଏବଂ ଆପଣ ନିଜ କେଶ କୁ ମଜବୁତ ଏବଂ କଳା କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଏହି ସମସ୍ୟା ସେତେବେଳେ ଦୂର ହେବ ଯେତେବେଳେ ଆପଣଙ୍କ କେଶ ର ମୂଳରେ ଉତ୍ତମ ପୋଷାକତତ୍ଵ ମିଳିବ । ଯଦି ଆପଣ ନିଜ କେଶ କୁ ସୁନ୍ଦର କରିବାକୁ ଚାହୁଁଛନ୍ତି ତେବେ ଆପଣ ନୋବଚୀର ପତ୍ରକୁ ନେଇ ତାହାକୁ ଭଲ ଭାବରେ ପେଷ୍ଟ ବନାଇ ଦିଅନ୍ତୁ । ଏହାପରେ ସେଥିରେ ଏକ ଚାମଚ ଆପଣ ଶୁଦ୍ଧ ବାଦାମ ତେଲ ମିଶାଇ ଦିଅନ୍ତୁ ।

ଏହାପରେ ଏହି ପେଷ୍ଟ କୁ ଆପଣ ନିଜ କେଶର ମୂଳରେ ଲଗାଇ ତାହାକୁ ଭଲରେ ମାଲିସ କରନ୍ତୁ । ଏହାକୁ ଆପଣ ୩୦ ମିନିଟ ପର୍ଯ୍ୟନ୍ତ ନିଜ ମୁଣ୍ଡରେ ଲଗାଇ ରଖନ୍ତୁ । ଏହାପରେ ଆପଣ ନିଜ କେଶ କୁ ଧୋଇ ଦିଅନ୍ତୁ । ଆପଣ ଏହିଭଳି ନୀତିଦିନ ନିଜ କେଶରେ ପ୍ରୟୋଗ କରନ୍ତୁ । ଆପଣଙ୍କ ପାଇଁ ଏହା ବହୁତ ଲାଭ ଦାୟକ ସାବ୍ୟସ୍ଥ ହେବ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *