ନମସ୍କାର ବନ୍ଧୁଗଣ । ଆମ ମନୁଷ୍ୟ ଜାତି ପାଇଁ ବନସ୍ପତି ହେଉଛି ଈଶ୍ଵର ଙ୍କର ଏକ ବଡ ବରଦାନ । ଆମ ଭାରତ ଦେଶ ରେ ଯେତେ ସବୁ ଗଛ ମାନ ରହିଛି, ଅନ୍ୟ କେଉଁ ଦେଶ ରେ ଏତେ ସବୁ ଗଛ ନାହିଁ । ଏହି କାରଣ ରୁ ଆମ ଦେଶ କୁ ଚେର ମୂଳି ର ସଂଗ୍ରହାଳୟ ବୋଲି ମଧ୍ୟ କୁହାଯାଇଥାଏ । ଏହି ସବୁ ଗଛ ଗୁଡିକ ଆମ ଘର ଆଖ ପାଖ ରୁ ଆମକୁ ଅତି ସହଜ ରେ ହିଁ ମିଳି ଯାଇଥାଏ ।
କିନ୍ତୁ ଆମେ ଏମାନେ ତାହାର ଗୁଣ ଗୁଡିକ ବିଷୟ ରେ ଜାଣି ନ ଥିବାରୁ ଆମେ ମାନେ ଏହି ସବୁ ଗଛ ଗୁଡିକୁ ଆଗରୁ ଓପାଡି ଫିଙ୍ଗି ଦେଇଥାଉ । ଆଜି ବନନ୍ଧୁଗଣ ଆମେ ଆପଣ ମାନଙ୍କ [ପାଇଁ ଯେଉଁ ଉପଚାର ଟି ସମ୍ବନ୍ଧରେ ନେଇ ଆସିଛୁ ଆପଣ ସେଥିରୁ ଜାଣି ପାରିବେ କି ସାଧାରଣ ଦେଖା ଯାଉଥିବା ବରକୋଳି ପତ୍ର ସାହାର୍ଯ୍ୟ ରେ ଆପଣ କେଉଁ କେଉଁ ସବୁ ରୋଗ ରୁ ରକ୍ଷା ପାଇ ପାରିବେ ।
ବନ୍ଧୁଗଣ ବରତକୋଳି ପତ୍ର ମଧ୍ୟ ରୁ ଆଣ୍ଟିଇମ୍ଫ୍ଲାମେଣ୍ଟୋରି ଓ ଆଣ୍ଟିବାୟୋଟିକ ତତ୍ଵ ମିଳିଥାଏ । ଯାହାକି ସମସ୍ତ ପ୍ରକାରର ଘା କୁ ଠିକ କରି ଦେଇଥାଏ । ଦୀର୍ଘ ଦିନ ଧରି ସୁଖୁ ନଥିବା ଘା ରେ ବରକୋଳି ପତ୍ର କୁ ବାଟି ଲଗାଇବା ଦ୍ଵାରା ତାହା ଶୀଘ୍ର ସୁଖୀ ଯାଇଥାଏ । ବାର ବାର ଆଖିରେ ଆଲୁଅ ହେଉଥିଲେ, କିଛି ବରକୋଳି ପତ୍ର କୁ ଛେଚି ତାହାର ରସ ବାହାର କରି ଆଖିରେ ଲଗାଇବା ଦ୍ଵାରା ତାହା ଭଲ ହୋଇ ଯାଇଥାଏ ।
ବାରବାର ପରିସ୍ରା ଲାଗୁଛି ବା ପରିସର ସମୟ ରେ ଜ୍ଵଳ ପୋଡା ଅନୁବହ ହେଉଛି, ତେବେ ଆପଣ କିକି ବରକୋଳି ପତ୍ର ନେଇ ତାହାକୁ ଛେଚି ତାହର ରସ ବାହାର କଋ ଏକ ଗ୍ଳାସ ଉଷୁମ ପାଣି ରେ 2 ଚାମଚ ରସ ମିଶାଇ ପିଇବା ଦ୍ଵାରା ଏହି ସମସ୍ୟା ମଧ୍ୟ ଦୂର ହୋଇ ଯାଇଥାଏ । ହାତ ଗୋଡ ବିନ୍ଧା ହେଉଥିଲେ, ଏହି ବରକୋଳି ର ପତ୍ର ର ରସ ଦ୍ଵାରା ହାତଗୋଡ କୁ ମାଲିସ କରିବା ଏହି ଯନ୍ତ୍ରଣା ଦୂର ହୋଇ ଯାଇଥାଏ ।
ବନ୍ଧୁଗଣ ବାରମୂଳି ର ସମସ୍ଯା ଥିଲେ ମଧ୍ୟ ବରକୋଳି ପତ୍ର କୁ ବାଟି ସେହି ସ୍ଥାନ ରେ ଲଗାଇବା ଦ୍ଵାରା ଆରାମ ଅନୁଭବ ହୋଇଥାଏ । ଦାନ୍ତ ବିନ୍ଧାର ବା ଗଳା ବିନ୍ଧାର ସମସ୍ଯା ଥିଲେ, କିଛି ବରକୋଳି ପତ୍ର କୁ ଧୋଇ ସଫା କରି ଥକଜାଉ ଏକ ଗ୍ଳାସ ପାଣି ରେ ଫୁଟାଇ ଫୁଟାଇ ଅଧ ଗ୍ଳାସ କରି ସେଥିରେ କିଛି ଲୁଣ ଓ ଗୋଲ ମରୀଚ ଗୁଣ୍ଡ ପକାଇ କୁଲି କରିବା ଦ୍ଵାରା ସମସ୍ତ ପ୍ରକାର ର ବିନ୍ଧା ରୁ ମୁକ୍ତି ମିଳିଥାଏ ।
ପ୍ରତିଦିନ ରାତିରେ କିଛି ବରକୋଳି ପତ୍ର କୁ ଦର ଛେଚା କରି ଏକ ଗ୍ଳାସ ପାଣି ରେ ପକାଇ ରଖି ଦିଅନ୍ତୁ । ପର ଦିନ ସକାଳେ ଉଠି ସେହି ପାଣି ରୁ ପତ୍ର ଗୁଡିକୁ ଛାଣି ଦେଇ ଏହାର ଖାଲି ପେଟ ରେ ସେବନ କରନ୍ତୁ । ଏପରି 21 ଦିନ ଧରି ସେବନ କରିବା ଦ୍ଵାରା ଆପଣ ଙ୍କର ଶରୀରର ମୋତପଣ ମଧ୍ୟ ଦୂର ହୋଇଯିବ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଲେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ